ପ୍ରଦୂଷଣ ହେବାରେ ଲାଗିଛି ସମୁଦ୍ର ଜଳ, ଚିନ୍ତାରେ ଉପକୂଳ ସୁରକ୍ଷା ପରିଚାଳନା ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ   (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ସମୁଦ୍ର ଉପକୂଳ ଅଞ୍ଚଳ ଓ ନଦୀ କୂଳିଆ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଫଳରେ ସିଧାସଳଖ ଏହି ପ୍ରଦୂଷଣର ପ୍ରଭାବ ସମୁଦ୍ର ପାଣିରେ ପଡୁଛି।...

କୁନି କାନ୍ଧରେ ଘରର ବୋଝ – ରୋଗିଣା ବାପା-ମା’ଙ୍କ ସହ ଭିନ୍ନକ୍ଷମ ଭାଇର ସାହାର ପାଲଟିଛି ପ୍ରଥମେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ   (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଛୋଟ କାନ୍ଧରେ ବଡ଼ ଭାର ବୋହି ଚାଲିଛନ୍ତି ପ୍ରଥମେଶ। ଗୋଟିଏ କାନ୍ଧରେ ଭିନ୍ନକ୍ଷମ ବଡ଼ଭାଇ ଆର କାନ୍ଧରେ ରୋଗର ଯନ୍ତ୍ରଣାରେ ଛଟପଟ ହେଉଥିବା ବାପ ମା’।...

ରାଜକନିକା ଝିଅ ଦମୟନ୍ତୀ ହେଲେ ଓଏଏସ୍ ଅଫିସର

ଓଡ଼ିଶାଲାଇଭ୍ ବ୍ୟୁରୋ ପିଲାଟି ଦିନରୁ  ଅଭାବୀ ପରିବାରରେ ତାଙ୍କର ଜୀବନ କଟିଥିଲା। ପରିବାରର ଅଭାବ ଅନଟନ ମଧ୍ୟରେ ସେ ନିଜକୁ ଅଫିସର ଭାବେ ଦେଖିବାକୁ ସ୍ୱପ୍ନ ଦେଖିଥିଲେ। ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇଛି।...

ବଦଳିବ କେନ୍ଦ୍ରାପଡ଼ା ବ୍ରିଟିଶ ଅମଳ ଗରାପୁର ଡାକବଙ୍ଗଳା ନାଁ – ହେବ ଗାନ୍ଧୀ ଭବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଗାନ୍ଧୀଜୀଙ୍କ ଜନ୍ମ ୧୫୦ ବର୍ଷର ପୂର୍ତ୍ତି ବର୍ଷରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି ସରକାର। ବ୍ରିଟିଶ ଅମଳର ଗରାପୁର ଡାକ ବଙ୍ଗଳାର...

ଏଥର ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୧୮ ହଜାର ୩୨୬ଟି ବିଦେଶୀ ପକ୍ଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରି ୩ରୁ ରାଜ୍ୟର ବିଭିନ୍ନ ବନଖଣ୍ଡ, ଜଳାଶୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହିକ୍ରମରେ ମଙ୍ଗଳବାର କେନ୍ଦ୍ରାପଡ଼ା ଭିତରକନିକା ଅଞ୍ଚଳରେ ବିଭିନ୍ନ ଜଳଭଣ୍ଡାରରେ ପକ୍ଷୀ ଗଣନା...

ସିଏଏ ସମର୍ଥନରେ ବିଜେପିର ଜନଜାଗରଣ ଯାତ୍ରା – କେନ୍ଦ୍ରାପଡ଼ାରୁ ଶୁଭାରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନାଗରିକତା ସଂଶୋଧନ ଆଇନ(ସିଏଏ) ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ବିଜେପି ସମଗ୍ର ଦେଶରେ ରବିବାରଠୁ ଜନଜାଗରଣ ଯାତ୍ରା ଆରମ୍ଭ କରିଛି। ଓଡ଼ିଶାରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାରୁ ଏହାର...

ଭିତରକନିକାରେ ୧ ହଜାର ୫୫୭ଟି କୁମ୍ଭୀର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିତରକନିକାରେ କୁମ୍ଭୀର ଗଣନା ଶେଷ ବର୍ଷିକିୟା କୁମ୍ଭୀର ୩୨୫ ବଡ଼ କୁମ୍ଭୀର ସଂଖ୍ୟା ୪ ପ୍ରାପ୍ତ ବୟସ୍କ କୁମ୍ଭୀରଙ୍କ ସଂଖ୍ୟା ୩୩୯ ଅଣପ୍ରାପ୍ତ ବୟସ୍କ କୁମ୍ଭୀର ମାନଙ୍କ ସଂଖ୍ୟା ୧୮୫ ...

କେନ୍ଦ୍ରାପଡ଼ାରେ ପାଇପ୍‌ ଜଳ ପ୍ରକଳ୍ପକୁ ବିରୋଧ, ବାହାର ଜିଲ୍ଲାକୁ ପାଣି ନଛାଡ଼ିବାକୁ ଚେତାବନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ     କେନ୍ଦ୍ରାପଡ଼ା ଜିଲ୍ଲାରୁ ମିଠାପାଣି ଯିବ ପଡ଼ୋଶୀ ଭଦ୍ରକ ଜିଲ୍ଲାକୁ। ପିଇବେ ୯୨ଟି ପଞ୍ଚାୟତର ଲକ୍ଷାଧିକ ଲୋକେ। ହେଲେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳବାସୀ।...

“ପୋଲିସ ମୋ ସ୍ଵାମୀକୁ ବାଡ଼େଇ ବାଡ଼େଇ ମାରିଦେଇଛି”

ଓଡ଼ିଶାଲାଇଭ୍‌ ବ୍ୟୁରୋ “ପୋଲିସ ମୋ ସ୍ଵାମୀଙ୍କୁ ଉଠାଇ ଆଣି ବାଡ଼େଇ ବାଡ଼େଇ ମାରିଦେଇଛି। ହେଲେ ଏବେ ଏହାକୁ ଲୁଚେଇବାକୁ ପୋଲିସ୍ ମିଛ କହୁଛି। ମୋ ସ୍ୱାମୀ କଦାପି ପୋଲିସ ହେପାଜତରୁ ଖସି ପଳାଇ ନାହାନ୍ତି।...

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଜାନୁଆରି ୪ ଯାଏଁ ବନ୍ଦ ରହିବ ଭିତରକନିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିବା ପାଇଁ ଯୋଜନା କରୁଥବା ପର୍ଯ୍ୟଟକ ଜାଣି ରଖନ୍ତୁ, ଆଜିଠୁ ଭିତରକନିକା ବନ୍ଦ ରହିବ। ବଉଳା କୁମ୍ଭୀରଙ୍କ ଗଣନା ଯୋଗୁଁ ୯ ଦିନ ଅର୍ଥାତ ଆଜିଠୁ ଜାନୁଆରି...