କୁମ୍ଭୀର ସହ ଲଢ଼ିଲେ, ନୂଆ ଜୀବନ ନେଇ ଫେରିଲେ ମହାକାଳପଡ଼ାର ବ୍ରଜ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଗୋବରୀ ନଦୀରେ ମାତିଛନ୍ତି କୁମ୍ଭୀର। ନଦୀ କୂଳିଆ ଲୋକେ ନଦୀ ଉପରେ ନିର୍ଭର ନକଲେ ଅଚଳ। ନଦୀରେ ପସିଲେ କୁମ୍ଭୀର ଆକ୍ରମଣର ଶିକାର ହେବାର ଆଶଙ୍କା ରହୁଛି।...

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଲା ନବନିର୍ମାଣ କୃଷକ ସଂଗଠନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୭୫ ଲକ୍ଷ କୃଷକମାନଙ୍କୁ କାଳିଆ ଯୋଜନା ସହାୟତା ଦେବା ନାଁରେ ଠକିଛନ୍ତି ବୋଲି ଅଭିଯୋଗ କରିଛି ନବନିର୍ମାଣ କୃଷକ ସଂଗଠନ। ଏହି ଠକେଇ ଅଭିଯୋଗ କରି...

ଜାନୁଆରି ୧ ତାରିଖକୁ ବିଶ୍ଵ ପ୍ରାର୍ଥନା ଦିବସ ଭାବେ ପାଳନ କରିବାକୁ ନିବେଦନ କଲେ ସ୍ଵାମୀ ଦିବ୍ୟ ସ୍ଵରୂପାନନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମାଜରେ ନାରୀମାନଙ୍କ ପ୍ରତି ହେଉଥିବା ନିର୍ଯାତନା ପାଇଁ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରାପଡାର ଗରାପୁରଠାରେ ଥିବା ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ଵାମୀ ଦିବ୍ୟ ସ୍ଵରୂପାନନ୍ଦ। ଏନେଇ ସେ ତାଙ୍କ ଆଶ୍ରମରେ ଏକ...

ଅସୁରେଶ୍ୱର ଗୋରକ୍ଷଣୀ – ଯେଉଁଠି ମୁଠି ଚାଉଳ ଓ ଦାନରେ ଚାଲେ ଗୋସେବା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=2R-RPkGVvlI ୭୫ ବର୍ଷ ହେଲା ଦୁସ୍ଥ, ରୋଗୀଣା ଏବଂ ଦିବ୍ୟାଙ୍ଗ ଗାଈଗୋରୁଙ୍କୁ ଆଶ୍ରୟ ଦେଇ ଆସୁଛି ଅସୁରେଶ୍ୱର ଗୋରକ୍ଷଣୀ। ଗୋରୁଗାଈଙ୍କ ବୟସ ଅଧିକ ହୋଇଗଲେ କିମ୍ବା ରୋଗୀଣା ହୋଇଗଲେ ସେମାନଙ୍କୁ ଲୋକେ ଅଦରକାରୀ କରି...

ସତ୍ୟମ ଚାରିଟେବୁଲ ଟ୍ରଷ୍ଟର ୩ଟି ପ୍ଲଟ୍‌କୁ ସିଲ୍‌ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆତ୍ମଘୋଷିତ ବାବା ସାରଥିଙ୍କ ପିଛା ଛାଡୁନି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚର ପରାମର୍ଶ କ୍ରମେ ପ୍ରବର୍ତ୍ତନ ନିର୍ଦ୍ଦଶାଳୟ ଶୁକ୍ରବାର ସାରଥିଙ୍କ ସତ୍ୟମ୍ ଚାରିଟେବୁଲ ଟ୍ରଷ୍ଟର ୩ ଜଣ ସଦସ୍ୟଙ୍କ ନାଁରେ ରହିଥିବା ୩ଟି ପ୍ଲଟରେ...

ସର୍ତ୍ତ ମୂଳକ ଜାମିନ୍‌ରେ ଜେଲ୍‌ରୁ ମୁକୁଳିଲେ ପ୍ରମୋଦ ସାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ ସାହୁ ସର୍ତ୍ତମୂଳକ ଜାମିନ୍‌ରେ ଜେଲ୍‌ରୁ ମୁକୁଳିଛନ୍ତି। ସୋସାଇଟିର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଗତ...

ପରଲୋକରେ ଭାଗବତ ପ୍ରସାଦ ମହାନ୍ତି – ପ୍ରଜା ସୋସିଆଲିଷ୍ଟ ପାର୍ଟିରୁ ଜାତୀୟ କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ବିଶେଷକରି କେନ୍ଦ୍ରାପଡା ଜିଲ୍ଲା ମୁରବି ଶୂନ୍ୟ ହୋଇଯାଇଛି। ବୁଦ୍ଧିଜୀବୀଙ୍କଠାରୁ...

ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ବେଳେ ଓଲଟିଲା ଅଟୋ, ଚାଲିଗଲା ଛାତ୍ରୀଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍କୁଲରୁ ପିଲାଙ୍କୁ ନେଇ ଫେରୁଥିବା ବେଳେ ବାଟରେ ଓଲଟି ପଡ଼ିଲା ଅଟୋ। ଫଳରେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ...

ବାର୍‌ହା ଆକ୍ରମଣରେ ସ୍ଵାମୀ ସମ୍ମୁଖରେ ସ୍ତ୍ରୀର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିତରକନିକାରେ ବାର୍‌ହା ମଣିଷ ମୁହାଁମୁହିଁ। କେତେବେଳେ ବାର୍‌ହାକୁ ମାରି ଖାଉଛନ୍ତି ମଣିଷ ତ କେତେବେଳେ ବାର୍‌ହା ଆକ୍ରମଣରେ ମୃତାହତ ହେଉଛନ୍ତି ମଣିଷ। ବୁଧବାର ରାତିରେ ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ...

ହାଜତ ମୃତ୍ୟୁ ଘଟଣା – ଜେଲ୍‌ ଗଲେ ପୂର୍ବତନ ମହାକାଳପଡ଼ା ଥାନା ଅଧିକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘ ୧ ବର୍ଷ ୩ ମାସ ଲୁଚକାଳି ଖେଳର ଅବସାନ ପରେ ନିଜେ ଧରାଦେଲେ ପୂର୍ବତନ ମହାକାଳପଡା ଆଇଆଇସି ଶ୍ୟାମଘନ ବେହେରା। ହାଜତ ମୃତ୍ୟୁ ଅଭିଯୋଗର ଅଭିଯୁକ୍ତ ଶ୍ୟାମଘନଙ୍କ ଜାମିନ ଆବେଦନ...