ଇସ୍ରୋ ପାଇଁ ମନୋନୀତ ହେଲେ ଓଡ଼ିଆ ପୁଅ ସୂର୍ଯ୍ୟ ପ୍ରକାଶ ମିଶ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତୀୟ ସ୍ତରରେ ଚମକିଲେ ଜୟପୁରର ଛାତ୍ର ସୂର୍ଯ୍ୟ ପ୍ରକାଶ ମିଶ୍ର। ସର୍ବ ଭାରତୀୟ ସ୍ତରରେ ସାଧାରଣ ବର୍ଗରୁ ଇସ୍ରୋ ପାଇଁ ମନୋନୀତ ହୋଇଥିବା ୩୦ଜଣଙ୍କ ମଧ୍ୟରେ ଓଡ଼ିଶାରୁ ସେ ହେଉଛନ୍ତି ଏକମାତ୍ର...

ବଦଳି ଆଦେଶରେ ମୃତ ପୋଲିସ ଅଧିକାରୀଙ୍କ ନାଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲିସ ବିଭାଗର ଅଜବ କାରନାମା। ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇସାରିଛି କିନ୍ତୁ ବଦଳି ଅର୍ଡରରେ ତାଙ୍କ ନାଁ ରହିଛି। ଏଥିପାଇଁ ବିଭାଗକୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡ଼ିଛି। ଏଭଳି ଘଟଣା...

କୁକୁର କାମୁଡ଼ାରେ ଆଖି ବୁଜିଲା ୫ବର୍ଷର ଶିଶୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଲା କୁକୁରଙ୍କ ଆକ୍ରମଣରେ ଏକ ପାଞ୍ଚ ବର୍ଷ ଶିଶୁର ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର କୁସୁମଗୁଡା ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତ...

ଜୟପୁରରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୋମବାର ଜୟପୁର ଗସ୍ତ କରିଛନ୍ତି। ସେଠାରେ କରୋନା ସ୍ଥିତି...

ଜୟପୁରରେ ଗଡ଼ିଲା ରାଜସ୍ଵ ରଥ – ହିତାଧିକାରୀଙ୍କ ପାଖରେ ପହଞ୍ଚିଲା ତହସିଲ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀ ବେଳେ ସାଧାରଣ ଲୋକଙ୍କ ପାଖରେ ଜମି ପଟ୍ଟା, ଜାତିଗତ ପ୍ରମାଣପତ୍ର ଆଦି ପହଞ୍ଚାଇବା ପାଇଁ କୋରାପୁଟ ଜିଲ୍ଲା ଜୟପୁର ତହସିଲରେ ରାଜସ୍ଵ ରଥର ଶୁଭାରମ୍ଭ ହୋଇଛି। ତହସିଲଦାର ପ୍ରଧାନ...

କୋରାପୁଟ : ପିପିଇ କିଟ୍ ପିନ୍ଧି କ୍ଲଷ୍ଟର ଟିଏମ୍‌ସି ପରିଦର୍ଶନ କଲେ ମହିଳା ଅଧିକାରୀ ଅର୍ଚ୍ଚନା ଦାଶ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କାଳରେ ପିପିଇ କିଟ୍ ପିନ୍ଧି କ୍ଲଷ୍ଟର ଟିଏମ୍‌ସିର ଭିତ୍ତିଭୂମି ସ୍ଥିତି ଅନୁଧ୍ୟାନ କଲେ ଛତିଶଗଡ଼ ସୀମାନ୍ତରେ ଥିବା ବୈପାରୀଗୁଡ଼ା ବ୍ଲକ ନୋଡାଲ ଅଧିକାରୀ ଅର୍ଚ୍ଚନା ଦାଶ। ସେଠାରେ ଥିବା କରୋନା...

ଲକ୍‌ଡାଉନ୍‌ରେ ପଶୁପକ୍ଷୀଙ୍କ ଅନ୍ନଦାତା ପାଲଟିଛନ୍ତି କୋରାପୁଟର ଭବାନୀ ଓ ସହଦେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଲକ୍‌ଡାଉନ୍ ସମୟରେ ଭୋକିଲା ପଶୁପକ୍ଷୀଙ୍କ ମୁହଁରେ ଆହାର ଦେଉଛନ୍ତି କୋରାପୁଟର ଦୁଇ ଭାଇଭଉଣୀ କେ ଭବାନି ରେଡ୍ଡି ଓ ସହଦେବ ଦୁର୍ଗା। ଜୟପୁର ସହରରେ ଗାଈଗୋରୁ, ବୁଲା କୁକୁର ଏବଂ ପକ୍ଷୀମାନଙ୍କୁ...

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ଡାକ୍ତର ଲିଙ୍ଗରାଜ ସାମନ୍ତରାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ଡାକ୍ତର ଲିଙ୍ଗରାଜ ସାମନ୍ତରାୟ। ଜୟପୁର ରବଣାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ ଡାକ୍ତର ଭାବେ ନିଯୁକ୍ତ ଥିବା ଡାକ୍ତର ଲିଙ୍ଗରାଜ ଗୁରୁବାର କରୋନାରେ ଆଖି...

କୋରାପୁଟ: ପଣସ ବୋଝେଇ ଟ୍ରକରୁ ଏକ କୋଟିର ଗଞ୍ଜେଇ ଜବତ, ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ଜଳାପୁଟ ଅଞ୍ଚଳରୁ ଏକ ପଣସ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ଉକ୍ତ ଟ୍ରକରେ ଅଭିନଵ ଉପାୟରେ ପ୍ରାୟ ୧କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା।...

କୋରାପୁଟରେ ମାଟି ଅତଡ଼ା ଖସି ୩ ମହିଳାଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଁଏ ଅନୁକମ୍ପା ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର ପୋଡ଼ାଗୁଡ଼ାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଚୂନମାଟି ଆଣିବାକୁ ଯାଇଥିବା ବେଳେ ମାଟି ଅତଡା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏଥିସହ...