ବିରାଟ ବାହିନୀର ବାରବାଟୀ ବିଜୟ, ୨-୧ରେ ଅକ୍ତିଆର କଲା ସିରିଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀରେ ଭାରତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୪ ଓ୍ଵିକେଟରେ ବିଜୟୀ ହୋଇଛି। ଏହାସହ ଭାରତ ୨-୧ରେ ସିରିଜ ଅକ୍ତିଆର କରିଛି। ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀରେ ଚାଲିଥିବା ଶେଷ ଦିନିକିଆକୁ ୪ ଓ୍ଵିକେଟରେ ଜିତି ନେଇଛି...

ବାରବାଟୀ ଷ୍ଟାଡିୟମ ବାହାରେ ଫ୍ୟାନ୍‌ କ୍ଲବର ମଜା ନେଉଛନ୍ତି ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀ ଷ୍ଟାଡିୟମରେ ଚାଲିଛି ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ। ଏହି ମ୍ୟାଚ ଦେଖିବା ପାଇଁ ଟିକେଟ୍‌ ପାଇ ନଥିବା ଦର୍ଶକମାନେ ବାହାରେ ଫ୍ୟାନ୍‌ କ୍ଲବର ମଜା ନେଉଛନ୍ତି। ଷ୍ଟାଡିୟମ ବାହାରେ ଲାଗିଥିବା...

ବାରବାଟୀ ବିଜୟ ପାଇଁ ଭାରତକୁ ଦରକାର ୩୧୬ ରନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀ ଦିନିକିଆ ଜିତିବାକୁ ହେଲେ ଭାରତକୁ ୩୧୬ ରନ୍‌ର ଟାର୍ଗେଟ ପୂରଣ କରିବାକୁ ହେବ। ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ୫୦ ଓଭରରେ ୫ ଓ୍ଵିକେଟ ହରାଇ ୩୧୫ ରନ୍‌...

ବାରବାଟୀରେ ନବଦୀପ ସୈନୀଙ୍କ ଡେବ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ବାରବାଟୀ ଦିନିକିଆ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କଲେ ଭାରତୀୟ ପେସ୍‌ ବୋଲର ନବଦୀପ ସୈନୀ। ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚ। ବାରବାଟୀରେ ସେ ତାଙ୍କ କ୍ୟାରିୟରର...

୫୪ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଲା ଓ୍ଵେଷ୍ଟଇଣ୍ଡିଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓ୍ଵେଷ୍ଟଇଣ୍ଡିଜ ତା’ର ପ୍ରଥମ ଓ୍ଵିକେଟ ହରାଇଛି। ୧୪ ଓଭରର ଶେଷ ବଲରେ ଜାଡେଜାଙ୍କ ବଲରେ ପାଭିଲିୟନ ଫେରିଯାଇଛନ୍ତି ଇଭିନ ଲୁଇସ। ବ୍ୟକ୍ତିଗତ ୨୧ ରନ୍‌ କରି ଲୁଇସି ଆଉଟ ହୋଇଛନ୍ତି। ବର୍ତ୍ତମାନ...

ରେକର୍ଡ ଅପେକ୍ଷାରେ କୁଲଦୀପ, ବାରବାଟୀରେ ପୂରଣ କରିବେ ୧୦୦ ଓ୍ଵିକେଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀରେ ଆରମ୍ଭ ହୋଇଯାଇଛି ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ। ଏହି ମ୍ୟାଚରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ଏକ ନୂଆ ରେକର୍ଡର ଅପେକ୍ଷାରେ ରହିଛନ୍ତି। କୁଲଦୀପ ଦିନିକିଆରେ ୧୦୦ ଓ୍ଵିକେଟ ପୂରଣ...

ଆଜି ବାରବାଟୀରେ ଲଢ଼େଇ – କିଏ ଜିତିବ ଗଡ଼?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବାରବାଟୀରେ ହେବ ମହାମୁକାବିଲା। ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯିବ ଶେଷ ଦିନିକିଆ। ଏହି ମ୍ୟାଚରେ କିଏ ହେବ ବାରବାଟୀ ବାଦଶାହ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ମ୍ୟାଚ...

ଜମିଲା ଅଭ୍ୟାସ କାଲି ହେବ ଲଢେଇ – ଆସିଲେନି ରୋହିତ, ରାହୁଲ, ପନ୍ତ, ସାମି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଭାରତ-ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ତଥା ଅନ୍ତିମ ଦିନିକିଆ ଆସନ୍ତାକାଲି ବାରବାଟୀ ଷ୍ଟାଡିୟମଠାରେ ଖେଳାଯିବ। ଏନେଇ ଆଜି ଉଭୟ ଦଳର ଖେଳାଳି କଟକ ଆସି ଅଭ୍ୟାସ କରି ଫେରିଛନ୍ତି। ପୂର୍ବାହ୍ନ ୧୦ଟା ବେଳକୁ...

ମଦୁଆଙ୍କୁ ବାରବାଟୀ ଦିନିକିଆ ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ଯାଉଥିବା ଦର୍ଶକମାନଙ୍କ ପାଇଁ ଜରୁରୀ ସୂଚନା। ଯେଉଁ ଦର୍ଶକ ମଦ ପିଇ ଖେଳ ଦେଖିବାକୁ ଯିବେ ତାଙ୍କୁ ଷ୍ଟାଡିୟମରେ ପ୍ରବେଶ କରାଯିବ ନାହିଁ। କମିସନରେଟ ପୋଲିସ ପକ୍ଷରୁ...

ରବିବାର ବାରବାଟୀକୁ ଓହ୍ଲାଇବେ ଦୁଇ ଦଳ, ଭାରତର ପଲ୍ଲା ଭାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରବିବାର ବାରବାଟୀ ଷ୍ଟାଡିୟମରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ଦୁଇ ଦଳ ଭୁବନେଶ୍ଵରରେ ପହଞ୍ଚି ସାରିଛନ୍ତି। ଏହାସହ ଉଭୟ ଦଳ ଆଜି ବାରବାଟୀରେ...