ଅଟୋ ଡ୍ରାଇଭରଙ୍କ ନିଆରା ନୀତି – ଦଉଡ଼ିକୁ ସିଟ ବେଲ୍ଟ କରି ଲୋକଙ୍କୁ ଦେଲେ ବାର୍ତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୧ରୁ ରାଜ୍ୟରେ କଡ଼ାକଡ଼ି ଭାବେ ଟ୍ରାଫିକ ଯାଞ୍ଚ ଚାଲିଛି। ଟ୍ରାଫିକ ନିୟମରେ ଯେଉଁମାନେ ଖିଲାପ କରୁଛନ୍ତି ସେମାନଙ୍କଠାରୁ ମୋଟା ଅଙ୍କର ତଣ୍ଡ ଆଦାୟ କରୁଛି ପରିବହନ ବିଭାଗ।
ଟ୍ରାଫିକ ଧରପଗଡ଼ ଜୋରଦାର...
କୋରାପୁଟ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଭାଇସ୍ ପ୍ରିନ୍ସିପାଲ୍ ଓ ଶିକ୍ଷକଙ୍କ ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଭାଇସ୍ ପ୍ରିନ୍ସିପାଲ୍ ଏବଂ ବିଭିନ୍ନ ବିଷୟରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବ ଓ୍ଵାକ୍...
ଜୟପୁରରେ କୁକୁଡ଼ା ମଡକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁରରେ କୁକୁଡ଼ା ମଡକ। ଗତ ସପ୍ତାହକ ମଧ୍ୟରେ ଜୟପୁର ନିକଟ ଟାଙ୍କୁଆ ଓ ଏହାର ଆଖପାଖ ଅଞ୍ଚଳରେରେ ଶହ ଶହ ଦେଶୀ ପ୍ରଜାତିର କୁକୁଡ଼ା ମରୁଥିବା ଦେଖିବାକୁ ମିଳୁଛି।
ଆଉ ଏହାକୁ ନେଇ...
ଜୟପୁରରୁ ବିସ୍ଫୋରକ ବୋଝେଇ ଟ୍ରକ ଜବତ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜୟପୁରରୁ ସୋମବାର ସକାଳେ ଏକ ବିସ୍ଫୋରକ ବୋଝେଇ ଟ୍ରକ ଜବତ ହୋଇଛି। ହାଇଦ୍ରାବାଦରୁ ମାଲକାନଗିରି ଟ୍ରକ ଯାଉଥିଲା ବେଳେ ଜୟପୁର ଟାଉନ ଥାନା ପୋଲିସ ଏହି ଟ୍ରକ୍ ଜବତ କରିଛି। ଟ୍ରକ୍...
କୋଲାବରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ୩ କଲେଜ ଛାତ୍ର। ଜଣେ ବନ୍ଧୁଙ୍କ ଜନ୍ମ ଦିନ ପାଳନ କରିବାକୁ ୭ ଜଣ ସାଙ୍ଗ ଶନିବାର କୋଲାବ ଡ୍ୟାମ୍ ନିକଟକୁ ଯାଇଥିଲେ। କିନ୍ତୁ, ସେଠାରେ...
ସ୍ୱାସ୍ଥ୍ୟକେନ୍ଦ୍ରରେ ରହୁନି ବିଦ୍ୟୁତ୍, ମୋବାଇଲ୍ ଲାଇଟରେ ଚାଲିଛି ପାଥୋଲୋଜି ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର ସହରର ଜଗଧାତ୍ରୀପୁର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ସ୍ୱାସ୍ଥ୍ୟକେନ୍ଦ୍ରରେ ମୋବାଇଲ୍ ଲାଇଟ୍ ଜାଳି ପାଥୋଲୋଜି ବିଭାଗ ରିପୋର୍ଟ ପ୍ରସ୍ତୁତ କରୁଥିବା ଭଳି ଘଟଣା ନଜରକୁ ଆସିଛି।
ଜୟପୁରରେ ସହରରେ...
ଟିପର ଧକ୍କାରେ ବାଇକ ଚାଳକ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିପର ଧକ୍କାରେ ବାଇକ ଚାଳକ ମୃତ। ଜୟପୁର ବୈପାରୀଗୁଡ଼ା ଥାନା ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତ ଭାତଡଙ୍ଗର ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନ୍ଦୁଗୁଡା ପଞ୍ଚାୟତ ପିଆଲକାନି ଗ୍ରାମର ଡମୁରୁ ପାଳିଗୁଡ଼ିଆଙ୍କ...
ନାଲ୍କୋରେ କ୍ରସର ଓ କନ୍ଭେୟର ସିଷ୍ଟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର କୋରାପୁଟ ଦାମନଯୋଡ଼ି ନାଲ୍କୋର କ୍ରସର ଏବଂ କନ୍ଭେୟରର ସିଷ୍ଟମ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରଣାଳି ଦ୍ୱାରା କମ୍ପାନୀର ଆଲୁମିନା...
‘ହର ହର ମହାଦେବ’ ଧ୍ଵନିରେ କମ୍ପିଲା ଗୁପ୍ତେଶ୍ଵର ପୀଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ମହାଶିବରାତ୍ରୀ ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ। ସେହିପରି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ପୀଠରେ ମଧ୍ୟ ପାଳନ ହେଉଛି ମହାଶିବରାତ୍ରୀ। ପ୍ରତି...
ଦିନକ ପରେ ଶିବରାତ୍ରୀ, ଚଳଚଞ୍ଚଳ ଗୁପ୍ତେଶ୍ୱର ପୀଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ଦିନକ ପରେ ଜାଗର। ଏବେଠାରୁ ଗୁପ୍ତେଶ୍ଵର ପୀଠରେ ଜାଗର ମେଳା ଆରମ୍ଭ ହୋଇଯାଇଛି। ଏନେଇ ଗୁପ୍ତେଶ୍ଵର ପୀଠ ଚଳଚଞ୍ଚଳ ହୋଇ ଉଠିଛି। ଆସନ୍ତା ଫେବ୍ରୁଆରି ୨୧ ତାରିଖରେ ମହାଶିବରାତ୍ରୀ ପଡୁଥିବାରୁ...





















