ଆସନ୍ତାକାଲିଠୁ ଓଡ଼ିଶାରେ ପ୍ଲାଜମା ଥେରାପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ଲାଜମା ଥେରାପୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଭୁବନେଶ୍ୱରର ସମ୍‌, କିମ୍‌ସ ଓ କଟକର ଅଶ୍ୱିନୀ ହସ୍‌ପିଟାଲରେ ଏହି ଥେରାପି ଆରମ୍ଭ କରାଯିବ।...

ଆଇପିଏସ୍‌ ସ୍ତରରେ ଅଦଳ ବଦଳ – ବଦଳିଲେ ଭୁବନେଶ୍ୱର, କଟକ ଡିସିପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଡିସିପି ହେଲେ ଉମାଶଙ୍କର ଦାଶ କଟକ ଡିସିପି ହେଲେ ପ୍ରତୀକ ସିଂହ ସୁନ୍ଦରଗଡ଼ ଏସ୍‌ପି ହେଲେ ସାଗରିକା ନାଥ ସୌମ୍ୟା ମିଶ୍ରଙ୍କୁ ଟ୍ରାଫିକ ଡିସିପି ବଦଳିଲେ ଭୁବନେଶ୍ୱର ଓ କଟକ...

ଚୌଦ୍ୱାର ଜେଲ୍‌ର ୮ କଏଦୀଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୌଦ୍ୱାର ଜେଲ୍‌ର ୮ ଜଣ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୩ ଜଣ ବିଚାରାଧିନ କଏଦୀ ଥିବା ବେଳେ ଆଉ ୫ ଜଣ ହେଉଛନ୍ତି କଏଦୀ।...

କଟକ କାଠଯୋଡ଼ି ନଦୀରୁ ଉଦ୍ଧାର ହେଲେ ଦୁଇ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ତ୍ରିଶୁଳିଆ ବ୍ରିଜ ଉପରୁ କାଠଯୋଡ଼ି ନଦୀକୁ ଡେଇଁଥିବା ଦୁଇ ମହିଳା ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଅଗ୍ନିଶମ ବାହିନୀର କର୍ମଚାରୀ ମା’ ଝିଅଙ୍କୁ ଉଦ୍ଧାର କରିବା ପରେ ଉଭୟଙ୍କୁ ଏସ୍‌ସିବି...

କଟକ ତ୍ରିଶୁଳିଆ ବ୍ରିଜରୁ ନଦୀକୁ ଡେଇଁପଡ଼ିଲେ ଦୁଇ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ ଆଜି ଅଭାବନୀୟ ଘଟଣା ଘଟିଛି। ତ୍ରିଶୁଳିଆ ବ୍ରିଜ ଉପରୁ ମା’ ଏବଂ ଝିଅ କାଠଯୋଡ଼ି ନଦୀକୁ ଡେଇଁପଡ଼ିଛନ୍ତି। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।...

କଟକରେ ୧୦ ତାରିଖ ଯାଏ ବଢ଼ିଲା ସଟ୍‌ଡାଉନ୍‌ ଅବଧି

ଓଡ଼ିଶାଲାଇଭ ବ୍ୟୁରୋ କଟକରେ ସହରରେ ସଟ୍‌ଡାଉନ୍‌ ଅବଧି ବଢ଼ାଇଲା ସିଏମ୍‌ସି। ୧୦ ତାରିଖ ଯାଏ କଟକ ସଟ୍‌ଡାଉନ୍‌ ରହିବ। ଏହାସହ ଶନି ଓ ରବିବାର ପୂର୍ବଭଳି ସଟ୍‌ଡାଉନ୍‌ ରହିବ। ଚଳିତ ସପ୍ତାହଟି କଟକ ସହର...

କରୋନା ପାଇଁ ଶିଶୁଭବନ ଆଉଟଡୋର ବନ୍ଦ

ଓଡିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମିତ ଚିହ୍ନଟ ପରେ କଟକ ଶିଶୁଭବନ ଆଉଟଡୋର ବନ୍ଦ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆଉଟଡୋର ବନ୍ଦ ରହିବ। ଏନେଇ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ ସୂଚନା ଦେଇଛନ୍ତି। ଗତକାଲି...

କଟକ କ୍ୟାନସର ହସ୍ପିଟାଲରେ କରୋନା ରୋଗୀଙ୍କ ହଙ୍ଗାମା – ଗୋଡ଼େଇ ଗୋଡ଼େଇ ଛୁଇଁବାକୁ ଉଦ୍ୟମ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ କ୍ୟାନସର ହସ୍ପିଟାଲରେ ହଙ୍ଗାମା ମଚାଇଲେ କରୋନା ରୋଗୀ। ଗତକାଲି କିଛି କରୋନା ରୋଗୀଙ୍କୁ କୋଭିଡ୍ ହସ୍ପିଟାଲକୁ ନେବା ସମୟରେ ସେମାନେ ଗୋଡ଼ାଇ ଗୋଡ଼ାଇ ଅନ୍ୟମାନଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ। ଯାହାକୁ...

କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ କେମିତି ବ୍ୟାପିଲା କରୋନା?

ଓଡିଶାଲାଇଭ ବ୍ୟୁରୋ କ୍ୟାନସର ହସ୍ପିଟାଲରୁ ୭୦ କରୋନା ଆକ୍ରାନ୍ତ ଚିହ୍ନଟ। ଗୋଟିଏ କି ଦୁଇଟି ନୁହଁ, କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନରୁ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୟାନସର...

କଟକରୁ ୬୬ କରୋନା ଆକ୍ରାନ୍ତ – କ୍ୟାନସର ହସ୍ପିଟାଲରୁ ୫୫, ଏସ୍‌ସିବିରୁ ୧୧

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକରେ କରୋନାର ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଆଜି ଦୁଇ ପ୍ରମୁଖ ହସ୍ପିଟାଲ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନ ଏବଂ ଏସ୍‌ସିବି ମେଡିକାଲରୁ ୬୬ ଆକ୍ରାନ୍ତ ଚିହ୍ନଟ ହେବା ପରେ...