ମୟୂରଭଞ୍ଜ: ରାତି ସାରା ଗଛରେ ବାନ୍ଧିଲେ, ସକାଳେ ଯୁବକଙ୍କୁ ପିଟିପିଟି ହତ୍ୟା କଲେ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ବେତନଟୀ ଥାନା ଅନ୍ତର୍ଗତ...

ମୟୂରଭଞ୍ଜ: ବନବିଭାଗ ପକ୍ଷରୁ ୪ଟି ହାତୀଦାନ୍ତ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୪ଟି ହାତୀଦାନ୍ତ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ...

ମୟୂରଭଞ୍ଜ: ବଜ୍ରାଘାତରେ ୩ ମୃତ, ୫ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୃତ୍ୟୁ ଏମିତି ବି ଆସେ। ସମ୍ପର୍କୀୟଙ୍କ ଦାହ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ ହେଲେ ବଜ୍ରାଘାତରେ ପ୍ରାଣ ହରାଇଲେ। ଏହିଭଳି ଅଭାବନୀୟ ଘଟଣା ଶନିବାର ଦିନ...

ମୟୂରଭଞ୍ଜ: ଅପହରଣ ତଦନ୍ତ ବେଳେ ଜାଲନୋଟ କାରବାର କରୁଥିବା ରାକେଟ ଠାବ, ୭ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରୁ କରୁ ଜାଲନୋଟ କାରବାର କରୁଥିବା ରାକେଟର ପର୍ଦ୍ଦାଫାଶ କରିଛି। ଜିଲ୍ଲାରେ ଜାଲନୋଟ କାରବାର କରୁଥିବା ରାକେଟ...

ମୟୂରଭଞ୍ଜ: ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ଦୁଷ୍କର୍ମ ମାମଲାରେ ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଷୁମୀ...

ଶିମିଳିପାଳ ଅଭୟାରଣ୍ୟରେ ପୁଣି ମିଳିଲା ଦନ୍ତାହାତୀର ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଗୋଟିଏ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ତାଳବନ୍ଧ ରେଞ୍ଜ ଆସାଡ଼ଲା ଗ୍ରାମରେ ହାତୀର ଗଳିତ ମୃତ ଦେହ ପଡ଼ିଥିବାବେଳେ ଦାନ୍ତ ନଥିବା ଦେଖିବାକୁ...

ସହିଦଙ୍କ ପରିବାରକୁ ଜମି ପଟ୍ଟା ପ୍ରଦାନ କଲେ ମୟୂରଭଞ୍ଜ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଦେଶ ପାଇଁ ଜୀବନ ଦେଇଥିବା ମୟୂରଭଞ୍ଜ ଜିଲ୍ଲାର ୩ ଜଣ ସହିଦଙ୍କ ପରିବାରକୁ ଜମି ପଟ୍ଟା ପ୍ରଦାନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ଵାଜ। ସହିଦଙ୍କ ପରିବାର...

ବାରିପଦା ସହରର ୨ଟି ୱାର୍ଡରେ ଆରମ୍ଭ ହେଲା ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଏଣିକି ବାରିପଦାବାସୀ ପାଇପାରିବେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳର ସୁବିଧା। କାରଣ ବାରିପଦା ସହରର ୨ଟି ୱାର୍ଡରେ ଆରମ୍ଭ ହୋଇଛି ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା।...

ମହାବଳବାଘ ଚମଡ଼ା ଜବତ ଘଟଣା: ଏସଟିଏଫର ସ୍ଵତନ୍ତ୍ର ଦଳ ପକ୍ଷରୁ ତନାଘନା

ଓଡ଼ିଶାଲାଇଭ୍ ବ୍ୟୁରୋ ବାରିପଦା ବନଖଣ୍ଡ ଅନ୍ତର୍ଗତ ଉଦଳା ରେଞ୍ଜର ବିସିପୁର ଗାଁ ନିକଟରୁ ସ୍ଵତନ୍ତ୍ର ଦଳ ପକ୍ଷରୁ ମହାବଳବାଘ ଚମଡ଼ା ଜବତ ଘଟଣାରେ ଏସଟିଏଫର ପୁଣି ତନାଘନା। ଭୁବନେଶ୍ଵରରୁ ଏକ ସ୍ୱତନ୍ତ୍ର ଦଳ ବାରିପଦା...

ମୟୂରଭଞ୍ଜ: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଜଣେ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍। ଚିକିତ୍ସା ଅବସ୍ଥାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲାବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବାରିପଦା ପଣ୍ଡିତ ରଘୁନାଥ...