ଯବାନଙ୍କୁ ଛାଡ଼ିବାପରେ ବିଜାପୁରରୁ ପୁଣି ୩ଜଣଙ୍କୁ ଉଠାଇନେଲେ ମାଓବାଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଲାଲବାହିନୀର କାର୍ଯ୍ୟକଳାପକୁ ଦେଖି ଭୟଭୀତ ହେଲେଣି ସେଠାକାର ବାସିନ୍ଦା। ପଣବନ୍ଦୀର ଶିକାର ହୋଇଥିବା ଯବାନକୁ ଛାଡ଼ିବାପରେ, ପୁଣିଥରେ ତିନିଜଣଙ୍କୁ ଉଠାଇ ନେଇଛନ୍ତି ମାଓବାଦୀ। ବିଜାପୁରର ଗାଙ୍ଗାଲୁର...

ମାଲକାନଗିରିରେ ମାର୍ଚ୍ଚ ୨୩ ରୁ ୩୧ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ – ସର୍ବସାଧାରଣରେ ହୋଲି ଖେଳକୁ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରିରେ ଜାରି ହୋଇଛି ନାଇଟ କର୍ଫ୍ୟୁ। ମାର୍ଚ୍ଚ ୨୩ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ଜାରି ରହିବ। ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ...

ସ୍ଵାଭିମାନ ଅଞ୍ଚଳବାସୀଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇବ ବୋଟ୍ ଆମ୍ଵୁଲାନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ସ୍ଵାଭିମାନ ଅଞ୍ଚଳରେ ଉଦଘାଟନ ହେଲା ଦୁଇଟି ୧୦୮ ବୋଟ୍ ଆମ୍ଵୁଲାନ୍ସ। ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳରେ ଶୁଭାରମ୍ଭ ହେଲା ବୋଟ ଆମ୍ବୁଲାନ୍ସ ସେବା। ଏଣିକି ୧୦୮ ନମ୍ଵରକୁ ଡାଏଲ କରି ଲୋକମାନେ...

ସ୍ୱାଭିମାନ ଅଞ୍ଚଳ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର, ମାଗଣାରେ ବାଣ୍ଟିବେ ମୋବାଇଲ ଫୋନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥାହେଲେ ନବୀନ ସ୍ୱାଭିମାନ ଅଞ୍ଚଳରେ ରାସ୍ତା ଓ ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି ପିଇବା ପାଣି ପାଇଁ ମଧ୍ୟ ୨୦...

ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଓ୍ଵାଇ ବିଜୟ ହେଲେ ମାଲକାନଗିରିର ନୂଆ ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲ ହେଲେ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ଵାଲ। ବ୍ୟକ୍ତିଗତ ସହାୟକ ଦେବ ନାରାୟଣ...

ମାଲକାନଗିରିର ‘ଜଙ୍ଗଲ ବୟ’ – ବିୟର ଗ୍ରୀଲ୍ସଙ୍କ ପରି ବଣ ପାହାଡ଼ ଚଢ଼ି କରୁଛନ୍ତି ଜୀବଜନ୍ତୁଙ୍କ ସନ୍ଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିୟର ଗ୍ରୀଲ୍ସଙ୍କୁ କିଏ ବା ନଜାଣେ। ଜଙ୍ଗଲରେ ବୁଲିବା, ପୋକଜୋକ ଖାଇବା, ଦୁଃସାହସିକ କାମ ପାଇଁ ଆଜି ସେ ସାରାବିଶ୍ୱରେ ପରିଚିତ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଓଡ଼ିଶାରେ...

ମାଲକାନଗିରିରେ ବିଷାକ୍ତ ଖାଦ୍ୟ ଖାଇ ୩ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ସେହି ପରିବାରର ୨ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ...

ପୋଲ ତଳକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୋଲ ତଳକୁ ଖସିଲା ବସ୍‌, ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଘଟିଛି ଏହି ଦୁର୍ଘଟଣା। ଡିଆରଜି ଯବାନମାନେ ମାଓ ଅପରେସନରୁ ଫେରିବା ବେଳେ ବସ୍‌ଟି...

ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କବଳରେ ଓଡ଼ିଶାର ଆଉଜଣେ ବିଧାୟକ। ବୁଧବାର ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵରସ୍ଥିତ...

ମାଲକାନଗିରି ପୌରାଞ୍ଚଳ, ବାଲିମେଳା ଏନ୍‌ଏସି ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍

ଓଡିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରିର ଦୁଇଟି ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏଣିକି ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍‌ଏସି ପ୍ରତି ଶନି ଓ ରବିବାର ବନ୍ଦ ରହିବ।...