ପରଲୋକରେ ଭାଗବତ ପ୍ରସାଦ ମହାନ୍ତି – ପ୍ରଜା ସୋସିଆଲିଷ୍ଟ ପାର୍ଟିରୁ ଜାତୀୟ କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ବିଶେଷକରି କେନ୍ଦ୍ରାପଡା ଜିଲ୍ଲା ମୁରବି ଶୂନ୍ୟ ହୋଇଯାଇଛି। ବୁଦ୍ଧିଜୀବୀଙ୍କଠାରୁ...

ସ୍କୁଲ ପିଲାଙ୍କୁ ନେଇ ଫେରୁଥିବା ବେଳେ ଓଲଟିଲା ଅଟୋ, ଚାଲିଗଲା ଛାତ୍ରୀଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍କୁଲରୁ ପିଲାଙ୍କୁ ନେଇ ଫେରୁଥିବା ବେଳେ ବାଟରେ ଓଲଟି ପଡ଼ିଲା ଅଟୋ। ଫଳରେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ...

ବାର୍‌ହା ଆକ୍ରମଣରେ ସ୍ଵାମୀ ସମ୍ମୁଖରେ ସ୍ତ୍ରୀର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭିତରକନିକାରେ ବାର୍‌ହା ମଣିଷ ମୁହାଁମୁହିଁ। କେତେବେଳେ ବାର୍‌ହାକୁ ମାରି ଖାଉଛନ୍ତି ମଣିଷ ତ କେତେବେଳେ ବାର୍‌ହା ଆକ୍ରମଣରେ ମୃତାହତ ହେଉଛନ୍ତି ମଣିଷ। ବୁଧବାର ରାତିରେ ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ...

ହାଜତ ମୃତ୍ୟୁ ଘଟଣା – ଜେଲ୍‌ ଗଲେ ପୂର୍ବତନ ମହାକାଳପଡ଼ା ଥାନା ଅଧିକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘ ୧ ବର୍ଷ ୩ ମାସ ଲୁଚକାଳି ଖେଳର ଅବସାନ ପରେ ନିଜେ ଧରାଦେଲେ ପୂର୍ବତନ ମହାକାଳପଡା ଆଇଆଇସି ଶ୍ୟାମଘନ ବେହେରା। ହାଜତ ମୃତ୍ୟୁ ଅଭିଯୋଗର ଅଭିଯୁକ୍ତ ଶ୍ୟାମଘନଙ୍କ ଜାମିନ ଆବେଦନ...

କେନ୍ଦ୍ରାପଡ଼ା: ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘର ଭିତରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛିା କେନ୍ଦ୍ରାପଡ଼ା ଟାଉନ ଥାନା ଖଡ଼ିଅଙ୍ଗ ଗାଁରେ ଏହି ଅଘଟଣ ଘଟିଛି। ମୃତ ମହିଳାଙ୍କ ନାଁ ହେଲା ଅନୁସୂୟା ସିଂହ। ଅନୁସୂୟା ପୋଡ଼ି ଯାଉଥିବା...

କେନ୍ଦ୍ରାପଡ଼ାରେ ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଦେଖାଯାଇଛି ଚାଷୀ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ନୁରୁଗାଁରେ। ମୃତ ଚାଷୀଙ୍କ ନାଁ ରାମଚନ୍ଦ୍ର ବାରିକ। ରାମଚନ୍ଦ୍ର ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ...

ଉନ୍ମୋଚନ ହେଲା ‘ମୋ କେନ୍ଦ୍ରାପଡ଼ା’ ଆପ୍‌: ଏଣିକି କେନ୍ଦ୍ରାପଡ଼ା ବିଷୟରେ ପାଇପାରିବେ ଟିକିନିଖ୍‌ ତଥ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡା ଜିଲ୍ଲା ଆଜିଠାରୁ ଆପଣଙ୍କ ହାତ ମୁଠାରେ। କ୍ଷଣିକ ମଧ୍ୟରେ ଲୋକେ ନିଜ ମୋବାଇଲରେ ପାଇପାରିବେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସରକାରୀ ତଥ୍ୟ, ପର୍ବ ପର୍ବାଣୀ, ଉତ୍ସବ, ମହୋତ୍ସବ, ଐତିହ୍ୟ ସମ୍ପର୍କରେ...

ରାଜକନିକାରୁ ରାଜଧାନୀକୁ ଆଳି କଂଗ୍ରେସର ପଦଯାତ୍ରା, ଅଧା ବାଟରୁ ଉଠାଇନେଲା ପୋଲିସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘଦିନ ହେବ ଆଳି ନିର୍ବାଚନ ମଣ୍ଡଳୀରେ ସରକରୀ ଯୋଜନା ଲୁଟ୍‌ ହେଉଥିବା ଅଭିଯୋଗ ହୋଇଥିଲା। ହେଲେ ଏହାକୁ ନା ଶୁଣିଲା ବ୍ଲକ ପ୍ରଶାସନ ନା ଜିଲ୍ଲା ପ୍ରଶାସନ। ତେବେ ଏହି ଅଭିଯୋଗକୁ...

ନଦୀରୁ ବେଆଇନ ବାଲି ଉଠାଣ ମାମଲା – କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରିବେଶ ପ୍ରଦୂଷଣକୁ ଖାତର ନକରି ଲକ୍ଷ ଲକ୍ଷ ଟ୍ରିପ୍ ବାଲି ଉଠାଇ ନେଲେ ବାଲି ମାଫିଆ ଓ ଠିକାଦାର। କଟକ ଚାନ୍ଦବାଲି ରାସ୍ତା ନିର୍ମାଣ ଲାଗି ଜିଲ୍ଲା ପ୍ରଶାସନ ଠିକାଦାରଙ୍କ ଏପରି...

ଦ୍ଵିତୀୟ ସ୍ତ୍ରୀ ସହ ମିଶି ପ୍ରଥମ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ଵାମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ଵାମୀଙ୍କ ଦ୍ଵିତୀୟ ବିବାହକୁ ଗ୍ରହଣ କରିପାରୁନଥିଲେ ପ୍ରଥମ ସ୍ତ୍ରୀ। ୩ଟି ସନ୍ତାନର ବାପା ପୁଣି କାହିଁକି ଦ୍ଵିତୀୟ ବିବାହ କରିବାକୁ ଚାହୁଁଛନ୍ତି ବୋଲି ବାରମ୍ବାର ସ୍ଵାମୀଙ୍କ ସହ କରୁଥିଲେ ଝଗଡ଼ା। ସ୍ତ୍ରୀ...