ବିଚ୍ଛିନ୍ନାଞ୍ଚଳରେ ଶିକ୍ଷକଙ୍କ ସୁବିଧାକୁ ଗୁରୁତ୍ଵ – ଚିତ୍ରକୋଣ୍ଡାରେ ନିର୍ମାଣ ହେବ ଶିକ୍ଷକ କ୍ଲଷ୍ଟର

ଓଡ଼ିଶାଲାଇଭ ବ୍ୟୁରୋ ବିଚ୍ଛାନ୍ନାଞ୍ଚଳରେ ଶିକ୍ଷକଙ୍କ ସୁବିଧା ପାଇଁ ନିର୍ମାଣ ହେବ କ୍ଲଷ୍ଟର। ଶିକ୍ଷକଙ୍କ ଯିବା ଆସିବାରେ ଅସୁବିଧା ହେଉଥିବାରୁ କ୍ଲଷ୍ଟର ନିର୍ମାଣ କରାଯିବ। କ୍ଲଷ୍ଟର ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳରେ ନିର୍ମାଣ ହେବ ବୋଲି ସୂଚନା...

ମାଲକାନଗିରି: ଗୁଣି ସନ୍ଦେହରେ ବାପ-ପୁଅଙ୍କୁ ପିଟିପିଟି ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଣି ସନ୍ଦେହରେ ମାଲକାନଗିରି ମାଥିଲି ଥାନା ମାଳିଗୁଡ଼ାରେ ଡବଲ ମର୍ଡର। ଗୁଣି ସନ୍ଦେହରେ ମାଳିଗୁଡ଼ାରେ ବାପ ପୁଅ ୨ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ଗାଁ ନଦୀକୂଳରୁ ବାପ ଓ...

ଟଙ୍କା ଅଭାବରୁ ଯୋଗାଡ଼ ହୋଇପାରିଲାନି ଗାଡ଼ି – ୪୦ କିଲୋମିଟର ଭାରାରେ ବୁହା ହେଲା ଶବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅର୍ଥ ଅଭାବରୁ ଶବ ପାଇଁ ଗାଡ଼ି ଯୋଗାଡ଼ କରିପାରିଲେନି ପରିବାର ଲୋକ। ଫଳରେ ୪୦ କିଲୋମିଟର ଭାରାରେ ବୁହା ହେଲା ଶବ। ଅର୍ଥ ଅଭାବରୁ ଶବକୁ ମିଳିଲାନି ଗାଡ଼ି। ଶେଷରେ ଭାରାରେ ବୁହା...

ମାଲକାନଗିରି ଚିତ୍ରକୋଣ୍ଡାରେ ପ୍ରଜାମେଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ମୌଳିକ ସୁବିଧା ମିଳୁନଥିବା ପ୍ରତିବାଦରେ ଚିତ୍ରକୋଣ୍ଡାର ୪ଟି ପଞ୍ଚାୟତର ଶତାଧିକ ଲୋକ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏହା ସହିତ ମୁଦୁଲିଗୋଡ଼ାରେ ନୂତନ ପଞ୍ଚାୟତ ପ୍ରତିଷ୍ଠା...

୩ ଜିଲ୍ଲା ଡାକ୍ତରଖାନାରେ ବଢ଼ିବ ବେଡ୍‌ ସଂଖ୍ୟା

ଓଡ଼ିଶାଲାଇଭ ବ୍ୟୁରୋ ରାଜ୍ୟର ୩ ମେଡିକାଲ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ୩ଟି ମେଡିକାଲରେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର ମେଡିକାଲରେ ବେଡ୍‌ ସଂଖ୍ୟା ବୃଦ୍ଧି କରିବା...

ମାଲକାନଗିରି ମେଡିକାଲର ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ ପାଣ୍ଡିଆନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା କିଭଳି ଭାବେ ଚାଲିଛି? ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲାଗୁ ହୋଇଥିବା ୫-ଟି ଫର୍ମୁଲା ମେଡିକାଲରେ କିଭଳି ଭାବେ କାର୍ଯ୍ୟକାରୀ କରାଯାଉଛି ଏନେଇ ବୁଧବାର ୫-ଟି ସଚିବ...

ଅପହରଣ କରି ବଣ୍ଡା ଯୁବକଙ୍କୁ ନିସ୍ତୁକ ପିଟିଲେ ମାଓବାଦୀ

  ଓଡ଼ିଶାଲାଇଭ ବ୍ୟୁରୋ ଜଣେ ବଣ୍ଡା ଯୁବକଙ୍କୁ ଅପହରଣ କରି ନିସ୍ତୁକ ପିଟିଛନ୍ତି ମାଓବାଦୀ। ଯୁବକ ଜଣକ ହେଉଛନ୍ତି ମାଲକାନଗିରି ଜିଲ୍ଲା ଖଇରପୁଟ ଥାନା ଫୁସୁଲଗୁଡ଼ାର ଭାସ୍କର କିର୍ସାନ। ତାଙ୍କୁ ୨ ଦିନ ତଳେ ମାଓବାଦୀମାନେ...

ମାଲକାନଗିରି: ଯନ୍ତାପାଇରେ ଆଦିବାସୀଙ୍କ ବିକ୍ଷୋଭ, ୧୪୪ ଧାରି ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି ପେପରମିଟଲା ଯନ୍ତାପାଇରେ ଉତ୍ତେଜନା ଦେଖାଯାଇଛି। ଫଳରେ ଯନ୍ତାପାଇ ହାଟକୁ ବନ୍ଦ କରିବା ସହିତ ୧୪୪ ଧାରା ଜାରି କରିଛି ପୋଲିସ। ଯନ୍ତାପାଇରେ ଶହ ଶହ ଆଦିବାସୀ ଅସ୍ତ୍ରଶସ୍ତ୍ର ଧରି ଏକତ୍ର ହୋଇଛନ୍ତି।...

ମାଲକାନଗିରି: ଯାଇପାରିଲାନି ଆମ୍ବୁଲାନ୍ସ, ରୋଗୀକୁ ୫ କିଲୋମିଟର ଭାରରେ ବୁହାଇଲେ ନିଜେ ଡାକ୍ତର-ଆମ୍ବୁଲାନ୍ସ ଡ୍ରାଇଭର

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅଞ୍ଚଳରେ ଦେବଦୂତ ସାଜିଲେ ଡାକ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭର। ଜଣେ ରୋଗୀକୁ ୫ କିଲୋମିଟର ଯାଏଁ  କାନ୍ଧରେ ବୋହିଲେ ଡାକ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭର। ନୂଆପଡ଼ା ଗାଁର...

ତୀର୍ଥ ହେଲା କାଳ: ଗୋଦାବରୀରେ ନୌକା ବୁଡ଼ି ୧୩ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି ସୀମାନ୍ତ ଜିଲ୍ଲା ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ନଦୀରେ ଡଙ୍ଗା ବୁଡ଼ି ୧୩ ଜଣଙ୍କ ମୃତ୍ୟୁ ହୋଇଛି। ୨୩ ଜଣ ଉଦ୍ଧାର ହୋଇଥିବା ବେଳେ ୩୬ ଜଣ ନିଖୋଜ ଅଛନ୍ତି। ଏନ୍‌ଡିଆରଏଫର...