ଆଉ ୩ କରୋନା ଆକ୍ରାନ୍ତ – ଏଥର କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା ଜିଲ୍ଲାରୁ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ଆଉ ୩ ଜିଲ୍ଲାକୁ ଡେଇଁଲା କରୋନା। ଗତ ଦୁଇ ଦିନ ତଳେ କୋରାପୁଟ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି କେନ୍ଦୁଝର, ଦେବଗଡ଼ ଏବଂ ଝାରସୁଗୁଡ଼ାରୁ ଜଣେ...

ପରଲୋକରେ ପୂର୍ବତନ ମନ୍ତ୍ରୀ ସହରାଇ ଓରାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ମନ୍ତ୍ରୀ ତଥା ଚମ୍ପୁଆର ପୂର୍ବତନ ବିଧାୟକ ସହରାଇ ଓରାମଙ୍କ ଶୁକ୍ରବାର ଅପରାହ୍‌ଣରେ ଦେହାନ୍ତ ହୋଇଛି। ବଡ଼ବିଲ୍‌ ଭଦ୍ରାସାହିସ୍ଥିତ ନିଜ ଘରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦...

ମୁଣ୍ଡପିଛା ଆୟରେ କେନ୍ଦୁଝର ୧ ନମ୍ବର – ଗୃହରେ କହିଲେ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ମୁଣ୍ଡପିଛା ଆୟରେ କେନ୍ଦୁଝର ପ୍ରଥମ। କୃଷି, ଶିଳ୍ପ ସବୁ କ୍ଷେତ୍ରରେ କେନ୍ଦୁଝର ପ୍ରଥମ ସ୍ଥାନରେ ରହିଛି। ଗୁରୁବାର ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ...

ଆନନ୍ଦପୁର ବ୍ୟାରେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନନ୍ଦପୁର ବୈତରଣୀ ନଦୀ ଉପରେ ନିର୍ମିତ ହୋଇଥିବା ବ୍ୟାରେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଶୁକ୍ରବାର କେନ୍ଦୁଝର ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ ଏହି ବ୍ୟାରେଜକୁ ଉଦଘାଟନ କରିଛନ୍ତି। ଏହି ବ୍ୟାରେଜର...

ଟସର ଶିଳ୍ପ ମହିଳାଙ୍କୁ ଦେଇଛି ନୂଆ ପରିଚୟ, ଡିଜିଟାଲ ପ୍ରିଣ୍ଟ ସହ ତିଆରି କରୁଛନ୍ତି ଶାଢ଼ୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁଝର ବଗାମୁଣ୍ଡା ଗାଁରେ ମହିଳାମାନେ ଟସରରୁ ଶାଢ଼ୀ ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି। ଟସର ଶିଳ୍ପ ମହିଳାଙ୍କୁ ଦେଇଛି କିଛି ନୂଆ କରି ଦେଖାଇବାର ସ୍ୱପ୍ନ। ଟସର ଶିଳ୍ପକୁ ନିଜର କରି ମହିଳାମାନେ...

କେନ୍ଦୁଝରରୁ ଦିଅର-ଭାଉଜଙ୍କ ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ଘରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଜଣ ସମ୍ପର୍କରେ ଦିଅର-ଭାଉଜ ବୋଲି ଜଣାପଡ଼ିଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ନୂଆବନ୍ଧ ଗାଁରେ। ମୃତଦେହ...

କେନ୍ଦୁଝରରେ ସଡ଼କ ଦୁର୍ଘଟଣା – ବାପା-ମା’ ମୃତ, ବର୍ତ୍ତିଗଲା ୪ ମାସର ଶିଶୁକନ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପା-ମା’ଙ୍କ ଜୀବନ। ଅଳ୍ପକେ ବର୍ତ୍ତିଗଲା ୪ ମାସର ଶିଶୁକନ୍ୟା। ଏଭଳି ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିନନ୍ଦନପୁର ଖଡ଼ିବାହାଳ ଅନ୍ତର୍ଗତ ବାଘୁଆ ନାଳ ନିକଟରେ। ଏହି ଦୁର୍ଘଟଣାରେ...

କେନ୍ଦୁଝରରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପାଶୀ ଦଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦୁଝରରେ ଜଣେ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ହୋଇଛି। ପୋକ୍ସୋ ଆଇନ ଆଧାରରେ ଦୋଷୀକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଏଡିଜେ ଲୋକନାଥ ସାହୁ।...

କେନ୍ଦୁଝର: ସ୍କୁଟି ଡିକି ଭାଙ୍ଗି ସାଢ଼େ ୪ଲକ୍ଷ ଟଙ୍କା ଲୁଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍କୁଟି ଡିକି ଭାଙ୍ଗି ଲୁଟି ନେଲେ ସାଢ଼େ ୪ ଲକ୍ଷ ଟଙ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ଛକ ନିକଟରେ। ଟଙ୍କା ଲୁଟିବା ପରେ ଦୁର୍ବୃତ୍ତମାନେ...

ପ୍ରଧାନଶିକ୍ଷକଙ୍କ ଅସଦାଚରଣ, ହଷ୍ଟେଲ ଛାଡ଼ିଲେ ୧୫ ଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଯୋଗୁଁ ହଷ୍ଟେଲ ଛାଡ଼ିଲେ ଛାତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକରେ। ପ୍ରଧାନ ଶିକ୍ଷକଙ୍କ ଅସଦାଚରଣର ଶିକାର ହୋଇ ୧୫ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି...