ଅବହେଳିତ ଅବସ୍ଥାରେ ପାପଡାହାଣ୍ଡି ଶିଶୁ ଉଦ୍ୟାନ, ଖତ ଖାଇଲାଣି ଲକ୍ଷାଧିକ ଟଙ୍କାର ଉପକରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାଠାରେ ଥିବା ଶିଶୁ ଉଦ୍ୟାନ ଏବେ ଅବହେଳିତ ହୋଇପଡ଼ିଛି। ଉଦ୍ୟାନରେ ଲକ୍ଷାଧିକ ଟଙ୍କାର ଉପକରଣ ଖତ ଖାଇଲାଣି। କିନ୍ତୁ ଏ...
ନବରଙ୍ଗପୁର: ଟ୍ରାକ୍ଟର ସାଇଲେନ୍ସରରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ନିକଟସ୍ଥ ତୁମ୍ଵର୍ଲା ଗାଁରେ ଟ୍ରାକ୍ଟର ସାଇଲେନ୍ସରରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଛି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି...
ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରରେ ବୁଧବାର ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ମିଶନ ଶକ୍ତି ସଭା ଗୃହରେ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ ଡକ୍ଟର...
ନବରଙ୍ଗପୁରରେ ଇନ୍ଦିରାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ – ଚାଷୀ ବିଧେୟକ ବିଲ୍ ବିରୁଦ୍ଧରେ କଂଗ୍ରେସର ସତ୍ୟାଗ୍ରହ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଆଜି ସର୍ବଭାରତୀୟ ସ୍ତରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଏବଂ ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି।...
ନବରଙ୍ଗପୁର: ଧାନ ଅମଳରେ ଦାଉ ସାଧିଛି ବର୍ଷା, କ୍ଷେତରେ ପଡ଼ିରହିଛି ପାଚିଲା ଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ଏବେ ଧାନ ଅମଳ ସମୟ ପାଖେଇ ଆସୁଥିବା ବେଳେ ବର୍ଷା ଦାଉ ସାଧିଛି। ଚାଷୀକୁଳ ଅମଳ ପାଇଁ ସଜବାଜ ହେଉଛନ୍ତି, କିନ୍ତୁ ବର୍ଷା ଯୋଗୁଁ...
ଭିଜିଲାନ୍ସ ଜାଲରେ ଆର୍ଏମ୍ସି ସିନିଅର ଆକାଉଣ୍ଟାଟ୍ ଅଶୋକ ନନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୈରାଙ୍ଗ ପାତ୍ର): ଆଜି ନବରଙ୍ଗପୁର ଜିଲ୍ଲା ଆର୍ଏମ୍ସି ଅଫିସର ସିନିଅର ଆକାଉଣ୍ଟାଟ୍ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ପକ୍ଷରୁ ଏହି...
ଦ୍ୱିତୀୟ ଦିନରେ ପହଞ୍ଚିଲା ନବରଙ୍ଗପୁର ସାମ୍ବାଦିକଙ୍କ ଧାରଣା, ବିଭିନ୍ନ ରାଜନୈତିକ ଦଳ ଓ ଅନୁଷ୍ଠାନ ଦେଲେ ସମର୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ମିଡିଆ ୟୁନିୟନ ତରଫରୁ ଜିଲ୍ଲାବାସୀଙ୍କ ନାନା ସମସ୍ୟାର ସମାଧାନ ଦାବିରେ ହୋଇଥିବା ଧାରଣା ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି। ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର...
ଗଣଙ୍କ ପାଇଁ ବାହାରିଲା ଗଣମାଧ୍ୟମ, ଲୋକଙ୍କ ସମସ୍ୟା ଦୂର ପାଇଁ ନବରଙ୍ଗପୁର ସାମ୍ଵାଦିକ ୟୁନିଅନର ଧାରଣା
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ସାଧାରଣ ଲୋକଙ୍କ ସ୍ଵାର୍ଥ ପାଇଁ ଆଗେଇ ଆସିଛି ଗଣମାଧ୍ୟମ। କରୋନା ମହାମାରୀରେ ଜିଲ୍ଲାରେ ଚିକିତ୍ସା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ନଥିବାରୁ ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି...
ଗାଈ ଚରାଇଲା ବେଳେ ଆକ୍ରମଣ କଲେ ମହୁମାଛି, ୪ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ମହୁମାଛି ଆକ୍ରମଣରେ ୪ ଗୁରୁତର। ମଙ୍ଗଳବାର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ଗ୍ରାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଗୁରୁତର ବ୍ୟକ୍ତିମାନଙ୍କୁ ଚିକିତ୍ସା...
ଇନ୍ଦ୍ରାବତୀ ଉପରେ ନିର୍ମାଣ ହେବ ୬୦୦ ମିଟର ଲମ୍ବା ସେତୁ, ଉପକୃତ ହେବେ ୩ ଜିଲ୍ଲାବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ। ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ସେତୁ ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ମଂଜୁର କରିଛନ୍ତି। ୬୦୦...





















