ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ଜେଏମ୍ଏଫ୍‌ସି କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଶୁକ୍ରବାର ଦିନ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ପକ୍ଷରୁ ୫୪୩ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରାଯାଇଛି।...

ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଓଡ଼ିଶା ଗସ୍ତ: ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ହେଲା କ୍ଷେତ୍ର ପରିଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟଙ୍କ ଓଡ଼ିଶା ଗସ୍ତ ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି। ଟ୍ରିବ୍ୟୁନାଲର ସଦସ୍ୟମାନେ ଓଡ଼ିଶାରେ ମହାନଦୀର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରଦର୍ଶନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ...

ସହଜ ହେବ ଯାତାୟତ, ରାଜ୍ୟର ଆଉ ୩ଟି ଜିଲ୍ଲାରେ ଗଡ଼ିବ ‘ମୋ ବସ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ଆଉ ୩ଟି ଜିଲ୍ଲାରେ ଗଡ଼ିବ ‘ମୋ ବସ୍’। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର। ଏ ନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ...

ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି ଦୀପାଳି ଦାସ। ସୋମବାର ଦିନ ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ...

ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଝାରସୁଗୁଡ଼ା ବିଜୟ ପରେ ଫୋନ ଯୋଗେ ଦୀପାଳିଙ୍କ ସହ...

ଝାରସୁଗୁଡ଼ା ଲଢ଼େଇରେ ଦୀପାଳିଙ୍କ ହାତରେ ବାଜି

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପରୀକ୍ଷା ରେଜଲ୍ଟ। ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମାରିଲେ ବାଜି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କୁ ମିଳିଛି ବଡ଼ ସଫଳତା।...

ଝାରସୁଗୁଡ଼ା ଲଢ଼େଇ: ଶେଷ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮,୬୧୯ ଭୋଟରେ ଆଗୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଭୋଟ ଗଣତିର ଶେଷ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮,୬୧୯ ଭୋଟ ବ୍ୟବଧାନରେ ଆଗୁଆ ରହିଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ...

ଝାରସୁଗୁଡ଼ା ଲଢ଼େଇ: ବହୁ ଆଗରେ ବିଜେଡି, ମନ୍ଥର ଗତିରେ ଚାଲିଛି କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଭୋଟ ଗଣତିର ଦଶମ ରାଉଣ୍ଡରେ ବହୁ ଭୋଟରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ପୂର୍ବଭଳି ବିଜେପି ଦ୍ଵିତୀୟ ସ୍ଥାନ ବଜାୟ...

ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି: ଆଗରେ ବିଜେଡି, ଦ୍ଵିତୀୟରେ ରହିଛି ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଭୋଟ ଗଣତିର ପଞ୍ଚମ ରାଉଣ୍ଡରେ ମଧ୍ୟ ଆଗରେ ରହିଛି ବିଜେଡି ଏବଂ ଦ୍ଵିତୀୟ ସ୍ଥାନ ଜାରି ରଖିଛି ବିଜେପି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ...

ଝାରସୁଗୁଡ଼ା ଉପନିର୍ବାଚନ ଫଳ: ଚାଲିଛି ଗଣତି, ୪ ରାଉଣ୍ଡରେ ଆଗରେ ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଗଣତିର ପ୍ରଥମ ରାଉଣ୍ଡରୁ ହିଁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୧୦,୧୭୮ ଭୋଟରେ ଆଗୁଆ...