ପୋଲରୁ ଖସି ପଡ଼ିଲା ପୋଲିସ ଗାଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୋଲ ଉପରୁ ତଳକୁ ଖସି ପଡ଼ିଲା ପୋଲିସ ଗାଡ଼ି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ। ଦୁର୍ଘଟଣାରେ ରାଇକିଆ ଥାନା ଆଇଆଇସି ଓ ଡ୍ରାଇଭର ଗୁରୁତର ଆହତ...

କନ୍ଧମାଳରେ ବଡ଼ଦିନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ କନ୍ଧମାଳରେ ବଡ଼ଦିନ ପର୍ବ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଜିଲ୍ଲା ପୋଲିସ ସହ ଅଧିକ ୨୧ ପ୍ଲାଟୁନ ଫୋର୍ସ, ସିଆରପିଏଫ୍‌...

କିସ୍-ଏମ୍‌ଡିଏଚ୍ ମଧ୍ୟରେ ବୁଝାମଣା – କନ୍ଧମାଳରେ ଖୁବ୍ ଶୀଘ୍ର ଖୋଲିବ କିସ୍‌ ଶାଖା

ଓଡ଼ିଶାଲାଇଭ୍‌ ବ୍ୟୁରୋ କନ୍ଧମାଳରେ ଖୁବ୍‌ ଶୀଘ୍ର ଖୋଲିବାକୁ ଯାଉଛି କିସ୍‌ ଶାଖା। ଭାରତର ପ୍ରସିଦ୍ଧ ମସଲା ଉତ୍ପାଦନକାରୀ କମ୍ପାନୀ ଏମ୍‍ଡିଏଚ୍‍ ଓ କିସ୍ ସହଯୋଗରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଖୁବ୍ ଶୀଘ୍ର କିସ୍‌ର...

ବାଲିଗୁଡ଼ାରେ ଲଜ୍ଜା – ଘରୁ ଡାକିନେଇ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ପଡ଼ୋଶୀ ଯୁବକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବମ ଶ୍ରେଣୀ ଛାତ୍ରୀଙ୍କୁ ଘରୁ ଡାକିନେଇ ଦୁଷ୍କର୍ମ କରିଛନ୍ତି ପଡ଼ୋଶୀ ଯୁବକ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଛାତ୍ରୀଙ୍କ ଚିତ୍କାର ଶୁଣି ଏକ ପରିତ୍ୟକ୍ତ ଘରୁ...

ଦୁଇ ବାଇକ ମୁହାଁମୁହିଁ, ଚାଲିଗଲା ଦୁଇଜଣଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ବାଇକ ମୁହାଁମୁହିଁ ଧକ୍କା ଦେବା ଯୋଗୁଁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗାଁ ନିକଟ ବଡମ୍ଵା...

ରାସ୍ତା ଉପରୁ ଟଙ୍କା ବ୍ୟାଗ ପାଇ ଫେରାଇଲା ୬ ବର୍ଷର ବାଳକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାସ୍ତା ଉପରୁ ପାଇଥିବା ଟଙ୍କା ବ୍ୟାଗକୁ ଗୋଡାଇ ଗୋଡ଼ାଇ ଫେରାଇଛନ୍ତି ଜଣେ ୬ ବର୍ଷର ବାଳକ। ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଟଙ୍କା ବ୍ୟାଗ ବାଟରେ ପଡ଼ିଯିବା ଦେଖି ୬ ବର୍ଷର...

ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ, ମହିଳା ଓ୍ଵାର୍ଡ ମେମ୍ଵରଙ୍କ ମୃତ୍ୟୁ

ଓଡ଼ିଶାଲାଇଭ ବ୍ୟୁରୋ ଗଛ ପଡ଼ି ଜଣେ ମହିଳା ଓ୍ଵାର୍ଡ ମେମ୍ଵରଙ୍କ ମୃତ୍ୟୁ ହୋଇଛି। ଅଟୋ ଉପରେ ଗଛ ପଡ଼ିଯିବାରୁ ଅଟୋ ଭିତରେ ଥିବା ଦୁଇ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨୫ ଯାଏଁ ୱାର୍ଣ୍ଣିଂ ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ...

ଡାକ୍ତରାଣୀଙ୍କ ସହ ପ୍ରତାରଣା, ଥାନାରେ ଏତଲା

ଓଡ଼ିଶାଲାଇଭ ବ୍ୟୁରୋ ଲଭ, ସେକ୍ସ, ଧୋକା ଜାଲରେ ଡାକ୍ତରାଣୀ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଏକ ଡାକ୍ତରଖାନାରୁ। ଏନେଇ ଡାକ୍ତରାଣୀ ଜଣକ ଥାନାରେ ଏତଲା ଦେଇଛନ୍ତି। ଡାକ୍ତରାଣୀ ଜଣକ ସେହି...

ଜୁନାଗଡ଼ ଗଣଦୁଷ୍କର୍ମ ମାମଲା – ୭ ଅଟକ, ଛାନଭିନ୍‌ ଜାରି

ଓଡ଼ିଶାଲାଇଭ ବ୍ୟୁରୋ ଜୁନାଗଡ଼ରେ ଯୁବତୀଙ୍କୁ ଛୁରୀ ଦେଖାଇ ଗଣଦୁଷ୍କର୍ମ ଘଟଣାରେ ପୋଲିସ ୭ ଜଣ ଯୁବକଙ୍କୁ ଅଟକ ରଖିଥିବା ଛାନଭିନ୍‌ ଜାରି ରଖିଛି। ଅଟକ ଥିବା ୭ ଜଣଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ...