କୋରାପୁଟ ଲୋକସଭା ଆସନ ସପ୍ତଗିରିଙ୍କ ପାଇଁ ଚ୍ୟାଲେଞ୍ଜ, କୌଶଲ୍ୟା ଓ କାଳିରାମଙ୍କର ଭୂମିକା କ’ଣ ରହିବ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ସାରା ଓଡ଼ିଶାରେ ବିଜେଡି ଓ ବିଜେପିର ହାଓ୍ଵା ଦେଖିବାକୁ ମିଳୁଥିବାବେଳେ କୋରାପୁଟରେ ଏବେ ବି ଦମ୍ଭ ହୋଇ ଛିଡ଼ାହେଇଛି କଂଗ୍ରେସ। ୨୦୧୯ରେ ୨୧ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ମାତ୍ର ଗୋଟିଏ...
ବିଜେଡି ଛାଡ଼ି କାହିଁକି ବିଜେପିରେ ଯୋଗଦେଲେ ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିକେଟ କସରତ ଏବଂ ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ଲାଗି ରହିଛି ଅସନ୍ତୋଷ। ଅସନ୍ତୁଷ୍ଟ ନେତାମାନେ ଏବେ ଗୋଟିଏ ଦଳ ଛାଡ଼ି ଆଉ ଗୋଟେ ଦଳରେ ସାମିଲ...
ବିଧାନସଭା ଅଧିବେଶନର ଶେଷ ଦିନରେ ଭାବବିହ୍ଵଳ ସୁରେଶ ରାଉତରାୟ, କହିଲେ ଆଉ ନିର୍ବାଚନ ଲଢ଼ିବିନି
ଓଡ଼ିଶାଲାଇଭ୍ ବ୍ୟୁରୋ
“ଆଜିଠୁ ଆଉ ବିଧାନସଭାକୁ ଆସିବିନି, ଆଗକୁ ଆଉ ନିର୍ବାଚନ ଲଢ଼ିବିନି। ଏହା ମୋର ଶେଷ ବିଧାନସଭା”, ବିଧାନସଭା ବଜେଟ ଅଧିବେଶନର ଶେଷ ଦିନରେ ଗୃହରୁ ବାହାରି ମୁଣ୍ଡିଆ ମାରିବା ସହ ଭାବବିହ୍ଵଳ...
ବୋରିଗୁମ୍ମା ସିରିଜ ଦୁର୍ଘଟଣା ମୃତ୍ୟୁ: ମୃତକଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି...
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିଜାପୁର ଛକରେ ଘଟିଥିବା ସିରିଜ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତିଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା...
କୋରାପୁଟ: ବିଜାପୁର ଛକରେ ସିରିଜ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଗଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିଜାପୁର ଛକରେ ଘଟିଥିବା ସିରିଜ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୩ ଜଣ...
କୋରାପୁଟ: ଚିକିତ୍ସା ଅଭାବରୁ ହରିଣର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟ ପାହାଡ଼ରୁ ଗୁଣ୍ଠାଗୁଡ଼ା ଗ୍ରାମ ଆଡ଼କୁ ଆସିଥିବା ଗୋଟିଏ ଗର୍ଭବତୀ ହରିଣର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି।
ମଙ୍ଗଳବାର ଦିନ ଗୋଟିଏ ହରିଣ ଗୁଣ୍ଠାଗୁଡ଼ା ଗ୍ରାମ ନିକଟରେ...
ବୋରିଗୁମ୍ମାରେ ମଦ ପାଇଁ ହତ୍ୟା, ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ନିଶା ମଣିଷକୁ ଅବାଟକୁ ନେଇଯାଏ। କାହାକୁ ହତ୍ୟା କରିବାକୁ ପଛାଏ ନାହିଁ ନିଶାଶକ୍ତ ମଣିଷ। ମାତ୍ର ୫ ପ୍ୟାକେଟ ମଦ ପାଇଁ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା...
ଜୟପୁରରେ ଭାଲୁ ଆତଙ୍କ, ସନ୍ଧ୍ୟା ହେଲେ ପଡ଼ିଯାଉଛି ଲୋକଙ୍କ ତାଟି କବାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କୋରାପୁଟ ଜିଲ୍ଲା ଜୟପୁରରେ ଦେଖିବାକୁ ମିଳିଛି ଭାଲୁ ଆତଙ୍କ। ଗତ ତିନିରୁ ଚାରିଦିନ ହେଲା ୪ଟି ଭାଲୁ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଛନ୍ତି। ଭାଲୁମାନେ ଜନବସତି ଆଡ଼କୁ ଆସୁଥିବାରୁ...
କୋରାପୁଟ: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ବିବି ଗୋଲୋରିଙ୍କୁ ଗିରଫ କରିଛି କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନା ପୋଲିସ। ଅଭିଯୁକ୍ତ ହେଉଛନ୍ତି ବୈପାରିଗୁଡ଼ା ଥାନା...
ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ସ୍ଵାମୀଙ୍କ ଅକାଳ ବିୟୋଗ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲର ତୃତୀୟ ମହଲାରେ ଗତ ବର୍ଷ ଡିସେମ୍ବର ୨୯ ତାରିଖରେ ଏସିରେ ଗ୍ୟାସ ଫିଲିଂ ବେଳେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ଭାବେ ଆହତ ହୋଥିଲେ।...





















