ଜୟପୁର ବିଧାୟକଙ୍କ ମାନବିକତା – ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା
ଓଡ଼ିଶାଲାଇଭ୍ ବ୍ୟୁରୋ
କେତେବେଳେ ଗୀତ ଗାଇ ତ କେତେବେଳେ ନାଚି ଚର୍ଚ୍ଚାରେ ଥାଆନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଏଥର କିନ୍ତୁ ତାଙ୍କ ଚର୍ଚ୍ଚାର କାରଣ କିଛି ଅଲଗା। କଂଗ୍ରେସ ବିଧାୟକ ତାରା ପ୍ରସାଦ...
ଜୟପୁର: ସ୍ଥାୟୀ ନିଯୁକ୍ତି ପାଇଁ ରୋଗୀ କଲ୍ୟାଣ ସମିତି କର୍ମଚାରୀଙ୍କ ଧାରଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର: କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ରୋଗୀ କଲ୍ୟାଣ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାରଣାରେ ବସିଛନ୍ତି। ସ୍ଥାୟୀ ନିଯୁକ୍ତି ଦାବି ନେଇ କର୍ମଚାରୀମାନେ ଧାରଣ ଦେଇଥିବା କୁହାଯାଇଛି। କର୍ମଚାରୀମାନେ ଧାରଣାରେ...
୮୦ କିଲୋ ଗଞ୍ଜେଇ ଜବତ, ମହିଳାଙ୍କ ସମେତ ୪ ଯୁବକ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର ସଦର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ମଙ୍ଗଳବାର ଜୟପୁର ଡିମଳା ଛକ ନିକଟରେ ଏକ କାର୍ରୁ ୮୦ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ ଘଟଣାରେ ଜଣେ ମହିଳାଙ୍କ...
ଗୀତ ଗାଇଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆ ରୂପରେ ଦେଖିବାକୁ ମିଳିଛି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ। ରଜନୀତି ପରେ ଏବେ କଳା ଜଗତକୁ ମନବଳାଇଛନ୍ତି ତାରା। ରାଜନୈତିକ ଓ ସାମାଜିକ ସ୍ଥିତିକୁ ନେଇ ପ୍ରସ୍ତୁତ ହୋଇଥିବା...
୩୪ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରିଛି ଜୟପୁର ଟାଉନ ଥାନା ପୋଲିସ। ଏଥିରେ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛି ପଶ୍ଚିମବଙ୍ଗର ମୋମିନ ଏସ୍କେ। ଅଭିଯୁକ୍ତଙ୍କଠାରୁ ୫ ହଜାର...
କୋରାପୁଟ: ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ, ୬ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ବୈପାରୀଗୁଡାରେ ଏକ ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ କରିଛିl ଚଢ଼ାଉ କରି ଘଟଣାସ୍ଥଳରୁ ୬ ଜଣ ଯୁଆଡ଼ିଙ୍କୁ ଗିରଫ କରିଛି ପୋଲିସ। ଏଥିସହ ୩ଟି କୁକୁଡ଼ା, ୩ଟି ଛୁରୀ, ୩ଟି...
କୋରାପୁଟ: ସ୍କର୍ପିଓରୁ ଜବତ ହେଲା ୫୧ ଲକ୍ଷ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ: କୋରାପୁଟ ଜିଲ୍ଲା କତ୍ରିମାଲିପୁଟ ନିକଟରେ ବିଏସ୍ଏଫ୍ ଯବାନମାନଙ୍କ ହାତରେ ଧରାପଡ଼ିଛି ଏକ ସ୍କର୍ପିଓ ଗାଡ଼ି। ଗାଡ଼ିରୁ ୫୧ ଲକ୍ଷ ୧୬ ହଜାର ୬୫୦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।...
ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟଟେଟିଭ ୟୁନିୟନର ୧୩ତମ ରାଜ୍ୟ ସାଧାରଣ ପରିଷଦ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡିଶା ସେଲ୍ସ ରିପ୍ରେଜେଣ୍ଟଟେଟିଭ ୟୁନିୟନର ୧୩ତମ ରାଜ୍ୟ ସାଧାରଣ ପରିଷଦ ଅଧିବେଶନ ଅନୁଷ୍ଠିତ ହୋଇଛି। ଏହି ଅଧିବେଶନ ଜୟପୁରସ୍ଥିତ ବାବା ସାହେବ କଲ୍ୟାଣ ମଣ୍ଡପଠାରେ ୨ ଦିନ ଧରି ଅନୁଷ୍ଠିତ ହେବ।
ଅଧିବେଶନ...
ଜୟୁପର: ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଦେବା ପାଇଁ ଧାରଣାରେ ବସିଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର: ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଘର ପଟ୍ଟା ଦେବାକୁ ଦାବି କରିଛି କଂଗ୍ରେସ। ଶନିବାର ଏଥିପାଇଁ ଜୟପୁରର ରଜାନହର ତହସିଲ ସମ୍ମୁଖରେ ଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ।
ଶନିବାର ନଗର କଂଗ୍ରେସ ସଭାପତି ନରେନ୍ଦ୍ର...
କୋରାପୁଟ ବନ ବିଭାଗ ହାତରେ ଧରାପଡ଼ିଲା ୨୦ ଲକ୍ଷ ଟଙ୍କାର ବେଆଇନ୍ କାଠ, ଅପରାଧୀ ଫେରାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ: ବନବିଭାଗ ହାତରେ ଧରାପଡ଼ିଲେ କାଠ ମାଫିଆ। ଶୁକ୍ରବାର କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ଚଢ଼ାଉ କରି ବନବିଭାଗର ସ୍ୱତନ୍ତ୍ର ଟିମ୍ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି।
ଗତ କିଛି ଦିନ...





















