ମାଲକାନଗିରିରେ ନୂଆ ନିୟମ – ସରକାରୀ କର୍ମଚାରୀ ହେଡ୍କ୍ୱାର୍ଟର ଛାଡ଼ିଲେ ଜିଲ୍ଲାପାଳଙ୍କ ଅନୁମତି ନେବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନିଗରି ଜିଲ୍ଲାପାଳଙ୍କ ନୂଆ ନିୟମ। କରୋନା ସଙ୍କଟ ଭିତରେ ଯେଉଁ ସରକାରୀ କର୍ମଚାରୀମାନେ ମାଲକାନଗିରି ଛାଡ଼ି ବାହାରକୁ ଯିବାକୁ ଚାହଁଛନ୍ତି ସେମାନେ ଏଥିପାଇଁ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ। ଜିଲ୍ଲାପାଳଙ୍କ ବିନା...
ଆଜିଠୁ ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍ଏସି ସଟ୍ଡାଉନ୍
ଓଡିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ଜିଲ୍ଲାରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନ୍ଏସିକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି।
ଜିଲ୍ଲାରେ...
କରୋନା କଟକଣା – ମାଲକାନଗିରିକୁ ୧୩ ଜିଲ୍ଲାବାସୀଙ୍କୁ ମନା
ଓଡିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ଜିଲ୍ଲାକୁ ଯାଇପାରିବେନି ୧୩ ଜିଲ୍ଲାର ବାସିନ୍ଦା। ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
ମାଲକାନଗିରିରେ କରୋନା...
ମାଲକାନଗିରି ପୌରାଞ୍ଚଳ ଦୁଇ ଦିନ ସଟଡାଉନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ପୌରାଞ୍ଚଳକୁ ଦୁଇ ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। ଏଥିସହ ବାଲିମେଳା ଏନଏସି ଅଞ୍ଚଳକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି। ଏନେଇ ମାଲକାନଗିରି ଜିଲ୍ଲାପାଳ...
ରାଜ୍ୟରେ ୨୯ ଜଣ ବିଏସ୍ଏଫ୍ ଯବାନ କରୋନା ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ୨୯ ଜଣ ବିଏସ୍ଏଫ୍ ଯବାନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଯବାନ ମାଲକାନଗିରିର ବୋଲି ଜଣାପଡ଼ିଛି। ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଆଜି ମାଲକାନଗିରିରୁ ଚିହ୍ନଟ...
ପୋଲିସ ହାବିଲଦାରଙ୍କୁ କରୋନା, ମାଲକାନଗିରି ଜିଲ୍ଲା ମୋଟୁ ଥାନା କଣ୍ଟେନମେଣ୍ଟ ଜୋନ୍ ଘୋଷିତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କୋଭିଡ୍ ଯୋଦ୍ଧା ହେଲେ କରୋନା ପଜିଟିଭ୍। ମାଲକାନଗିରି ଜିଲ୍ଲା ମୋଟୁ ବର୍ଡର ଚେକ୍ ପୋଷ୍ଟରେ କାର୍ଯ୍ୟରତ ଥିବା ଜଣେ ପୋଲିସ ହାବିଲଦାର କରୋନାରେ ସଂକ୍ରମିତ ହୋଇଛନ୍ତି।
ଏହି ବର୍ଡର ଚେକପୋଷ୍ଟ ଦେଇ...
ମାଲକାନଗିରି ଆଇଟିଆଇ ତିଆରି କଲା ଅତ୍ୟାଧୁନିକ ହ୍ୟାଣ୍ଡ ସାନିଟାଇଜର ମେସିନ
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରଶିକ୍ଷକମାନେ ମିଳିତ ଭାବେ ଏକ ଅତ୍ୟାଧୁନିକ ସାନିଟାଇଜର ମେସିନ ତିଆରି କରିଛନ୍ତି। ସାନିଟାଇଜର କିମ୍ବା ହ୍ୟାଣ୍ଡ...
ମାଲକାନଗିରିରେ ମେଡିକାଲ ଅଫିସର, ସ୍ପେଶିଆଲିଷ୍ଟ ଓ ଅନ୍ୟ ପଦବୀରେ ନିଯୁକ୍ତି
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ରାଜ୍ୟବ୍ୟାପୀ କରୋନା ଆତଙ୍କର ମୁକାବିଲା ପାଇଁ ମାଲକାନଗିରିରେ ମେଡିକାଲ ଅଫିସର, ସ୍ପେଶିଆଲିଷ୍ଟ, ଲ୍ୟାବ୍ ଟେକ୍ନିସିଆନ ଓ ହେଲ୍ଥ୍ ଓ୍ୱାର୍କରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ...
କରୋନା ଭୟ – ଚିତ୍ରକୋଣ୍ଡାରେ ସୀମା ସିଲ୍ କଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ କରୋନା ମୁକାବିଲା ପାଇଁ ତତ୍ପର ହୋଇ ଉଠିଛି ଓଡ଼ିଶା ପୋଲିସ। ଜିଲ୍ଲା ସୀମାକୁ ସିଲ୍ କରିବା ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେବା ପରେ ଆଜି ଓଡ଼ିଶାର...
ମାଲକାନଗିରିରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୨
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ଜିଲ୍ଲାରେ ଅନୁଭବ ହେଲା ଭୂମିକମ୍ପ। ଶନିବାର ଜିଲ୍ଲାର ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭବ ହୋଇଛି।
ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୨ ରହିଛି ବୋଲି ଜିଲ୍ଲାର ଜିଲ୍ଲାପାଳ...





















