ରାମାଶିଷ ହାଜରା ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାମାଶିଷ ହାଜରାଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ସି)ର ନୂଆ ସଭାପତି ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ରାମାଶିଷ ହାଜରା ବିଏସ୍‌ସିର ସମ୍ପାଦକ ଥିଲେ। ତେବେ ୬ ମାସ ବୋର୍ଡ ସଭାପତି ପଦ...

ବାରବାଟୀ ଦିନିକିଆ – ଗୋଟେ ଘଣ୍ଟାରେ ଅନଲାଇନ୍‌ରେ ସରିଗଲା ସବୁ ଟିକେଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିରାଶ ହୋଇଗଲେ ଅନେକ କ୍ରିକେଟ ପ୍ରେମୀ। ଡିସେମ୍ଵର ୨୨ ବାରବାଟୀ ଦିନିକିଆ ପାଇଁ ସରିଗଲା ଅନଲାଇନ ଟିକେଟ। ବୁକିଂ ହେବାର ଏକ ଘଣ୍ଟା ଭିତରେ ସବୁ ଟିକେଟ ସରିଯାଇଛି। ଏକ ଘଣ୍ଟା...

ଟୁଇନ୍‌ ସିଟିରେ କେତେ ସ୍ପିଡ୍‌ରେ ଚଳାଇବେ ଗାଡ଼ି? କମିସନରେଟ୍‌ ପୋଲିସ ଜାରି କଲା କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ-ଭୁବନେଶ୍ୱର ଭିତରେ ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି କି? ଯଦି ହଁ, ତାହାଲେ ସତର୍କ ହୋଇ ଯାଆନ୍ତୁ। କାରଣ କମିସନରେଟ୍‌ ପୋଲିସ ସ୍ପିଡ୍‌ ଗାଡ଼ି ଚଳାଚଳ ଉପରେ ଲଗାମ ଲଗାଇଛି। କେତେ...

ପୁଅ ଭାଙ୍ଗିଲା ଟ୍ରାଫିକ ନିୟମ, ବାପାଙ୍କଠୁ ଆଦାୟ ହେଲା ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ଆରମ୍ଭ ହୋଇଛି ଟ୍ରାଫିକ୍‌ ଧରପଗଡ଼। ବର୍ତ୍ତମାନ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜଣେ ନାବାଳକ ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିବାରୁ ତାଙ୍କ ବାପାଙ୍କଠାରୁ ୬ ହଜାର ଟଙ୍କା ଜରିମାନା ଆଦାୟ...

ବାରବାଟୀ ଦିନିକିଆ ଆଉ ୨୦ ଦିନ – ଡିସେମ୍ଵର ୫ରୁ ଅନଲାଇନ୍‌ ଟିକେଟ ବିକ୍ରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରବାଟୀରେ ହେବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ। ସେହିପରି ଅଫଲାଇନରେ ଦର୍ଶକ ଡିସେମ୍ବର ୧୯ରୁ ଟିକେଟ୍ କିଣିପାରିବେ। ଆସନ୍ତା...

କଟକ: ମଙ୍ଗଳାବାଗ ଆନ୍ଧ୍ର ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ

 ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ ମଙ୍ଗଳାବାଗ ଆନ୍ଧ୍ର ବ୍ୟାଙ୍କ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ନିଆଁକୁ କିପରି ଆୟତ୍ତ କରାଯାଇପାରିବ ଅଗ୍ନିଶମ କର୍ମଚାରୀ ସେନେଇ...

ଏଣିକି କଟକରେ କୌଣସି ସ୍କୁଲ୍ ବାରଣ୍ଡାରେ ଗାଡିମୋଟର ରଖିବେନି ଶିକ୍ଷକ, ଶିକ୍ଷୟିତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଏଣିକି ସ୍କୁଲ ବାରଣ୍ଡାରେ ଗାଡିମୋଟର ରଖିପାରିବେନି ଶିକ୍ଷକ, ଶିକ୍ଷୟିତ୍ରୀ। ଏହା ଦ୍ଵାରା ସ୍କୁଲ ଶୃଙ୍ଖଳା ଭାଙ୍ଗୁଛି ଏବଂ ଛାତ୍ରଛାତ୍ରୀଙ୍କ ଉପରେ ନକରାତ୍ମକ ପ୍ରଭାବ ପଡୁଛି। କଟକ ଜିଲ୍ଲାର ସମସ୍ତ ବ୍ଲକ୍...

ତାତିଲେ ମହିଳା – ପୋଲିସକୁ ଘେରିଲେ, ମାଡ଼ ମାରିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳାମାନଙ୍କର ଉନ୍ମତ୍ତ କାଣ୍ଡ। ଥାନା ଅଧିକାରୀଙ୍କୁ ଘେରିବା ସହ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଗୁରୁଡ଼ିଝାଟିଆ ଥାନାରେ। ଦୁଇ...

ବାରବାଟୀ ଦିନିକିଆ: ଆଶଙ୍କାରେ ୭ ନମ୍ଵର ଗ୍ୟାଲେରି, ବିକ୍ରି ହେବ ନାହିଁ ୫,୨୮୨ଟି ଟିକଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀ ଦିନିକିଆ ପାଇଁ କେନ୍ଦ୍ରାଞ୍ଚଳ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ୭ ନମ୍ଵର ଗ୍ୟଲେରୀ ବ୍ୟବହାର ନକରିବାକୁ ନିଆଗଲା ନିଷ୍ପତ୍ତି। ବାରବାଟୀ ଷ୍ଟାଡିୟମଠାରେ ଡିସେମ୍ବର ୨୨ରେ ଭାରତ-ୱେଷ୍ଟଇଣ୍ଡିଜ୍ ଖେଳାଯିବ ଦିନିକିଆ ମ୍ୟାଚ। ଏନେଇ...

ଭାରତ-ଓ୍ଵେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ – ଷ୍ଟାଡିୟମକୁ ପଲିଥିନ ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ଵର ୨୨ରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚରେ ଷ୍ଟାଡିୟମକୁ ପଲିଥିନ ନେଇ ପାରିବେନି ଦର୍ଶକ। ଏନେଇ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଷ୍ଟାଡିୟମକୁ ଯିବା ପୂର୍ବରୁ...