କେନ୍ଦ୍ରାପଡ଼ା ବ୍ଲକର ନୂଆ ଅଧ୍ୟକ୍ଷ ନିର୍ବାଚିତ ହେଲେ ଶିବପ୍ରସାଦ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅକାଳ ବିୟୋଗ ପରେ ଆଜି ଏହି ପଦବୀ ପାଇଁ ଉପନିର୍ବାଚନ ହୋଇଥିଲା। ଯେଉଁଥିରେ ନୂଆକରି ନିର୍ବାଚିତ ହୋଇଛନ୍ତି ଶିବପ୍ରସାଦ ଭଳ। ତାଙ୍କ ସପକ୍ଷରେ ମୋଟ...

କେନ୍ଦ୍ରାପଡ଼ା: କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ଆଇଏନ୍‌ଟିୟୁସିର ବିକ୍ଷୋବ ପ୍ରଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ର କୃଷି ଆଇନ ୨୦୨୦କୁ ବିରୋଧ କରି ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ତରଫରୁ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ...

କେନ୍ଦ୍ରାପଡ଼ା: ଯେଉଁଠୁ ନିଖୋଜ ସେଇଠୁ ଉଦ୍ଧାର, ପେଣ୍ଠ ବେଳାଭୂମିରୁ ମିଳିଲା ଗୌରବଙ୍କ ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିବା ଇଞ୍ଜିନିୟରିଂ ଛାତ୍ର ଗୌରବ ରଥଙ୍କ ମୃତଦେହ ସୋମବାର ପେଣ୍ଠ ବେଳାଭୂମିରୁ ମିଳିଛି। ଯେଉଁଠୁ ସେ ନିଖୋଜ ହୋଇଥିଲେ ସେଇଠୁ ମାତ୍ର ୫୦ଫୁଟ ଦୂରରୁ ତାଙ୍କ ମୃତଦେହ...

କେନ୍ଦ୍ରାପଡ଼ା: ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଇଞ୍ଜିନିୟରିଂ ଛାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ସମୁଦ୍ର ବେଳାଭୂମିରେ ଘଟିଛି ଏକ ଅଘଟଣ। ପିକନିକ କରିବାକୁ ଆସି ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ନିଖୋଜ ହୋଇଛନ୍ତି ଜଣେ...

କେନ୍ଦ୍ରାପଡ଼ା: ଯୁବକଙ୍କୁ ଅପହରଣ ଅଭିଯୋଗରେ ୪ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୂଆ ରାଜନଗର ରାସ୍ତା ନିକଟରେ ଜଣେ ଯୁବକଙ୍କୁ ଅପହରଣ ଉଦ୍ୟମ କରି ୪ ଜଣ ଗିରଫ ହୋଇଛନ୍ତି। (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୂଆ ସାମୁଦ୍ରିକ ଥାନା ଅନ୍ତର୍ଗତ...

କେନ୍ଦ୍ରାପଡ଼ାରେ କୋଭିଡ୍ କଟକଣା ସହ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ାରେ କୋଭିଡ୍ କଟକଣା ଭିତରେ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା। ମଣ୍ଡପଗୁଡ଼ିକରେ ୪ ଫୁଟରୁ କମ୍ ଉଚ୍ଚର ମୂର୍ତ୍ତି ପୂଜା ପାଉଛନ୍ତି। ମେଢ଼ ସାଜସଜ୍ଜାଠାରୁ ଆରମ୍ଭ କରି...

କୃଷି ସମବାୟ ସମିତି ସମ୍ପାଦକଙ୍କ କଳାକାରନାମା, ଜାଲ୍ ଚାଷୀଙ୍କ ନାଁ ପଞ୍ଜୀକରଣ କରି ବିକୁଥିଲେ ଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ଜାଲ୍ ଚାଷୀମାନଙ୍କ ନାମକୁ ଫୁଡ୍ ଓଡ଼ିଶା ପୋର୍ଟାଲ ଓ୍ଵେବସାଇଟରେ ପଞ୍ଜୀକରଣ କରି ଧାନ ବ୍ୟବସାୟ କରୁଥିବା କୃଷି ସମବାୟ ସମିତିର ଜଣେ ସମ୍ପାଦକଙ୍କ କଳାକାରନାମା...

ପ୍ରକାଶ ପାଇଲା କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ତିନି ରେଜଲ୍ଟ, ପାସ୍ ହାର ୯୬.୪ ପ୍ରତିଶତ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। କରୋନା କଟକଣା ମଧ୍ୟରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖି...

କାନିରେ କନକ ଅଞ୍ଜୁଳି ବାନ୍ଧି ମା’ଦୁର୍ଗାଙ୍କୁ ଦିଆଯାଏ ମେଲାଣି, ଦଶହରାରେ ରହିଛି ଏମିତି ଏକ ପରମ୍ପରା

ଓଡ଼ିଶାଲାଇଭ୍ ବ୍ୟୁରୋ  କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଗାପୂଜାରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ଝିଅକୁ ଯେପରି ଶାଶୂଘରକୁ ବିଦାୟ ଦେଲାବେଳେ ତା କାନିରେ କନକ ଅଞ୍ଜୁଳି ବନ୍ଧାଯାଏ ସେହିପରି ମା'ଦୁର୍ଗାଙ୍କୁ ବିଦାୟ ବେଳେ...

ଭୋଗ ପାଲଟିଲା ବିଷ, କେନ୍ଦ୍ରାପଡ଼ାରେ ବିଷାକ୍ତ ପ୍ରସାଦ ଖାଇ ୪୦ ଅସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ବିଷାକ୍ତ ଭୋଗ ଖାଇବା ଫଳରେ ୪୦ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ବ୍ୟକ୍ତିଙ୍କୁ ଡାଙ୍ଗମାଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା...