ଜୟପୁରରେ ବାଇକ ଚୋରି ରାକେଟର ପର୍ଦ୍ଦାଫାସ କଲା ପୋଲିସ, ୫ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲାରୁ ଏକ ବାଇକ ଚୋରି ରାକେଟର ପର୍ଦ୍ଦାଫାସ କରିଛି ଜୟପୁର ଟାଉନ ପୋଲିସ। ଏହି ଘଟଣାରେ ୫ଜଣଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କଠାରୁ ୧୧ଟି ଚୋରି ବାଇକ ସହ ଏକ ସାଇକେଲ ଜବତ...

ଶୁକ୍ରବାର ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣି । ସୀମାରେ ତିନୋଟି ଗାଁକୁ ନେଇ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାରଙ୍କର ମଧ୍ୟରେ ବିବାଦ ଲାଗିରହିଛି । ନିକଟରେ...

ଓଡ଼ିଶାର କୋଟିଆ ଲଢ଼େଇ ବୃଥା – ଆଜି ପଟୁସିନେରିରେ ନିର୍ବାଚନ କରାଉଛି ଆନ୍ଧ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆନ୍ଧ୍ର ମଧ୍ୟରେ କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଏବେ ଚରମ ସ୍ଥିତିରେ ପହଞ୍ଚିଛି। ପ୍ରସଙ୍ଗକୁ ନେଇ ରାଜନୀତି ଯେତେ ଘନୋଉଛି ଓଡ଼ିଶା ହାତରୁ ସେତିକି ଖସିବାରେ ଲାଗିଛି କୋଟିଆ।...

କୋରାପୁଟ : ଓଲଟିଲା ପିକ୍ଅପ୍ ଭ୍ୟାନ୍, ୯ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲା କୋଟପାଡ଼ ସିନ୍ଧିଗା ନିକଟରେ ରବିବାର ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଠିଛି। ଏକ ପିକ୍‌ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ...

କୋରାପୁଟ: ଗଛ ଉପରେ ଭାଲୁକୁ ଦେଖି ଭୟଭୀତ ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଛ ଉପରେ ଭାଲୁ, ତଳେ ମଣିଷ। ଗାଁ ମଝିରେ ଥିବା ଏକ ତେନ୍ତୁଳି ଗଛରେ ଭାଲୁଟି ଚଢି ଯାଇଥିବା ବେଳେ ତଳେ ରୁଣ୍ଡ ହୋଇଥିଲେ ଲୋକେ। ଭାଲୁକୁ ଗଛରେ ଦେଖି ଭୟଭୀତ...

ଓଡ଼ିଶାରୁ ନାଗପୁର ଗଞ୍ଜେଇ ଚୋରା ଚାଲାଣ – ଅଭିଯୁକ୍ତ ଖଗପତିକୁ ଜୟପୁରରୁ ଉଠାଇ ନେଲା ମୁମ୍ବାଇ ଏଟିଏସ୍ 

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଜୟପୁରର ଖଗପତି ପାଙ୍ଗିକୁ ଉଠାଇନେଲା ମୁମ୍ଵାଇର ଆଣ୍ଟି ଟେରୋରିଷ୍ଟ ସ୍କ୍ଵାର୍ଡ (ଏଟିଏସ୍)। ଜୟପୁର ସଦର ଥାନା ପୋଲିସର ସହାୟତା ନେଇ ଏଟିଏସ୍ ମୁଖ୍ୟ ଆଶିଷ କୁମାରଙ୍କ ନେତୃତ୍ଵରେ...

ଜୟପୁରରେ ଭୁଶୁଡ଼ିଲା କେନାଲ ବନ୍ଧ, ସୃଷ୍ଟି ହେଲା ୫୦ ଫୁଟର ଘାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ସହର ନିକଟରେ ଅପରକୋଲାବ ପ୍ରକଳ୍ପର କେନାଲ ବନ୍ଧ ଭୁଶୁଡ଼ି ପଡ଼ିଛି। ଅଧରାତିରେ ଭୁଶୁଡ଼ିପଡ଼ିଲା କେନାଲ ବନ୍ଧ। କିଛି ବୁଝିବା ଆଗରୁ ପ୍ରବଳ ବେଗରେ ମାଡ଼ିଆସିଲା ପାଣି। ଘର ଭିତରେ ପାଣି ପଶିବା...

ଜମି ବିବାଦରୁ ହତ୍ୟାକାଣ୍ଡ – ଗାଁ ଦାଣ୍ଡରେ ଗଡ଼ିଲା ମୁଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମି ବିବାଦକୁ କେନ୍ଦ୍ର କରି କୋରାପୁଟ ଜିଲ୍ଲା କୋଟପାଟ ଥାନା ଅନ୍ତର୍ଗତ ସସାହାଣ୍ଡିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଝଗଡ଼ା ସମୟରେ ପଡ଼ୋଶୀଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ସସାହାଣ୍ଡି ଗାଁର ଚୈତନ୍ୟ...

ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୦

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଭୂବନେଶ୍ୱରରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଓଡ଼ିଆ ଭାଷା,...

କୋରାପୁଟର ସଂସ୍କୃତି ଓ ପରମ୍ପରା ଉପରେ ଗୀତ ଗାଇ ଚର୍ଚ୍ଚାରେ ଅକ୍ଷୟ ସମର୍ଲିଆ

ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲାର ସଂସ୍କୃତି ଏବଂ ପରମ୍ପରା ଉପରେ ଗୀତ ଗାଇ ଜିଲ୍ଲାରେ ଏବେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଯୁବକ ଅକ୍ଷୟ ସମର୍ଲିଆ। କୋରାପୁଟର ସମସ୍ତ ପର୍ଯ୍ୟଟନ ସ୍ଥଳୀ, ଦେବଦେବୀ ଆଦିଙ୍କୁ...