SLNMCH, କୋରାପୁଟ: ଆଟେଣ୍ଡାଣ୍ଟ୍, ଲାବୋରେଟୋରୀ ଆଟେଣ୍ଡାଣ୍ଟ୍ ଏବଂ ପିଅନ ପଦବୀରେ ନିଯୁ୍କ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜି ଆଣ୍ଡ୍ ହସ୍ପିଟାଲ୍ (SLNMCH) ଅଧିନରେ ଆଟେଣ୍ଡାଣ୍ଟ୍, ଲାବୋରେଟୋରୀ ଆଟେଣ୍ଡାଣ୍ଟ୍ ଏବଂ ପିଅନ ପଦବୀରେ ନିଯୁ୍କ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ...
ସାମ୍ପଲ ପଜିଟିଭ୍, ହେଲେ ରୋଗୀ ଯାଇ ଆନ୍ଧ୍ର ପ୍ରଦେଶରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି କୋରାପୁଟରେ ୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜୟପୁରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ବର୍ତ୍ତମାନ ପ୍ରଶାସନର ଚିନ୍ତା ବଢ଼ାଇଛି। ଆକ୍ରାନ୍ତ ଜଣକ ହୋମ୍ କ୍ଵାରେଣ୍ଟିନ୍ରେ ଥିଲେ...
ଜୟପୁରରେ ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗର ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନାର ଆତଙ୍କ ମଧ୍ୟରେ ଏବର୍ଷ ରଥଯାତ୍ରାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ତେବେ ଏବର୍ଷର ରଥଯାତ୍ରା ହେବ କି ନାହିଁ ତାହା ତ ପରବର୍ତ୍ତୀ ସମୟରେ ସରକାର ନିଷ୍ପତ୍ତି ନେବେ। କିନ୍ତୁ...
କୋରାପୁଟରେ ଆରମ୍ଭ ହେଲା କରୋନା ଟେଷ୍ଟିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟରେ ଆରମ୍ଭ ହେଲା କରୋନା ଟେଷ୍ଟିଂ। ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଶନିବାରଠାରୁ କରୋନା ଟେଷ୍ଟିଂ ଆରମ୍ଭ ହୋଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହାକୁ ଉଦଘାଟନ କରିଛନ୍ତି।
ଅତ୍ୟାଧୁନିକ ସୁବିଧା ସୁଯୋଗ...
ଜେଲ୍ରେ ଫିନାଇଲ ପିଇ ମହିଳା କଏଦୀ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର ଉପଖଣ୍ଡ କାରାଗାରରେ ଜଣେ ବିଚାରଧୀନ ମହିଳା କଏଦୀ ଫିନାଇଲ ପିଇ ଆତ୍ମହତ୍ୟା କରିଛନ୍ତି। ମହିଳା କଏଦୀ ଜଣକ ଦୀର୍ଘ ଦିନ ହେବ ଗଞ୍ଜେଇ କାରବାର ମାମଲାରେ ଜେଲ୍ରେ ରହୁଥିଲେ। ମୃତ...
ରାୟଗଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ, ସୁରକ୍ଷା ବ୍ୟବସ୍ଥା ତଦାରଖ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାକୁ କରୋନା ମହାମାରୀଠାରୁ ସୁରକ୍ଷିତ ରଖିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ରାତି ଅଧିଆ ସୀମାନ୍ତ ଚେକ ପୋଷ୍ଟ...
କୋରାପୁଟରେ ପହଞ୍ଚିଲେ କୋଟାରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଥାନ କୋଟାରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ନେଇ କୋରାପୁଟରେ ପହଞ୍ଚିଛି ବସ୍। ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ମୋଟ୍ ୨୮ ଜଣ ଛାତ୍ରଛାତ୍ରୀ ଆସି ପହଞ୍ଚିଛନ୍ତି। ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରାଶସନ...
କୋରାପୁଟରେ କଟକଣା – ସକାଳ ୭ଟାରୁ ଦିନ ୧୨ଟା ଯାଏଁ ଦୋକାନ ଖୋଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ସଂକ୍ରମଣ ରୋକିବା ପାଇଁ ନିଆଯାଇଛି ବ୍ୟାପକ ପଦକ୍ଷେପ। ସାମାଜିକ ଦୂରତା ରକ୍ଷା କରିବା ପାଇଁ...
ଗୋଟିଏ ଦିନରେ ୮ ପଜିଟିଭ୍ – ବାଲେଶ୍ୱରରୁ ୬, କୋରାପୁଟ ଓ ଯାଜପୁରରୁ ୨ ଜଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛାଡୁନି କରୋନା ଡର। ପ୍ରତିଦିନ କିଛି ନା କିଛି ନୂଆ ପଜିଟିଭ୍ କେସ୍ ବାହାରୁଛି। ଆଜି ଗୋଟିଏ ଦିନରେ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢ଼ିଛି।...
କୋରାପୁଟରେ କରୋନା – ୨୨ ବର୍ଷୀୟ ପୁରୁଷ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଓଡ଼ିଶାର ୧୦ଟି ଜିଲ୍ଲାରେ ନିଜର କାୟା ବିସ୍ତାର କରି ସାରିବା ପରେ ଏବେ କୋରାପୁଟ ଜିଲ୍ଲାରେ ପ୍ରବେଶ କରିଛି କରୋନା ଭାଇରସ। ସୋମବାର କୋରାପୁଟ ଜିଲ୍ଲା ଦଶମନ୍ତପୁରର ଜଣେ ୨୨...





















