ଖୋର୍ଦ୍ଧାରେ ଶିଶୁ ଡାକ୍ତରଙ୍କୁ ଗୁଳିମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ   କ୍ଲିନିକରେ ପଶି ଶିଶୁ ଡାକ୍ତରଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼। ଏଥିରେ ଶିଶୁରୋଗ ବିଶେଷଜ୍ଞ ମାନସ ଦାସ ଗୁରୁତର ହୋଇଛନ୍ତି। ଏଭଳି ଘଟଁଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ। ଡାକ୍ତରଙ୍କ ସହ ଜଣେ ଔଷଧ...

ବାଲୁଗାଁ ଛାତ୍ରୀ ହତ୍ୟା ଘଟଣାରେ ନୂଆ ମୋଡ଼ – ପ୍ରେମ ନୁହେଁ, ପ୍ରତିଶୋଧ ନେବା ପାଇଁ ଭାଉଜ କାଟିଥିଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲୁଗାଁ ଗଙ୍ଗାନଗରରେ ଛାତ୍ରୀଙ୍କ ଗଳାକାଟି ହତ୍ୟା ଘଟଣାରେ ନୂଆ ମୋଡ଼। ପ୍ରେମ ପାଇଁ ନୁହେଁ ବରଂ ପ୍ରତିଶୋଧ ନେବା ପାଇଁ ଭାଉଜ କରିଥିଲେ ହତ୍ୟା। ଏହି ଘଟଣାର ପର୍ଦ୍ଦାଫାସ୍‌ କରଛନ୍ତି ଖୋର୍ଦ୍ଧା...

ପ୍ରେମରେ ଫେଲ୍‌ ମାରି ଘରେ ପଶି କାଟି ଦେଲେ ତଣ୍ଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏକତରଫା ପ୍ରେମର କରୁଣ ପରିଣତି। ଛାତ୍ରୀଙ୍କ ତଣ୍ଟି କାଟି କଲେ ହତ୍ୟା। ପ୍ରେମରେ ବାରମ୍ଵାର ବିଫଳରେ ହେବା ପରେ ଶେଷରେ ଏଭଳି କାଣ୍ଡ କରିଛନ୍ତି ହତାଶିଆ ପ୍ରେମିକ। ଏଭଳି ଘଟଣା ଘଟିଛି...

ଚିଲିକାରେ ୬୦ଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ, ୨ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଚିଲିକାରେ ବଢ଼ୁଛି ପକ୍ଷୀ ଶିକାର। କଟକଣା ସତ୍ତ୍ଵେ ବି ବିଦେଶୀ ପକ୍ଷୀଙ୍କ ଶିକାର କରାଯାଉଛି। ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜରେ ୬୦ଟି ଗୁଳିବଦ୍ଧ ବିଦେଶୀ ପକ୍ଷୀ ଜବତ କରାଯାଇଛି।  ଏହି ଘଟଣାରେ ବନବିଭାଗ...

ଖୋର୍ଦ୍ଧା ପୋଲିସ ପକ୍ଷରୁ ରକ୍ତଦାନ ଶିବିର – ସଂଗ୍ରହ ହେଲା ୧୦୨ ୟୁନିଟ ରକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ଶନିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ଖୋର୍ଦ୍ଧା ଜିଲ୍ଲାର ପୋଲିସମାନେ ଯୋଗ ଦେଇ ସ୍ୱଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଏଥିରେ...

INS ଚିଲିକା ଆୟୋଜନ କଲା ସ୍ୱାସ୍ଥ୍ୟ ଶିବିର – ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କଲେ ୮୦୦ ଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଇଂଜନପୁର ଚିଲିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ INS ଚିଲିକା ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଛି। ଏହି ଶିବିର...

ସିଗାରେଟ୍ ଟ୍ରକ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୨ ବ୍ୟବସାୟୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳ ଏନ୍‌ଏଚ୍‌-୧୬ରୁ ସିଗାରେଟ୍‌ ଟ୍ରକ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ କଲା ଟାଙ୍ଗୀ ପୋଲିସ। ସିଗାରେଟ୍‌ ଚୋରି କରିଥିବା ୨ ଜଣ ବ୍ୟବସାୟୀଙ୍କୁ ଟାଙ୍ଗୀ ପୋଲିସ ଗିରଫ...

କାର୍‌ ଧକ୍କାରେ ଚାଲିଗଲା ମା’ର ଜୀବନ, ଝିଅ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ କାର୍‌ ଧକ୍କାରେ ମା’ର ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଭାବେ ଆହତ ହୋଇଛି। ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍‌ଏଚ୍‌ ୧୬ ସୁବୁଦ୍ଧିପାଟଣା ଛକରେ। ମା’,...

ଖୋର୍ଦ୍ଧାରେ ଖୋଲିଲା ସ୍ଵତନ୍ତ୍ର ମହିଳା କୋର୍ଟ  

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧାରେ ଉଦ୍‌ଘାଟନ ହେଲା ସ୍ଵତନ୍ତ୍ର ମହିଳା ଫୌଜଦାରୀ ଓ ଦେଓ୍ଵାନୀ କୋର୍ଟ। ଏହାକୁ ଉଦ୍‌ଘାଟନ କରିଥିଲେ ଉଚ୍ଚ ନ୍ୟାୟାଳୟର ବିଚାରପତି ସଞ୍ଜୟ କୁମାର ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଜଜ୍‌...

ଟାଙ୍ଗୀ ରେଞ୍ଜରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ ରାମେଶ୍ୱର ଛକ ମଲାଗୁଣି ନଦୀ ନିକଟରୁ ଶୁକ୍ରବାର ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକ ବନ...