ଜୀବନ ବଦଳାଇଦେଲା ‘ସ୍ୱାଭିମାନ‘ – ଅଭାବରୁ ମୁକୁଳି ଦିବ୍ୟାଙ୍ଗ ବିଭୂତି ପାଲଟିଗଲେ ସଫଳ ଧୂପକାଠି ବ୍ୟବସାୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭୂତି ଦିବ୍ୟାଙ୍ଗ ଥିଲେ। ପରିବାରରେ ଅଭାବ ଥିଲା। କିନ୍ତୁ ସରକାରଙ୍କ ‘ସ୍ୱାଭିମାନ’ ଯୋଜନା ତାଙ୍କ ଜୀବନ ବଦଳାଇଦେଲା। ସେ ପାଲଟିଗଲେ ସଫଳ ଧୂପକାଠି ବ୍ୟବସାୟୀ। ଦିବ୍ୟାଙ୍ଗମାନେ ସ୍ୱାବଲମ୍ବୀ ହେବେ। ପରିବାର ଉପରେ ଆଉ...

କେନ୍ଦ୍ରାପଡ଼ା: ମଧୁଶ୍ମିତା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଲା ପୋଲିସ, ଦାଦାର ଚାପୁଡାରେ ଟଳିପଡିଥିଲା ୪ ବର୍ଷର ଝିଅ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ାର କୁନି ଝିଅ ମଧୁଶ୍ମିତା ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି। ଦାଦାର ଚୋରାମଦ ବେପାର ସମ୍ପର୍କରେ ପୋଲିସକୁ କହିଦେଇଥିବାରୁ ନିଜ ଝିଆରୀକୁ ଦାଦା ହତ୍ୟା କରିଥିବା ମଙ୍ଗଳବାର...

ଆଜିଠାରୁ ୨୪ ଘଣ୍ଟିଆ ଖୋଲିଲା ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଦୀର୍ଘ ୭ ମାସ ପ୍ରତିକ୍ଷା ପରେ ସୋମବାର ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପାଇଁ ୨୪ ଘଣ୍ଟିଆ ଖୋଲିଛନ୍ତି ବନ କର୍ତ୍ତୃପକ୍ଷ। ପ୍ରଥମ ଦିନରେ କରୋନା...

କେନ୍ଦ୍ରାପଡ଼ା: ଧାନ ବିଲରୁ ୪ ବର୍ଷୀୟ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାଙ୍କିଛନ୍ଦା ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଖ ଧାନ ବିଲରୁ ୪ ବର୍ଷୀୟ ଶିଶୁକନ୍ୟାର ମୃତଦେହ...

ଅକ୍ଟୋବର ୧୯ରୁ ଦିନ ବେଳା ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, ମାନିବାକୁ ପଡ଼ିବ କଡ଼ା ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ୧୯ରୁ ଦିନ ବେଳା ବୁଲିବାକୁ ଆସିପାରିବେ ପର୍ଯ୍ୟଟକ ଜାରି ହେଲା କଡ଼ା ଏସ୍‌ଓପି ଦିନକୁ ୫୦୦ ପର୍ଯ୍ୟଟକ ଆସିପାରିବେ ଥଣ୍ଡା, କାଶ, ଜ୍ଵର ଥିଲେ ଆସିବା ମନା ସାମାଜିକ...

କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ପଦ ବିବାଦ: ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନ୍ତରୀଣ ଦାୟିତ୍ଵ ଦେବାକୁ ଉଚ୍ଚଶିକ୍ଷା...

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟର ପରିଚାଳନା ପରିଷଦ ସଭାପତି ପଦବୀକୁ ନେଇ ଦୀର୍ଘ ଦିନ ଲାଗିରହିଥିବା ବିବାଦର ଅନ୍ତ ଘଟିଛି। ପରିଚାଳନା ପରିଷଦର କାର୍ଯ୍ୟକାଳ ଶେଷ ହେବାପରଠାରୁ ପରବର୍ତ୍ତୀ ପରିଷଦ...

କେନ୍ଦ୍ରାପଡ଼ାରେ ପୋଲିସକୁ ଆକ୍ରମଣ ଘଟଣା – ୩ ବର୍ଷ ପରେ ଅଭିଯୁକ୍ତକୁ ୪ ବର୍ଷ ଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ତିନି ବର୍ଷ ତଳେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବସନ୍ତ ଦାସକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ...

କରୋନା କବଳରେ କେନ୍ଦ୍ରାପଡ଼ାର ୬ କରୋନା ଯୋଦ୍ଧା

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାର ୬ ଜଣ ଥାନା ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୨...

ଫସାଇଦେଲା ଚୋରି ଫୋନ୍, ନେଟଓ୍ଵାର୍କ ଟ୍ରାକ କରି କାବୁ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ରାତି ଅଧରେ ସୁଯୋଗ ଦେଖି ଗ୍ରୀଲ୍ ତାଡି ଘରେ ପଶିଥିଲେ। ଚାପଡରେ ସ୍ଵାମୀ, ସ୍ତ୍ରୀଙ୍କୁ ହାଣି ଲହୁଲୁହାଣ କରି ଲୁଟି ନେଇଥିଲେ ଟଙ୍କା, ସୁନା ଆଉ ମୋବାଇଲ...

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଦୁର୍ନୀତି ଘଟଣା – ତଦନ୍ତ ଆରମ୍ଭ କଲେ ଲୋକାୟୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ବହୁଚର୍ଚ୍ଚିତ ଦୁର୍ନୀତି ଘଟଣାରେ ରାଜ୍ୟ ଲୋକାୟୁକ୍ତଙ୍କ ଦୁଇ ଜଣିଆ ଦଳ ସୋମବାର ତଦନ୍ତ ଆରମ୍ଭ କରିଛି। ମହାବିଦ୍ୟାଳୟର ଆର୍ଥିକ ଅନିୟମିତତା...