ପିଙ୍କିର ପାଠ ପଢ଼ାରେ ଅର୍ଥ ସାଜିଛି ବାଧକ

ଓଡ଼ିଶାଲାଇଭ ବ୍ୟୁରୋ ପାଠ ପଢ଼ିବା ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଏହା ଗରିବ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେମାନଙ୍କ ପାଠପଢ଼ା ପାଇଁ ଅର୍ଥ ସାଜିଛି ବାଧକ। ଆର୍ଥିକ ଅନଟନ...

ଝାରସୁଗୁଡ଼ା: ଭୁଶୁଡୁଛି ଉଡ଼ାଜାହାଜ ପଡ଼ିଆ ପ୍ରାଥମିକ ବିଦ୍ୟାଳୟର ଛାତ, ବାରଣ୍ଡାରେ ପଢୁଛନ୍ତି ପିଲା

ଓଡ଼ିଶାଲାଇଭ ବ୍ୟୁରୋ ୫ ଶ୍ରେଣୀ ପାଇଁ ୨ ଶ୍ରେଣୀଗୃହ ବାରଣ୍ଡାରେ ପଢୁଛନ୍ତି ପିଲା ସରକାର ସର୍ବଶିକ୍ଷା ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାରେ ପିଲାଙ୍କୁ ସ୍କୁଲ...

ଆକ୍ସିସ୍‌ ବ୍ୟାଙ୍କ ଲୁଟ୍‌ ଘଟଣାରେ ଜଣକୁ ଗିରଫ କଲା ଝାରସୁଗୁଡ଼ା ପୋଲିସ

ଓଡ଼ିଶାଲାଇଭ ବ୍ୟୁରୋ ଆକ୍ସିସ ବ୍ୟାଙ୍କ ଲୁଟ ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ବିହାର ମୁଜାଫରପୁର ଜିଲ୍ଲାର ପଓ୍ଵନ ଠାକୁରଙ୍କ ପୁଅ ନିରଜ ଠାକୁର। ନିରଜକୁ ଗିରଫ ପରେ ପ୍ରଥମେ...

ଝାରସୁଗୁଡ଼ାରେ ଏନକାଉଣ୍ଟର – ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ଆହତ

ଓଡ଼ିଶାଲାଇଭ ବ୍ୟୁରୋ    ପୋଲିସ ଟାର୍ଗେଟରେ ଦୁର୍ଦ୍ଦାନ୍ତ ଅପରାଧୀ। ଗୋଡ଼େଇ ଗୋଡ଼େଇ କଲେ ଏନକାଉଣ୍ଟର। ଆଜି ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଛୁଆଳିବେରେଣାଠାରେ। ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ସହଯୋଗୀ...

ଝାରସୁଗୁଡ଼ା ବିମାନ ବନ୍ଦରରୁ ଆଉ ଦୁଇଟି ନୂଆ ସହରକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ ବ୍ୟୁରୋ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଉ ଦୁଇଟି ନୂଆ ସ୍ଥାନକୁ ବିମାନ ଉଡ଼ିବ। ବୁଧବାର ଆଞ୍ଚଳିକ ଯୋଗାଯୋଗ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ ବୈଠକ ପରେ ମୁଖ୍ୟ...

ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ଦ୍ରଯାନ-୨ର ଅବତରଣ ଦେଖିବେ ଓଡ଼ିଶାର ଶରଣ୍ୟା ଓ ଚିନ୍ମୟ

ଓଡ଼ିଶାଲାଇଭ ବ୍ୟୁରୋ ସେପ୍ଟେମ୍ଵର ୭ ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨। ଏହି ଅବତରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୬୦ଜଣ ଛାତ୍ରଛାତୀଙ୍କ ସହିତ ଦେଖିବେ। ତେବେ ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଶାରୁ...

ହୋଣ୍ଡା ଶୋ’ରୁମ୍‌ରୁ ୧୦ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ ବ୍ୟୁରୋ ଏକ ହୋଣ୍ଡା ଶୋ’ରୁମ୍‌ରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଝାରସୁଗୁଡା ଜିଲ୍ଲା ବେହେରା ପାଟସ୍ଥିତ ଗଜରାଜ ହୋଣ୍ଡା ଶୋ’ରୁମ୍‌ରୁ ଶନିବାର ରାତିରେ ୧୦ ଲକ୍ଷ ଟଙ୍କା ଓ କିଛି ବାଇକ ପାଟ୍ସ ଚୋରି...

ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଲେ ହାଇକୋର୍ଟ

ଓଡ଼ିଶାଲାଇଭ ବ୍ୟୁରୋ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ। କିନ୍ତୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯିବନାହିଁ। ଅର୍ଥାତ୍ ତାଙ୍କୁ ସେଠାରୁ ହଟାଇ ଦିଆଯିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ...

ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନିଲମ୍ଵନ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଓଡ଼ିଶାଲାଇଭ ବ୍ୟୁରୋ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ଅଦାଲତଙ୍କ କଟକଣା ସତ୍ତ୍ୱେ ଏକ ମଦ ଦୋକାନରେ ଲାଇସେନ୍ସ ବାତିଲ୍ କରିବା ଘଟଣାରେ ହାଇକୋର୍ଟ ଜିଲ୍ଲାପାଳ ଜ୍ୟୋତିରଂଜନଙ୍କୁ ନିଲମ୍ବନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହି ଘଟଣାର ଏକ ପ୍ରଶାସନିକ ତଦନ୍ତ ଲାଗି...

ମଙ୍ଗଳବାର ଓ ବୁଧବାର ପ୍ରବଳ ବର୍ଷା, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି କଲେ ଏସ୍‌ଆର୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତା ମଙ୍ଗଳବାର ଓ ବୁଧବାର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ସଜାଗ...