ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨୫ ଯାଏଁ ୱାର୍ଣ୍ଣିଂ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ...
ନବରଙ୍ଗପୁର: ହିର୍ଲି ଡଙ୍ଗର ପାହାଡ଼ର ହେବ ସୌନ୍ଦର୍ଯ୍ୟକରଣ – ସ୍ଥାନିତ ହେବ ଆଦିବାସୀ ଚିତ୍ରକଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ନବରଙ୍ଗପୁର ସହରସ୍ଥିତ ପର୍ଯ୍ୟଟନସ୍ଥଳୀ ହିର୍ଲି ଡଙ୍ଗର ପାହାଡ଼ର ସୌନ୍ଦର୍ଯ୍ୟକରଣ ପାଇଁ ଗୁରୁବାର ଏକ ବୈଠକ ବସିଛି। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ହିର୍ଲି ଡଙ୍ଗରଠାରେ ଏହି...
ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲା ପୋଲିସ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ ଶିବିର। ନବରଙ୍ଗପୁର ଏଡିଏମଓ ଶୋଭାରାଣୀ ମିଶ୍ର ଏବଂ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ନିତିନ କୁସଲକରଙ୍କ...
୩ ଜିଲ୍ଲା ଡାକ୍ତରଖାନାରେ ବଢ଼ିବ ବେଡ୍ ସଂଖ୍ୟା
ଓଡ଼ିଶାଲାଇଭ ବ୍ୟୁରୋ
ରାଜ୍ୟର ୩ ମେଡିକାଲ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ୩ଟି ମେଡିକାଲରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର ମେଡିକାଲରେ ବେଡ୍ ସଂଖ୍ୟା ବୃଦ୍ଧି କରିବା...
ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବାଣ୍ଟିଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲା ସଦର ମହକୁମା ନିକଟସ୍ଥ ପାତ୍ରମୁଣ୍ଡା ଗାଁ ସରକାରୀ ହାଇସ୍କୁଲରେ ପୋଷାକ ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଉପସ୍ଥିତ...
ନବରଙ୍ଗପୁର ଅପହରଣ ମାମଲାରେ ଜଣେ ଗିରଫ
ଓଡ଼ିଶାଲାଇଭ ବ୍ୟୁରୋ
ଜୟପୁର ସଦର ପୋଲିସ ହାତରେ ଧରା ପଡ଼ିଲା ନବରଙ୍ଗରପୁର ଅପହରଣକାରୀ। ରକି ସାନ ହୋଟେଲର ମାଲିକ ଅପହରଣ ମାମଲାରେ ଜଡିତ ଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ...
ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଖୋଲାଯାଇଛି। ଏହାସହ ଦେଓପାଲି ଡ୍ୟାମର ୨ଟି ଗେଟ୍ ଖୋଲା ଯାଇଛି।
ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୁଧବାର ସନ୍ଧ୍ୟା ସୁଦ୍ଧା ୬୩୯.୮୦ ମିଟର ରହିଥିଲା। ଏହି...
ନବରଙ୍ଗପୁର – ବନବିଭାଗ ପକ୍ଷରୁ ଚିତ୍ରାଙ୍କନ ଓ ଓପନ କୁଇଜ ପ୍ରତିଯୋଗିତା
ଓଡ଼ିଶାଲାଇଭ ବ୍ୟୁରୋ
ନବରଙ୍ଗପୁର ନୋଡାଲ ଆରସିଡି ହାଇସ୍କୁଲଠାରେ ବନବିଭାଗ ପକ୍ଷରୁ ୬୫ତମ ବନ ସଂରକ୍ଷଣ ଦିବସ ପାଳନ କରାଯାଇଛି। ଏହି ଅବସରରେ ବନବିଭାଗ ପକ୍ଷରୁ ଚିତ୍ରାଙ୍କନ ଓ ଓପେନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...
ନବରଙ୍ଗପୁର : ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ – ଏଣିକି ସହର ଭିତରକୁ ଭାରିଯାନ ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ନବରଙ୍ଗପୁର ସହର ଭିତରକୁ ଭାରିଯାନ ମନା। ବାଇପାସ ରାସ୍ତାରେ ଯାତାୟତ କରିବ ଭାରି ଯାନବାହାନ।
ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ...
ନବରଙ୍ଗପୁରରେ ୨୫ ଏକର ଜମିରେ ହେବ ଲେମନ ଗ୍ରାସ ଚାଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର ଜିଲ୍ଲା କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୫ଏକର ଜମିରେ ଲେମନ ଗ୍ରାସ ଚାଷ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪ ଜଣ ଚାଷୀ...