ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡ଼ିଲା ଟ୍ରଲର – ୫ ଉଦ୍ଧାର, ୨ ନିଖୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାରାଦୀପ ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକରୋଜ୍ ଜାହାଜରେ ସୋମବାର ଏକ ମାଛଧରା ଟ୍ରଲର ପିଟି ହୋଇ ବୁଡ଼ିଯାଇଛି। ଏହି ଘଟଣାରେ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨ଜଣ ବ୍ୟକ୍ତି ନିଖୋଜ...
ବିଜେପି ଛାଡ଼ି ବିଜେଡିରେ ମିଶିଲେ ରମାକାନ୍ତ ଭୋଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ରମାକାନ୍ତ ଭୋଇ। ମନ୍ତ୍ରୀ ରଘୁନନ୍ଦନ ଦାସ, ଦେବୀପ୍ରସାଦ ମିଶ୍ର ଓ ରାଜଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ତିର୍ତ୍ତୋଲର ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି।
ଗତଥରର ସାଧାରଣ...
ଜଗତସିଂହପୁର: ମହାନଦୀରେ ନିର୍ମାଣ ହେବ ଦୁଇଟି ନୂଆ ସେତୁ, ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ମହାନଦୀ ଉପରେ ନିର୍ମାଣ ହେବ ଦୁଇଟି ନୂଆ ସେତୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ...
ତିର୍ତ୍ତୋଲରୁ କିଏ ହେବ ପ୍ରାର୍ଥୀ? – ଅଙ୍କ କଷୁଛନ୍ତି ବିଜେଡି, ବିଜେପି, କଂଗ୍ରେସରେ ପ୍ରାର୍ଥୀ ସଙ୍କଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିର୍ତ୍ତୋଲରେ ଖୁବଶୀଘ୍ର ହେବାକୁ ଯାଉଛି ଉପ-ନିର୍ବାଚନ।
ଓଡ଼ିଶାର ଏକ ପ୍ରମୁଖ ରାଜନୈତିକ ଘଟଣା ବହୁଳ ନିର୍ବାଚନମଣ୍ଡଳୀ ହେଉଛି ତିର୍ତ୍ତୋଲ। ଯେ କୌଣସି ମୂହୁର୍ତ୍ତରେ ଏହି ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା...
ତିର୍ତ୍ତୋଲ ମହାନଦୀ ଉପରେ ନିର୍ମାଣ ହେବ ସେତୁ, ଖର୍ଚ୍ଚ ହେବ ୧୧୮ କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ମିଳିଛି ନିର୍ବାଚନୀ ଭେଟି। ତିର୍ତ୍ତୋଲ- ପୋଷଳ- ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରିବାକୁ ସରକାର ଆଜି...
ଉପ-ନିର୍ବାଚନ ତାତି ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡ଼ି ପଦ୍ମ ଧରିଲେ ରାଜକିଶୋର
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହୋଇଛି। ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ରାଜକିଶୋର ବେହେରା ଆଜି ବିଜେପିରେ ସାମିଲ...
ପ୍ଲାଜମା ଦାନ କଲେ ବିଏସ୍ଏଫ ଯବାନ, ପ୍ରଶଂସା କଲେ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତସିଂହପୁର:ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କଲେ ବିଏସ୍ଏଫ୍ ଜବାନ। ଜଗତସିଂହପୁର ଜିଲ୍ଲାର ରାଜିବ ବରାଳଙ୍କ ଏଭଳି ପଦକ୍ଷେପକୁ ନିଜେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରଶଂସା କରିଛନ୍ତି।
ଜଗତସିଂହପୁର...
ଜଗତସିଂହପୁର: ବଢ଼ୁଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା, ୮ ଦିନ ହେଲା ପାଣିଘେରରେ କଟୁଛି ଦିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତସିଂହପୁରରେ ଦେବୀ ଓ ପାଇକା ନଦୀ ଜଳସ୍ତର ବଢ଼ିବା ପରେ ବନ୍ୟା ବିପନ୍ନଙ୍କ ଦୁଃଖ ବଢ଼ିଛି। ୨ଟି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଥିବାରୁ ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାଣିଘେରରେ...
ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ଚାଲିଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତସିଂହପୁର ଜିଲ୍ଲାର ପ୍ରତ୍ୟକ ପଞ୍ଚାୟତରେ ଏମପିଏଚଡବ୍ଲୁ (ମହିଳା) ବା ଏଏନଏମ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଜୁଲାଇ ୨୭ ଏବଂ ୨୮ରେ ହେବାକୁ ଯାଉଛି ଓ୍ୱାକ୍ ଇନ୍...
ପାରାଦୀପ ଆଇଓସିଏଲ୍ ତୈଳ ବିଶୋଧନାଗାର ୨୨ ଦିନ ପାଇଁ ସଟଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
ପାରାଦୀପ ଆଇଓସିଏଲ୍ ତୈଳ ବିଶୋଧନାଗାର ୨୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ମରାମତି କାର୍ଯ୍ୟ ପାଇଁ ଜୁଲାଇ ୨୫ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ତୈଳ ବିଶୋଧନାଗାର ସଟଡାଉନ୍ କରିବାକୁ...




















