ପ୍ରଧାନଶିକ୍ଷକଙ୍କ ଅସଦାଚରଣ, ହଷ୍ଟେଲ ଛାଡ଼ିଲେ ୧୫ ଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଯୋଗୁଁ ହଷ୍ଟେଲ ଛାଡ଼ିଲେ ଛାତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକରେ। ପ୍ରଧାନ ଶିକ୍ଷକଙ୍କ ଅସଦାଚରଣର ଶିକାର ହୋଇ ୧୫ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି...

ବୁଦାମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଦାମୂଳରୁ ଉଦ୍ଧାର ହେଲା ଏକ ନବଜାତ ଶିଶୁପୁତ୍ର। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଡୁରୁମୁଙ୍ଗା ଥାନା ମନୋହର ଗାଁରେ। ଗାଁ ନିକଟରେ ଥିବା ଏକ ପୋଖରୀ ମୂଳରୁ ଶିଶୁପୁତ୍ରକୁ...

୪ ବର୍ଷ ପରେ ଆସିଲା ଲହଣ୍ଡା ଗଣହତ୍ୟା ମାମଲା ରାୟ – ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ୪ ବର୍ଷର ଦୀର୍ଘ ବ୍ୟବଧାନ ପରେ ଆସିଲା ଲହଣ୍ଡା ଗଣହତ୍ୟା ମାମଲାର ରାୟ। ଗୁରୁବାର ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏହି ମାମଲାର ଶୁଣାଣି କରି ୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ...

ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ମାମଲା – ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦୁଝର ଲହଣ୍ଡା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା ମାମଲା। ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ କେନ୍ଦୁଝର ଜିଲ୍ଲା ଲହଣ୍ଡା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା...

କେନ୍ଦୁଝର: ଓଲଟିଲା ବସ୍‌, ୧୩ ଗୁରୁତର

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦୁଝର ଜିଲ୍ଲା ତେଲକୋଇ ନିକଟସ୍ଥ କାଞ୍ଜିପାଣି ଘାଟିରେ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ୬ ସିଶୁଙ୍କ ସମେତ ୧୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ତେଲକୋଇ...

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା, ୧୭ ଯାତ୍ରୀ ଆହତ

ଓଡ଼ିଶାଲାଇଭ ବ୍ୟୁରୋ ବସ୍‌କୁ ଧକ୍କା ଦେଲା ଟ୍ରକ। ଫଳରେ ୧୭ଜଣ ଲୋକ ଆହତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ନିକଟରେ। ଆହତମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ...

କେନ୍ଦୁଝର: ବଜ୍ରପାତ ନେଲା ୨ ଜୀବନ

ଓଡ଼ିଶାଲାଇଭ ବ୍ୟୁରୋ ବଜ୍ରପାତ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ ପଦ୍ମପୁରରେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର...

ବିଲରୁ ମିଳିଲା ଦମ୍ପତ୍ତିଙ୍କ ମୃତଦେହ

ଓଡ଼ିଶାଲାଇଭ ବ୍ୟୁରୋ ବିଲ ଭିତରୁ ଉଦ୍ଧାର ହେଲା ସ୍ଵାମୀ, ସ୍ତ୍ରୀଙ୍କ ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଅଁଳାପାଳ ଗାଁରେ। କାଲିଠୁ ବିଲକୁ ଯାଇ ସ୍ଵାମୀ, ସ୍ତ୍ରୀ ନିଖୋଜ...

ବଜ୍ରାଘାତରେ ଚାଲିଗଲା ୧୧ ଗୋରୁଙ୍କ ଜୀବନ

ଓଡ଼ିଶାଲାଇଭ ବ୍ୟୁରୋ ଜଙ୍ଗଲରେ ଚରୁଥିବା ବେଳେ ବଜ୍ରାଘାତରେ ୧୧ ଗୋରୁଙ୍କ ଜୀବନ ଚାଲିଯାଇଛି। ଏଥିରେ ୯ଟି ବଳଦ ଓ ୨ ଗାଈଙ୍କ ମୃତ୍ୟୁ ହୋଇଛି। ଘଟଣାଟି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଘଟିଛି। ତେଲକୋଇ ନିକଟସ୍ଥ...

ଦୀର୍ଘବର୍ଷ ପରେ ଗିରଫ ହେଲା ଦାରା ସିଂହ ସହଯୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ   ୧୯୯୯ ମସିହାରେ ଅଷ୍ଟ୍ରେଲିୟା ମିଶନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ପୋଡ଼ି ଦେଇଥିବା ଘଟଣାରେ ଫେରାର ଥିବା ଦାରା ସିଂହର ଜଣେ ସହଯୋଗୀକୁ ସିବିଆଇ ଗିରଫ କରିଛି।...