ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ଏଚ୍‌ଓଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରିପଦା ଏମ୍‌ପିସି କଲେଜର ପିଜି ଛାତ୍ରୀଙ୍କୁ ବିଭାଗୀୟ ମୁଖ୍ୟଙ୍କ ଅସଦାଚରଣ ଘଟଣାରେ ଅଭିଯୁକ୍ତ ଏଚ୍‌ଓଡିଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। କଲେଜରେ ଲୁଚିଥିବା ଅବସ୍ଥାରେ ଛାତ୍ରଛାତ୍ରୀମାନେ ତାଙ୍କୁ କାବୁ କରି...

ଛାତ୍ରୀଙ୍କୁ ଏଚ୍‌ଓଡିଙ୍କ ଅସଦାଚରଣ ଅଭିଯୋଗ, କଲେଜ ଗେଟ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିଜି ଛାତ୍ରୀଙ୍କୁ ବିଭାଗୀୟ ଅଧିକାରୀ(ଏଚ୍‌ଓଡି)ଙ୍କ ଅସଦାଚରଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଅନ୍ତର୍ଗତ ଏମ୍‌ପିସି କଲେଜରୁ। ଏହାକୁ ବିରୋଧ କରି କଲେଜ ଗେଟରେ ତାଲା ପକାଇଛନ୍ତି ଉତ୍ତ୍ୟକ୍ତ...

ମୃତ ପୋଲିସ ଏସ୍ଆଇଙ୍କୁ ଗାର୍ଡ ଅଫ ଅନର

ଓଡ଼ିଶାଲାଇଭ ବ୍ୟୁରୋ ବାରିପଦା ଟାଉନ ଥାନା ପୋଲିସ ଷ୍ଟେସନର ସବ୍‌ଇନ୍ସପେକ୍ଟର ଦୟାନିଧି ଦାସଙ୍କ ବାଇକ ଧକ୍କାରେ ମୃତ୍ୟୁ ହୋଇଥିଲା। କାର୍ଯ୍ୟରତ ସମୟରେ ଏଭଳି ଅଘଟଣ ଘଟିଥିଲା। ମୃତ୍ୟୁ ପରେ ତାଙ୍କୁ ମୟୂରଭଞ୍ଜ ଜିଲ୍ଲାର ରିଜର୍ଭ...

ଗାଡ଼ି ଚେକିଂ ବେଳେ ଧକ୍କା ଦେଲା ବାଇକ୍‌, ଏସ୍‌ଆଇ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ବାରିପଦା: ଗାଡ଼ି ଚେକିଂ ବେଳେ ବାଇକ୍‌ ଧକ୍କାରେ ଜଣେ ସବ୍‌ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି। ମୃତ ଜଣକ ହେଲେ ଦୟାନିଧି ଦାସ। ସେ ବାରିପଦା ଟାଉନ୍‌ ପୋଲିସ୍‌ ଷ୍ଟେସନ୍‌ରେ ସବ୍‌ଇନ୍ସପେକ୍ଟର ଭାବେ କାର୍ଯ୍ୟରତ...

ମୟୂରଭଞ୍ଜ ପୋଲିସ ହାତରେ ଧରା ପଡ଼ିଲେ ଦୁଇ ଲୁଟେରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ପୋଲିସ ହାତରେ ଧରା ପଡ଼ିଲା ଲୁଟେରା ଗ୍ୟାଙ୍ଗ। ଏକ ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗର ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ...

ରୋଗୀ ନେବାକୁ ଆସି ହଟହଟା ହେଲେ ମାତାଲ ଆମ୍ଵୁଲାନ୍ସ ଡ୍ରାଇଭର

ଓଡ଼ିଶାଲାଇଭ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରୋଗୀମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଥିବା ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଓ ଏଥିରେ ଡ୍ୟୁଟିରେ ଥିବା ଫର୍ମାସିଷ୍ଟଙ୍କୁ ମାତାଲ...

ବାରିପଦା: ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଇକ ଚାଳକଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ବାରିପଦା ମୁର୍ଗାବାଡ଼ି ଗୋଲେଇ ନିକଟରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ବାଇକ ଚାଳକଙ୍କ ପରିଚୟ...

ସମ୍ପତ୍ତି ଲୋଭରେ ଭାଉଜକୁ ହତ୍ୟା କଲା ଦିଅର!

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ପତ୍ତି ଲୋଭରେ ଭାଉଜଙ୍କୁ ହତ୍ୟା କଲା ଦିଅର। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବାରିପଦା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଇନ୍ଦୁପାହି ଅଞ୍ଚଳରୁ। ହିସି ହେମ୍ବ୍ରମ ନାମ ଜଣେ ମହିଳାଙ୍କୁ ତାଙ୍କ...

ମୟୂରଭଞ୍ଜ: ସରକାରୀ ଠିକାଦାର ସଂଘ ପକ୍ଷରୁ ସ୍ଵତନ୍ତ୍ର ବୈଠକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରିପଦାର ସ୍ୱସ୍ତିକ ହୋଟେଲ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲା ସରକାରୀ ଠିକାଦାର ସଂଘ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ଠିକାଦାର ସଂଘର ମୟୂରଭଞ୍ଜ ଜିଲ୍ଲା ସଭାପତି ପରେଶ ଚନ୍ଦ୍ର...

ମୟୂରଭଞ୍ଜ: ଗହଣା ଲୁଟିବାକୁ ଆସି ଦୋକାନ ମାଲିକଙ୍କୁ କଲେ ଗୁଳିମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୁଟ୍‌ କରିବାକୁ ଆସି ଗୁଳିମାଡ଼ କରିବା ସହ ଏସିଡ ମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ମୟୂରଭଜ୍ଞ ଜିଲ୍ଲା ବୈଶିଙ୍ଗା ବଜାରରେ। ଏକ ଜୁଏଲାରୀ ଦୋକାନରୁ ଲୁଟ୍‌ ଉଦ୍ୟମ ବିଫଳ...