କେନ୍ଦ୍ରାପଡ଼ା ଭଗବାନପୁର ଗାଁରେ ବୁରୁଣ୍ଡି ରାଷ୍ଟ୍ରଦୂତ – ଗାଁର ସଂସ୍କୃତି, ସଭ୍ୟତାକୁ କଲେ ପ୍ରଶଂସା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଫ୍ରିକୀୟ ଦେଶ ବୁରୁଣ୍ଡିର ସଭ୍ୟତା ସହିତ ଯୋଡ଼ି ହେବାକୁ ଯାଉଛି କେନ୍ଦ୍ରାପଡା ଜିଲ୍ଲାର ଭଗବାନପୁର ଗାଁ। ଭଗବାନପୁର ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିବାକୁ ଚାହୁଁଛନ୍ତି ଭାରତରେ ଅବସ୍ଥାପିତ ବୁରୁଣ୍ଡିର...

ମଙ୍ଗଳବାର ଓ ବୁଧବାର ପ୍ରବଳ ବର୍ଷା, ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି କଲେ ଏସ୍‌ଆର୍‌ସି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଆସନ୍ତା ମଙ୍ଗଳବାର ଓ ବୁଧବାର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପାଇଁ ସଜାଗ...

କେନ୍ଦ୍ରାପଡ଼ା – ସ୍ତ୍ରୀକୁ ଫୋନରେ ତିନ୍‌ ତଲାକ୍‌ ଦେଲା ସ୍ଵାମୀ 

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦ୍ର ସରକାର ଟ୍ରିପଲ ତଲାକକୁ ଅସିଦ୍ଧ ଘୋଷଣା କରିବା ପରେ ମଧ୍ୟ ଏପରି ଏକ ଅଭିଯୋଗ ପୁଣି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଜଣେ ମହିଳା ତାଙ୍କ ସ୍ଵାମୀ ନାଁରେ...

କେନ୍ଦ୍ରାପଡ଼ାରେ କମୁଛି ଭୂତଳ ଜଳସ୍ତର, ଦେଖାଦେଇପାରେ ଜଳ ସଙ୍କଟ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା: ଭୟଙ୍କର ଜଳ ସଙ୍କଟ ଆଡ଼କୁ ଗତି କରୁଛି କେନ୍ଦ୍ରାପଡ଼ା ଜିଲ୍ଲା। ଭାରତର ୨୫୫ଟି ଜିଲ୍ଲା ଜଳ ସଙ୍କଟ ତାଲିକାରେ ରହିଥିବା ବେଳେ ଓଡିଶାରେ ଏକମାତ୍ର ଜିଲ୍ଲା କେନ୍ଦ୍ରାପଡ଼ାର ନାମ ଏଥିରେ...

ଦୁର୍ଘଟଣାରେ ସାହାସିକତା ପୁରସ୍କାର ପାଇଥିବା ବାଳକଙ୍କ ମୃତ୍ୟୁ

ଓଡ଼ିଶାଲାଇଭ ବ୍ୟୁରୋ ଜାତୀୟ ସାହାସିକତା ପୁରସ୍କାର ପାଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା କଣ୍ଡିରା ଗ୍ରାମର ମେଘନାଦ ମଲ୍ଲିକଙ୍କ ପୁଅ ସିତୁ ମଲ୍ଲିକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କଣ୍ଡିରା ପଞ୍ଚାୟତ ଜଳିଛକରେ ଟ୍ରକ ସହ ବାଇକ ମୁହାଁମୁହିଁ...

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା: ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର। ଆଜିଠୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ଯାଉଛି ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକାର ଡାଙ୍ଗମାଳ ଓ ଏହାର ଆଖପାଖ ଅଞ୍ଚଳମାନଙ୍କରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ...

ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ୩ ମାସ ହେଲା ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲିଠୁ ଖୋଲିବ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜନଗର...

ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ଅଗଷ୍ଟ ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକାରେ କୁମ୍ଭୀର ଗଣନା ଚାଲିଥିବାରୁ ଗତ ୩ ମାସ ଧରି ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ଆସନ୍ତା...

କିଣାବିକା ହୋଇପାରିବନି ସାରଥି ଆଶ୍ରମ ଜମି, ଇଡି ଲଗାଇଲା ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବାବା ସାରଥିଙ୍କ ବାରିମୂଳ ଆଶ୍ରମରେ ଲାଗିଲା ଇଡି ନୋଟିସ୍‌। ବାବା ସାରଥିଙ୍କ ବାରିମୂଳ ଆଶ୍ରମ ଜମି କିଣାବିକା ହୋଇପାରିବନି। ଏହାସହ ଆଶ୍ରମ ଆଖପାଖରେ ଥିବା ୨୬ଟି ପ୍ଲଟ ମଧ୍ୟ କିଣାବିକା ହୋଇପାରିବ ନାହିଁ।...

ବାରିମୂଳ ମନା, ବାବା ସାରଥି ଏବେ ଯିବେ କୁଆଡ଼େ?

ଓଡ଼ିଶାଲାଇଭ୍ ବ୍ୟୁରୋ ବାରିମୂଳ ଆଶ୍ରମ ମନା ପରେ ବାବା ସାରଥି ଏବେ ଯିବେ କୁଆଡ଼େ? ଖୋଜୁଛନ୍ତି ନୂଆ ଠିକଣା। (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ୩ ବର୍ଷ ୩୫୦ ଦିନ ପରେ ଚୌଦ୍ୱାର ଜେଲରୁ ମୁକୁଳିଛନ୍ତି...