ଫେରିଲା କରୋନା – ଏସସିବିରେ ସ୍ୱତନ୍ତ୍ର ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ଟୁଇନ ସିଟିବାସୀ। ଏହି ଦୁଇ ସହରର ଶିକ୍ଷାନୁଷ୍ଠାନମାନଙ୍କରୁ ସର୍ବଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ, ସଜାଗ ହୋଇଛି ପ୍ରଶାସନ। ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଏସସିବି...
corona test

କଟକବାସୀଙ୍କୁ ପୁଣିଥରେ ଡରାଇଲାଣି କରୋନା – ଗୋଟିଏ କଲେଜରୁ ୨ ଦିନରେ ୨୫ ଚିହ୍ନଟ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ପୁଣିଥରେ ଦେଖାଦେଲାଣି କରୋନା ଆତଙ୍କ। କିଛି ମାସ ହେବ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବାବେଳେ, ଅଚାନକ ଏକ ଘରୋଇ କଲେଜରୁ ୨୫ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଖବର ସହରବାସୀଙ୍କୁ...

କଟକ ‘ସନ୍’ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ – ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ କନିକା ଛକସ୍ଥିତ ସନ୍‌ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଉପର ମହଲାରେ ଥିବା କ୍ୟାଣ୍ଟିନରେ ନିଆଁ ଲାଗି ଥିବା ଜଣାପଡ଼ିଛି। ତେବେ ଏଠାରେ କିଭଳି ନିଆଁ ଲାଗିଲା ତାହା...

ମାହାଙ୍ଗା ଡବଲ ମର୍ଡର ଘଟଣା – ୮ ଜାଗାରେ ଚଢ଼ାଉ, ଅପରାଧୀଙ୍କୁ ଖୋଜି ପାଉନି ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଲ୍ଲାବ୍ୟାପୀ ବିଜେପିର ବିକ୍ଷୋଭ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କଟକ: ମାହାଙ୍ଗାର ବିଜେପି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା...

ବର୍ଷାଙ୍କ ଭରଣପୋଷଣ ମାମଲା – ଜବାବ ରଖିଲେ ଅନୁଭବ

ଓଡ଼ିଶାଲାଇଭ୍ ବ୍ୟୁରୋ ଅନୁଭବ-ବର୍ଷାଙ୍କ ବିବାହ ବିବାଦ ମାମଲାରେ ଶୁକ୍ରବାର କଟକ ସଦର ଏସ୍‌ଡିଜେଏମ୍ କୋର୍ଟରେ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଗତକାଲି ଏହି ମାମଲାର ଶୁଣାଣି ବେଳେ ନିଜେ ଅନୁଭବ କୋର୍ଟରେ...

ଭକ୍ତ, ଭସାଣ ଉତ୍ସବ ବିନା ମେଲାଣି ନେଲେ ଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ହେଲା କଟକ ପ୍ରସିଦ୍ଧ ଦଶହରା। ବିନା ଭକ୍ତ, ଶୋଭାଯାତ୍ରାରେ ଜଗତଜନନୀ ମା'ଙ୍କୁ ଦିଆଗଲା ମେଲାଣି। କରୋନା କଟକଣା ମଧ୍ୟରେ ନିରାଡମ୍ଵର ଭାବେ କରାଗଲା ଭସାଣ ଉତ୍ସବ। ସହରର ପ୍ରାୟ ୧୬୦ଟି...

ଅନଲାଇନ୍‌ ପ୍ଲାଟଫର୍ମରେ ଦଶହରା – ଫେସବୁକ ଲାଇଭ୍‌ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମୃଣ୍ମୟୀ ଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ  ପ୍ରତିବର୍ଷ ଦଶହରାରେ ମା'ଦୁର୍ଗାଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ। କିନ୍ତୁ ଚଳିତ ବର୍ଷ କରୋନା ପାଇଁ ଦୀର୍ଘ ବର୍ଷର ଏହି ଦର୍ଶନ ପରମ୍ପରା ବଦଳି ଯାଇଛି। ସୋସିଆଲ...

କଟକ ଦଶରା’, ଚାନ୍ଦିମେଢ଼ର ଏମିତି ଥିଲା ଇତିହାସ, ଝଲସୁଥିଲା ପାର୍ବଣର ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାର୍ବଣର ସହର କଟକରେ ଦଶହରା ଉତ୍ସବର ଏକ ସୁଦୀର୍ଘ ଇତିହାସ ରହିଛି। ଏହି ଐତିହ୍ୟ ସହରରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶରା’, ଚାନ୍ଦିମେଢ଼ ପଛରେ ରହିଛି...

କୋଭିଡ୍ ମୃତକଙ୍କ ପାଇଁ କଟକ ବାହାରେ ଶ୍ମଶାନ ଜାଗା ଖୋଜିବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍‌ରେ ପ୍ରାଣ ହରାଉଥିବା ଲୋକଙ୍କ ପାଇଁ କଟକ ସହର ବାହାରେ ଏକ ସ୍ୱତନ୍ତ୍ର ଶ୍ମଶାନ ସ୍ଥାନ ନିରୂପଣ କରିବାକୁ ଓଡ଼ିଶା ମାନବାଧିକାର କମିସନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସହର ଭିତରେ କରୋନା...

କରୋନା ଯୁଦ୍ଧରେ ହାରିଗଲେ ସିଏମ୍ସି ଅଧିକାରୀ ବିଶ୍ୱନାଥ ଲେଙ୍କା, ଗାର୍ଡ ଅଫ୍ ଅନର ସହ ହେଲା ଶେଷ କୃତ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରରେ କୋଭିଡ୍ ପରିଚାଳନାରେ ନିଷ୍ଠାପର ଭାବେ ଦିନରାତି ଏକ କରି କାମ କରୁଥିବା ସିଏମ୍ସି ପରିସଂଖ୍ୟାନ୍ ଅଧିକାରୀ ବିଶ୍ୱନାଥ ଲେଙ୍କା ରବିବାର ୪୮ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି।...