କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ନେଲେ ସଫିନ ଅହମ୍ମଦ କେ

ଓଡ଼ିଶାଲାଇଭ ବ୍ୟୁରୋ କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସଫିନ ଅହମ୍ମଦ କେ। ସେ ପୂର୍ବତନ ଡିଆଇଜି ହିମାଂଶୁ ଲାଲଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ହିମାଂଶୁ ଲାଲ ସମ୍ବଲପୁର ଡିଆଇଜି ଭାବେ...

ଜୟପୁରରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ସଦର ଥାନା ପୋଲିସ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଖୁଡୁପି ନିକଟରେ ୨ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ  ଗିରଫ କରିଛି ପୋଲିସ। ଚାଲାଣକାରୀମାନେ ହେଲେ କଳାହାଣ୍ଡିର କୋକଶରା ଥାନା...

୫ ଦଫା ଦାବି ନେଇ ନିବନ୍ଧକଙ୍କୁ ଭେଟିଲେ ଓଡ଼ିଶା ସମବାୟ କର୍ମଚାରୀ ସଂଘ

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘର ୫ ଦଫା ଦାବି ନେଇ ସାଧାରଣ ସମ୍ପାଦକ ଦିଗାମ୍ବର ନାୟକ ସମବାୟ ନିବନ୍ଧକ ବିଭୁତି ଭୂଷଣ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ଲ୍ୟାମ୍ପ ଓ...

ଜୟପୁରରୁ ୭୩ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ଜୟପୁର ସଦର ପୋଲିସ ଆଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢାଉ କରି ୭୩ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ...

ଟ୍ରେନ୍‌ରେ ୬୦ ରାଉଣ୍ଡ ଅଫୁଟା ଗୁଳି ଛାଡ଼ି ଦେଇଥିଲେ ବିଏସ୍‌ଏଫ ଯବାନ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଣେ ବିଏସ୍‌ଏଫ ଏଏସ୍‌ଆଇ ଯବାନଙ୍କ ଅବହେଳା ସ୍ଫଷ୍ଟ ହୋଇଛି। ଟ୍ରେନ୍‌ରେ ୬୦ ରାଉଣ୍ଡ ଜୀବନ୍ତ ଗୁଳି ଛାଡ଼ି ଦେଇଥିଲେ ବିଏସ୍‌ଏଫ ଯବାନ। ଯାହା ପରେ ରେଲୱେ ପକ୍ଷରୁ ଉଦ୍ଧାର କରାଯାଇ ଉକ୍ତ...

ଜୟପୁର : ଫାଇନାନ୍ସ କମ୍ପାନି କର୍ମଚାରୀଙ୍କଠାରୁ ଲୁଟ ମାମଲା – ୩ ଜଣଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟପୁର ଭରତ ଫାଇନାନ୍ସ କମ୍ପାନି କର୍ମଚାରିଙ୍କଠାରୁ ଲୁଟ୍ ମାମଲାରେ ସଦର ପୋଲିସ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ଏମାନଙ୍କ ପାଖରୁ ୨୦ ହଜାର ଟଙ୍କା ଜବତ କରିଥିବା ବେଳେ ଆଉ...

କୋରାପୁଟ – ଗରମ ପାଣି ଢାଳିହୋଇ ଦୁଇ ବର୍ଷର ଶିଶୁ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ କଟ୍ରାଗୁଡ଼ା ଗାଁର ଦୁଇ ବର୍ଷର ଶିଶୁ ଦେହରେ ଗରମ ପାଣି ଢାଳି ହୋଇଯିବାରୁ ଗୁରୁତର...

ଦୂର ହେଲା କୋଟପାଡ଼ବାସୀଙ୍କ ଦୁଃଖ: ଏଣିକି ମୋଟରଚାଳିତ ବୋଟ୍‌ରେ ନଦୀ ପାର ହେବେ ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର କୋଟପାଡ଼ ବ୍ଲକର ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଲୋକଙ୍କ ସସମ୍ୟାକୁ ନଜରରେ ରଖି କୋଟପାଡ଼ ବିଧାୟକ ତଥା ମନ୍ତ୍ରୀ ପଦ୍ମୀନି ଦିଆନ ୨ଟି ମୋଟର ଚାଳିତ ବୋଟ୍‌ର...

ଶ୍ରାବଣର ଶେଷ ସୋମବାରରେ ଗୁପ୍ତେଶ୍ୱର ପୀଠରେ ୫୦ ହଜାରଙ୍କ ଭକ୍ତଙ୍କ ସମାଗମ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରାବଣର ଶେଷ ସୋମବାର କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠରେ ୫୦ ହଜାର ଶିବ ଭକ୍ତଙ୍କ ସମାଗମ ହୋଇଛି। ଜୟପୁର ଦେଇ ଗୁପ୍ତେଶ୍ୱର ଯିବା ରାସ୍ତାରେ ପଛ କୁ ପଛ ହଜାର ହଜାର...

କୋରାପୁଟ- ମଦଭାଟିରେ ମାଓ ତାଣ୍ଡବ, ଭାଟି ବନ୍ଦ କରିବାକୁ ଦେଲେ ଧମକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳରେ ଥିବା ଏକ ମଦ ଭାଟିରେ ଶୁକ୍ରବାର ବିଳମ୍ବିତ ମାଓବାଦୀ ଲଙ୍କାକାଣ୍ଡ ଭିଆଇଛନ୍ତି। ଦୋକାନରେ ଥିବା ଏକ ଭ୍ୟାନ ଜାଳିଦେବା ସହ ବାଇକ ମଧ୍ୟ ପୋଡ଼ି ଦେଇଛନ୍ତି। ଏଥିସହ...