ମାଲକାନଗିରିର ‘ଜଙ୍ଗଲ ବୟ’ – ବିୟର ଗ୍ରୀଲ୍ସଙ୍କ ପରି ବଣ ପାହାଡ଼ ଚଢ଼ି କରୁଛନ୍ତି ଜୀବଜନ୍ତୁଙ୍କ ସନ୍ଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିୟର ଗ୍ରୀଲ୍ସଙ୍କୁ କିଏ ବା ନଜାଣେ। ଜଙ୍ଗଲରେ ବୁଲିବା, ପୋକଜୋକ ଖାଇବା, ଦୁଃସାହସିକ କାମ ପାଇଁ ଆଜି ସେ ସାରାବିଶ୍ୱରେ ପରିଚିତ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଓଡ଼ିଶାରେ...

ମାଲକାନଗିରିରେ ବିଷାକ୍ତ ଖାଦ୍ୟ ଖାଇ ୩ ଜଣଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହିତ ସେହି ପରିବାରର ୨ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ...

ପୋଲ ତଳକୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୋଲ ତଳକୁ ଖସିଲା ବସ୍‌, ଅଳ୍ପକେ ବର୍ତ୍ତିଗଲେ ୩୦ ଯବାନ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଘଟିଛି ଏହି ଦୁର୍ଘଟଣା। ଡିଆରଜି ଯବାନମାନେ ମାଓ ଅପରେସନରୁ ଫେରିବା ବେଳେ ବସ୍‌ଟି...

ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କବଳରେ ଓଡ଼ିଶାର ଆଉଜଣେ ବିଧାୟକ। ବୁଧବାର ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵରସ୍ଥିତ...

ମାଲକାନଗିରି ପୌରାଞ୍ଚଳ, ବାଲିମେଳା ଏନ୍‌ଏସି ପ୍ରତି ଶନି ଓ ରବିବାର ସଟ୍‌ଡାଉନ୍

ଓଡିଶାଲାଇଭ୍ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରିର ଦୁଇଟି ସହରରେ ସପ୍ତାହାନ୍ତ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏଣିକି ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍‌ଏସି ପ୍ରତି ଶନି ଓ ରବିବାର ବନ୍ଦ ରହିବ।...

ମାଲକାନଗିରିରେ ନୂଆ ନିୟମ – ସରକାରୀ କର୍ମଚାରୀ ହେଡ୍‌କ୍ୱାର୍ଟର ଛାଡ଼ିଲେ ଜିଲ୍ଲାପାଳଙ୍କ ଅନୁମତି ନେବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନିଗରି ଜିଲ୍ଲାପାଳଙ୍କ ନୂଆ ନିୟମ। କରୋନା ସଙ୍କଟ ଭିତରେ ଯେଉଁ ସରକାରୀ କର୍ମଚାରୀମାନେ ମାଲକାନଗିରି ଛାଡ଼ି ବାହାରକୁ ଯିବାକୁ ଚାହଁଛନ୍ତି ସେମାନେ ଏଥିପାଇଁ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ। ଜିଲ୍ଲାପାଳଙ୍କ ବିନା...

ଆଜିଠୁ ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍‌ଏସି ସଟ୍‌ଡାଉନ୍‌

ଓଡିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲାରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍‌ଏସିକୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଜିଲ୍ଲାରେ...

କରୋନା କଟକଣା – ମାଲକାନଗିରିକୁ ୧୩ ଜିଲ୍ଲାବାସୀଙ୍କୁ ମନା

ଓଡିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲାକୁ ଯାଇପାରିବେନି ୧୩ ଜିଲ୍ଲାର ବାସିନ୍ଦା। ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ମାଲକାନଗିରିରେ କରୋନା...

ମାଲକାନଗିରି ପୌରାଞ୍ଚଳ ଦୁଇ ଦିନ ସଟଡାଉନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ପୌରାଞ୍ଚଳକୁ ଦୁଇ ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। ଏଥିସହ ବାଲିମେଳା ଏନଏସି ଅଞ୍ଚଳକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି। ଏନେଇ ମାଲକାନଗିରି ଜିଲ୍ଲାପାଳ...

ରାଜ୍ୟରେ ୨୯ ଜଣ ବିଏସ୍‌ଏଫ୍‌ ଯବାନ କରୋନା ପଜିଟିଭ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ୨୯ ଜଣ ବିଏସ୍‌ଏଫ୍‌ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଯବାନ ମାଲକାନଗିରିର ବୋଲି ଜଣାପଡ଼ିଛି। ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଜି ମାଲକାନଗିରିରୁ ଚିହ୍ନଟ...