ଓଡ଼ିଶାରେ ୬ ବେଳାଭୂମିର ହେବ ସୌନ୍ଦର୍ଯ୍ୟକରଣ – ଏଣିକି ଭରପୂର ମଜା ନେବେ ପର୍ଯ୍ୟଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆହୁରି ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଯୋଜନା ପ୍ରସ୍ତୁତି କରିଛନ୍ତି। ଯୋଜନା ଅନୁସାରେ ରାଜ୍ୟରେ ଥିବା ୬ଟି ପ୍ରମୁଖ...
କୋଭିଡ୍ ସଚେତନତା ସହ ବୃକ୍ଷରୋପଣ କରି ‘ବିଶ୍ଵ ପରିବେଶ ଦିବସ’ ପାଳିଲା ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ଓ ସ୍ଵାତୀ...
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ଓ ସ୍ଵାତୀ ଏନଜିଓ ପକ୍ଷରୁ ଶନିବାର ବିଶ୍ଵ ପରିବେଶ ଦିବସ ପାଳନ ହୋଇଛି। ଏହି ଅବସରରେ ଭଞ୍ଜନଗର ବ୍ଳକ ଦଦରାଲୁଣ୍ଡା ପଞ୍ଚାୟତର ପଇତା ଗାଁରେ...
କରୋନା ଭୟ – ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ବେଳାଭୂମି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ପ୍ରତ୍ୟେକ ଶନିବାର ଏବଂ ରବିବାର ଗଞ୍ଜାମର ଗୋପାଳପୁର ଏବଂ ସୋନପୁର ବେଳାଭୂମି...
କୋଭିଡ କଟକଣାରେ ଆରମ୍ଭ ମା’ ତାରାତାରିଣୀଙ୍କ ଚୈତ୍ର ମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଚୈତ୍ର ମେଳା। ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ପଡ଼ୁଥିବାରୁ, ଜିଲ୍ଲାରେ ଏହି ମେଳା ଆରମ୍ଭ ହୋଇଯାଇଛି। ସରକାରଙ୍କ...
ପୁଣି ଗଞ୍ଜାମ ପାଇଁ ଚିନ୍ତା ବଢ଼ାଇବେ କି ସୁରଟ ଫେରନ୍ତା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମକୁ ଫେରୁଛନ୍ତି ଶହ ଶହ ପ୍ରବାସୀ। ଏମାନେ ଟ୍ରେନ ଯୋଗେ ସୁରଟ, ମହାରାଷ୍ଟ୍ର ଓ ହାଇଦ୍ରାବାଦରୁ ଆସି ବ୍ରହ୍ମପୁର ରେଳ ଷ୍ଟେସନରେ ଓହ୍ଲାଇଛନ୍ତି। ଗଞ୍ଜାମରେ ଦଣ୍ଡଯାତ୍ରା ଓ ଅନ୍ୟାନ୍ୟ ପାରମ୍ପରିକ ପର୍ବକୁ...
ଗଞ୍ଜାମର ସୌନ୍ଦର୍ଯ୍ୟଭରା ‘ତାମ୍ପରା ହ୍ରଦ’ – ବୋଟିଂର ମଜା ପର୍ଯ୍ୟଟକଙ୍କୁ କରେ ଆକୃଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲାର ଅନ୍ୟତମ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ ସ୍ଥଳୀ ହେଉଛି ଛତ୍ରପୁର ନିକଟରେ ତାମ୍ପରା ହ୍ରଦ। ପ୍ରକୃତି କୋଳରେ ସମୟ ବିତାଇବା ପାଇଁ ଏହା ଏକ ସୁନ୍ଦର ସ୍ଥାନ। ଏହି ମଧୁର ଜଳ...
ନୂଆରୂପରେ ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ – ପର୍ଯ୍ୟଟକଙ୍କୁ କରୁଛି ଆକର୍ଷିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କଲା ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ।
ଦିନେ ଅବ୍ୟବହୃତ ଓ ଅତି ଖରାପ ଅବସ୍ଥାରେ ଥିବା ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ...
ପ୍ରଦୀପଙ୍କ ବହିଷ୍କାର ପରେ ଗଞ୍ଜାମ ଜିଲ୍ଲା ବିଜେଡିରେ ହେବ ଆମୂଳଚୂଳ ପରିବର୍ତ୍ତନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକଦା ଖୁବ ଶକ୍ତିଶାଳୀ ଥିବା ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବିଦା ହେବା ପରେ ଆଗାମୀ ଦିନରେ ଅବିଭକ୍ତ ଗଞ୍ଜାମ ଜିଲ୍ଲା ବିଜେଡିରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ଜଣାପଡିଛି। ପ୍ରଦୀପଙ୍କ ଅନୁଗତ...
ଗଞ୍ଜାମରେ ଦଳିତ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ – ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଲି ଗ୍ରାମର ଜଣେ ୨୨ ବର୍ଷର ଦଳିତ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି।...
ଗଞ୍ଜାମ: ଡିସେମ୍ଵର ଯାଏଁ ସବୁ ମନ୍ଦିର ବନ୍ଦ, ବଣଭୋଜି ଉପରେ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତ ଋତୁର ଆରମ୍ଭ ସହିତ କରୋନାର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ହେବାର ସମ୍ଭାବନା ରହିଥିବା ବିଶେଷଜ୍ଞମାନେ ଆକଳନ କରିସାରିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋଟିଏ ସମୟରେ ରାଜ୍ୟର ସର୍ବାଧିକ ସଂକ୍ରମିତ...





















