ଆନ୍ଧ୍ରରେ ସ୍ଥଗିତ ହେଲା ପଞ୍ଚାୟତ ସମିତି ନିର୍ବାଚନ – କୋଟିଆରେ ବି ହେବନି ଭୋଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶର ପଞ୍ଚାୟତ ସମିତି ନିର୍ବାଚନକୁ ସ୍ଥଗିତ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ। ଫଳରେ କୋଟିଆରେ ବି ନିର୍ବାଚନ ବନ୍ଦ ହୋଇଛି। ନିକଟରେ ରାଜ୍ୟରେ ପଞ୍ଚାୟତ ସମିତି ନିର୍ବାଚନ କରିବା ପାଇଁ ଆନ୍ଧ୍ର...
ଆନ୍ଧ୍ର ସରକାରଙ୍କ ଦାଦଗିରି – ପୁଣି କୋଟିଆରେ ନିର୍ବାଚନ କରାଇବାକୁ ଦେଲେ ବିଜ୍ଞପ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ତୁଟିବାର ନାଁ ଧରୁ ନଥିବା ବେଳେ ଏବେ ପୁଣି ସେଠାରେ ନିର୍ବାଚନ କରିବାକୁ ଯାଉଛି ଆନ୍ଧ୍ର। ଆସନ୍ତା ମାସ ୮...
ଅଦା ବସ୍ତାରେ ହେଉଥିଲା ଗଞ୍ଜେଇ ଚାଲାଣ – ଚଢ଼ାଉ କରି ଭଣ୍ଡୁର କରିଦେଲା ଜୟପୁର ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟରୁ ଅଦା ବସ୍ତାରେ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରିଛି ଜୟପୁର ପୋଲିସ।
ଅଦା ବସ୍ତା ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ। ଉପର ଭାଗରେ ଅଦା, ଭିତରେ ଗଞ୍ଜେଇ କେହି ଯେମିତି...
ଜୁଆ ଆଡ୍ଡାରେ ଚଢ଼ାଉ କରି ୧୦ ଜୁଆଡ୍ଡିଙ୍କୁ ଗିରଫ କଲା ଜୟପୁର ପୋଲିସ
ଓଡ଼ିଶାଲାଭ୍ ବ୍ୟୁରୋ
ଜୟପୁରରେ ମଙ୍ଗଳବାର ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି ଜୟପୁର ପୋଲିସ। ଏହି ଘଟଣାରେ ପୋଲିସ ୧୦ ଜଣ ଜୁଆଡ୍ଡିଙ୍କୁ ଗିରଫ କରିଛି। ଏଥିସହ ଘଟଣାସ୍ଥଳରୁ ୨୧ଟି ବାଇକ୍, ୧୦ଟି...
“କୋଟିଆ ବିବାଦ ହେଉଛି ଆମର ରାଜନୈତିକ ଓ ପ୍ରଶାସନିକ ବିଫଳତା”
ବିଶ୍ଵଜିତ ସାହୁ
କୋଟିଆ ପ୍ରସଙ୍ଗରେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ତଥା ‘ଆମ କୋଟିଆ’ ସଙ୍ଗଠନର ଆବାହକ ଗଦାଧର ପରିଡ଼ାଙ୍କ ସହ ଓଡ଼ିଶାଲାଇଭ୍ର ଏକ ଟେଲିଫୋନିକ ସାକ୍ଷାତକାର।
କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା...
ଜୟପୁରରେ ବାଇକ ଚୋରି ରାକେଟର ପର୍ଦ୍ଦାଫାସ କଲା ପୋଲିସ, ୫ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲାରୁ ଏକ ବାଇକ ଚୋରି ରାକେଟର ପର୍ଦ୍ଦାଫାସ କରିଛି ଜୟପୁର ଟାଉନ ପୋଲିସ। ଏହି ଘଟଣାରେ ୫ଜଣଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କଠାରୁ ୧୧ଟି ଚୋରି ବାଇକ ସହ ଏକ ସାଇକେଲ ଜବତ...
ଶୁକ୍ରବାର ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣି । ସୀମାରେ ତିନୋଟି ଗାଁକୁ ନେଇ ଓଡ଼ିଶା ସରକାର ଓ ଆନ୍ଧ୍ର ସରକାରଙ୍କର ମଧ୍ୟରେ ବିବାଦ ଲାଗିରହିଛି । ନିକଟରେ...
ଓଡ଼ିଶାର କୋଟିଆ ଲଢ଼େଇ ବୃଥା – ଆଜି ପଟୁସିନେରିରେ ନିର୍ବାଚନ କରାଉଛି ଆନ୍ଧ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଆନ୍ଧ୍ର ମଧ୍ୟରେ କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଏବେ ଚରମ ସ୍ଥିତିରେ ପହଞ୍ଚିଛି। ପ୍ରସଙ୍ଗକୁ ନେଇ ରାଜନୀତି ଯେତେ ଘନୋଉଛି ଓଡ଼ିଶା ହାତରୁ ସେତିକି ଖସିବାରେ ଲାଗିଛି କୋଟିଆ।...
କୋରାପୁଟ : ଓଲଟିଲା ପିକ୍ଅପ୍ ଭ୍ୟାନ୍, ୯ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା କୋଟପାଡ଼ ସିନ୍ଧିଗା ନିକଟରେ ରବିବାର ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଠିଛି। ଏକ ପିକ୍ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ...
କୋରାପୁଟ: ଗଛ ଉପରେ ଭାଲୁକୁ ଦେଖି ଭୟଭୀତ ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଛ ଉପରେ ଭାଲୁ, ତଳେ ମଣିଷ। ଗାଁ ମଝିରେ ଥିବା ଏକ ତେନ୍ତୁଳି ଗଛରେ ଭାଲୁଟି ଚଢି ଯାଇଥିବା ବେଳେ ତଳେ ରୁଣ୍ଡ ହୋଇଥିଲେ ଲୋକେ। ଭାଲୁକୁ ଗଛରେ ଦେଖି ଭୟଭୀତ...


















