ବାଲେଶ୍ଵରରେ ବିଘ୍ନେଶ୍ଵରଙ୍କ ପୂଜା – ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା, ଲୋକେ ହନ୍ତସନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଶବ୍ଦ ପ୍ରଦୂଷଣକୁ ଆଖିଠାର ଅସମ୍ଭାଳ ଭିଡ଼ରେ ସାଧାରଣ ଜୀବନଯାତ୍ରା ବ୍ୟାହତ ସହରରେ ନୂଆ ନୂଆ ଗଣେଶ ମେଢ଼ ସହିତ ଆଲୋକ, ସାଉଣ୍ଡ ବକ୍ସ ଓ ତୋରଣ ନିର୍ମାଣ କରାଯାଇଥିବା ବେଳେ ଆଜି...

ଗରିବ ରୋଗୀଙ୍କ ଆଟେନ୍‌ଡାଣ୍ଟଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ଦିଅନ୍ତି ବାଲେଶ୍ଵରର ଅମର ସିଂ ଓ୍ଵାଲିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର: ସେବା ହିଁ ତାଙ୍କ ଜୀବନର ବ୍ରତ। ଦରିଦ୍ରର ସେବା କରି ଆତ୍ମସନ୍ତୋଷ ପାଆନ୍ତି ସେ। ସେ ଓ ତାଙ୍କ ପରିବାରର ସଦସ୍ୟମାନେ ମିଶି ଗରିବ ରୋଗୀଙ୍କ ସମ୍ପର୍କୀୟମାନଙ୍କ ଉଦ୍ଦେଶ୍ୟରେ ମଧ୍ୟାହ୍ନ...

ତ୍ରିରଙ୍ଗାକୁ ଅସମ୍ମାନ କରି ସସ୍‌ପେଣ୍ଡ ହେଲେ ପ୍ରଧାନଶିକ୍ଷକ

ଓଡ଼ିଶାଲାଇଭ ବ୍ୟୁରୋ ତ୍ରିରଙ୍ଗାକୁ ଅସମ୍ମାନ କରିବା ଯୋଗୁଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ଵନ ହେବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ସାରାଡିହା ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣାରେ ବାଲିଆପାଳ...

ସିପେଟ ତରଫରୁ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ପାଇଁ ବିଜ୍ଞପ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶାର ସଫେଇ କର୍ମଚାରୀ, ମାନୁଆଲ ସ୍କାଭେଞ୍ଜର ଓ ବେକାର ଯୁବକ ଯୁବତୀଙ୍କ ପାଇଁ ମାଗଣା ତାଲିମ୍‌ କାର୍ଯ୍ୟକ୍ରମ କରାଯାଉଛି। ସିପେଟ, ବାମପଡ଼ା, ବାଲେଶ୍ଵରଠାରେ ଏହି କାର୍ଯ୍ୟକ୍ରମ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନ...

ସ୍ତ୍ରୀକୁ ପୋଡ଼ି ମାରିବା ପରେ ବିଷ ପିଇଲା ସ୍ଵାମୀ

ଓଡ଼ିଶାଲାଇଭ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀକୁ ପୋଡ଼ି ହତ୍ୟା କରିବା ପରେ ସ୍ଵାମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି। ଆତ୍ମହତ୍ୟା...

ପୁଅର ଦୋଷ ପାଇଁ ବାପାଙ୍କ ଶବ ଅଛୁଆଁ – ଶ୍ମଶାନ ନେବାକୁ ମିଳିଲାନି ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଅର ଦୋଷ ପାଇଁ ବାପାଙ୍କ ଶବକୁ ଲୋକେ କାନ୍ଧ ଦେଲେନି। ଏମିତିକି ଶବ ସତ୍କାର କରିବା ପାଇଁ ଶ୍ମଶାନକୁ ନେବା ପାଇଁ ଅନୁମତି ମିଳିନାନି। ଶେଷରେ ପରିବାର ଲୋକେ ନିଜ ବନ୍ଧୁବାନ୍ଧବଙ୍କ...

ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ, ୧ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱରରେ ବେଆଇନ୍‌ ନିଶା କାରବାରକୁ ସମ୍ପୂର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ପୋଲିସ୍‌ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗରି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ଲକ୍ଷାଧିକ...

ଚାନ୍ଦିପୁର ଘାଟିରୁ ‘କ୍ୟୁଆର୍‌ଏସ୍‌ଏଏମ୍‌’ କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ 'କ୍ୟୁଆର୍‌ଏସ୍‌ଏଏମ୍‌' କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ ହୋଇଛି। ୩୦ କିଲୋମିଟର ଦୂରବର୍ତ୍ତି ଜଳ, ସ୍ଥଳ ଓ ଆକାଶମାର୍ଗରେ ଶତ୍ରୁପକ୍ଷଙ୍କୁ ଭେଦ କରିବାର କ୍ଷମତା ରଖିଛି ଏହି...

କେଡ଼େ ନିର୍ଦ୍ଦୟ ଜେଜେ ମା’? ନାତିକୁ ତଳେ ପକାଇ ମାରିଲା ଗୋଇଠା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରୁ ଆସିଲା ଅଭାବନୀୟ ଖବର। ୭ ବର୍ଷର ନାତିକୁ ନିର୍ଦ୍ଦୟ ଭାବେ ଗୋଇଠା ମାରି ଜେଜେ ମା’ ଏବେ ଥାନାରେ। ଶିଶୁକୁ ଉଦ୍ଧାର କରିବା ପାଇଁ ଗାଁରେ...

ଥାନା ଆଇଆଇସିଙ୍କୁ ମାଡ଼ ଘଟଣା,୧୩ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ବାଲିଆପାଳ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ୧୩ଜଣଙ୍କୁ ଗିରଫ କରିଛି। ବୁଧବାର ରାତିରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଥିଲା।...