୧୭ ବର୍ଷ ପରେ ପୁଣି ଅଶାନ୍ତ ଜଗତସିଂହପୁରର ଢିଙ୍କିଆ – ସେବେ ପୋସ୍କୋ, ଏବେ ଜେଏସଡବ୍ଲ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୧୭ ବର୍ଷ ପରେ ପୁଣି ଢିଙ୍କିଆକୁ ଫେରିଛି ଅଶାନ୍ତି। ସେବେ ଦକ୍ଷିଣ କୋରିଆର ବୃହତ୍ ଷ୍ଟିଲ୍ କମ୍ପାନି ପୋସ୍କୋ ଇଣ୍ଡିଆର ଜମି ଅଧିଗ୍ରହଣ ନେଇ ବିବାଦ ଦେଖା ଦେଇଥିବା ବେଳେ...

ସୁକନାଇ ପ୍ରିମିୟର ଲିଗ୍‌ – ଜଗତସିଂହପୁରକୁ ୩୫ ରନ୍‌ରେ ହରାଇ ଟ୍ରଫି ହାତେଇଲା ସମ୍ବଲପୁର

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ନିଶ୍ଚିନ୍ତକୋଇଲିର ୟଙ୍ଗ୍ ଷ୍ଟାର୍ ସୁକନାଇ କ୍ଲବ୍ ଦ୍ଵାରା ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 'ସୁକାନାଇ ପ୍ରିମିୟର ଲିଗ୍'ରେ ବାଜି ମାରିଛି ଏମ.ଏମ.ସି.ସି ସମ୍ବଲପୁର। ପକୱାନ ଜଗତସିଂହପୁରକୁ ୩୫ ରନ୍‌ରେ ହରାଇ ଏମ.ଏମ.ସି.ସି...

ମୋ କଲେଜ ଅଭିଯାନ ଅଧୀନରେ ପାରାଦୀପ ଡିଗ୍ରୀ କଲେଜର ବହୁବିଧ ବିକାଶ ହୋଇପାରିବ: ମୋ କଲେଜ ଅଧ୍ୟକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ପାରାଦୀପ ଡିଗ୍ରୀ କଲେଜ ଶିଳ୍ପାଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଏହି ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଅପାର ସମ୍ଭାବନା ରହିଛି। ମୋ କଲେଜ ଅଭିଯାନ ସହ ଯୋଡ଼ି ହୋଇ ଏହାର ସାମଗ୍ରିକ ବିକାଶ ସମ୍ଭବ...

ବିଧାନସଭା ଆଗରେ ଯୁବକଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ତେଜିଲା ରାଜନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲରେ ଆଖି ବୁଜିଥିବା ଯୁବକ ଦୁଷ୍ମନ୍ତ ଦାସଙ୍କୁ ନେଇ ତେଜିଛି ରାଜନୀତି। ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ମୌସୁମୀ ଅଧିବେଶନରେ କଂଗ୍ରେସ ଓ...

ବାତ୍ୟା ‘ୟାସ୍’ର ପ୍ରଭାବ – ସମୁଦ୍ରରେ ଉଠିବ ଉଚ୍ଚ ଜୁଆର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ‘ୟାସ୍’ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଭଦ୍ରକ ଜିଲ୍ଲା ଧାମରା ବନ୍ଦର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହାର...

ତିର୍ତ୍ତୋଲରେ ପୁଣି ଶୁଭିଲା ଶଙ୍ଖନାଦ – ଉପ ନିର୍ବାଚନରେ ବାଜି ମାରିଲେ ବିଜୟ ଶଙ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେଡିର ବିଜୟ। ବିଜେଡିକୁ ମିଳିଛି ୮୮,୩୧୦ ଭୋଟ୍ ବିଜେପିକୁ ମିଳିଛି ୪୬,୬୦୭ ଭୋଟ୍ କଂଗ୍ରେସକୁ ମିଳିଛି ୨୮,୭୭୮ ଭୋଟ୍ ତିର୍ତ୍ତୋଲ ଉପନିର୍ବାଚନରେ ବାଜି ମାରିଲା ବିଜେଡି। ବିଜେପି ପାର୍ଥୀ ରାଜକିଶୋର ବେହେରାଙ୍କୁ ୪୦...

ବାଲେଶ୍ୱର, ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ ନବୀନ। ଆସନ୍ତାକାଲି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନବୀନ ପଟ୍ଟନାୟକ ଡିଜିଟାଲ  ଜରିଆରେ ପ୍ରଚାର କରିବେ। ଏହାର ପରଦିନ ଅର୍ଥାତ...

କାହାର ହେବ ତିର୍ତ୍ତୋଲ – ଶଙ୍ଖ ବାଜିବ ନା ପଦ୍ମ ଫୁଟିବ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ କଂଗ୍ରେସର ଦୁର୍ଗ ଥିଲା ତିର୍ତ୍ତୋଲ ବିଧାନସଭା ଆସନ। ହେଲେ ଏହି ଦୁର୍ଗ ୨୦୦୦ ମସିହାରୁ ଭାଙ୍ଗି ଯାଇଛି। ବିଜୁ ଜନତା ଦଳ ଏହି ଆସନରେ ଲଗାତର ୧୫ ବର୍ଷ ହେଲା...

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡ଼ିଲା ଟ୍ରଲର – ୫ ଉଦ୍ଧାର, ୨ ନିଖୋଜ

ଓଡ଼ିଶାଲାଇଭ୍ ବ୍ୟୁରୋ ପାରାଦୀପ ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକରୋଜ୍ ଜାହାଜରେ ସୋମବାର ଏକ ମାଛଧରା ଟ୍ରଲର ପିଟି ହୋଇ ବୁଡ଼ିଯାଇଛି। ଏହି ଘଟଣାରେ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨ଜଣ ବ୍ୟକ୍ତି ନିଖୋଜ...

ବିଜେପି ଛାଡ଼ି ବିଜେଡିରେ ମିଶିଲେ ରମାକାନ୍ତ ଭୋଇ

  ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ରମାକାନ୍ତ ଭୋଇ। ମନ୍ତ୍ରୀ ରଘୁନନ୍ଦନ ଦାସ, ଦେବୀପ୍ରସାଦ ମିଶ୍ର ଓ ରାଜଶ୍ରୀ ମଲ୍ଲିକଙ୍କ ନେତୃତ୍ୱରେ ତିର୍ତ୍ତୋଲର ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଗତଥରର ସାଧାରଣ...