ନବରଙ୍ଗପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ, ଟ୍ରାଫିକ ନିୟମ ମାନିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୋମବାର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୧ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲାରେ ଏକ ସଡ଼କ...

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲା କରୋନା ଟିକା କୋଭିସିଲ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : କରୋନା ଯୋଦ୍ଧାଙ୍କ ଅହରହ ଉଦ୍ୟମ ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ କିଛି ମାସ ହେବ କରୋନା ସଂକ୍ରମଣ କମିଛି। ଏଭଳି ସମୟ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ...

ନବରଙ୍ଗପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଟ୍ରାକ୍ଟର ମାଲିକ ସଂଘର ଧାରଣା, ସବୁ ଦଳ କଲେ ସମର୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ସୋମବାର ଜିଲ୍ଲାପାଳ ଡାକ୍ତର ଅଜିତ ମିଶ୍ରଙ୍କୁ ଏକ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଟ୍ରାକ୍ଟର ମାଲିକ,...

ନବରଙ୍ଗପୁର ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣା – ଜଣେ ମୃତ, ୩ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲପଦର ଗ୍ରାମରେ ବିଜୁ ସେତୁ ଭୁଶୁଡ଼ିବା ଘଟରଣାରେ ସୋମବାର ତଦନ୍ତ ଆରମ୍ଭ ହୋଇଛି। ଗ୍ରାମ ଉନ୍ନୟନ ବିଭାଗର ସୁପେରିଟେଣ୍ଡେଣ୍ଟ୍ ଅଫ ଇଂଜିନିୟର...

ନବରଙ୍ଗପୁର ସିପ୍ରା ସରକାର ହତ୍ୟାକାଣ୍ଡ – ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କୁ ତଦନ୍ତ ପରିସରକୁ ଆଣିବାକୁ କଂଗ୍ରେସର ଦାବି 

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁର ସିପ୍ରା ସରକାର ହତ୍ୟାକାଣ୍ଡରେ ତେଜିଛି ରାଜନୀତି। ଏହି ଘଟଣା ପଛରେ ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛି କଂଗ୍ରେସ। ତେଣୁ...

ନବରଙ୍ଗପୁର: ଧାରଣାରୁ ଓହରିଲେ ସାଉଥକୋ ଡିଭିଜନ ଅଧୀନରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୪ ମାସର ବକେୟା ଦରମା ଦାବିରେ ଧାରଣାରେ ବସିଥିବା ନବରଙ୍ଗପୁର ସାଉଥକୋ ଡିଭିଜନ ଅଧୀନରେ କାର୍ଯ୍ୟରତ ଠିକା ବିଦ୍ୟୁତ କର୍ମଚାରୀ ଧାରଣାରୁ ଉଠିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗଇପାଇ,...

ମିଳିନି ୪ ମାସର ଦରମା, ଧାରଣାରେ ବସିଲେ ନବରଙ୍ଗପୁରର ଶହ ଶହ ଠିକା ବିଦ୍ୟୁତ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁର ସାଉଥକୋ ଡିଭିଜନ ଅଧୀନରେ କାର୍ଯ୍ୟ କରୁଥିବା ଠିକା ବିଦ୍ୟୁତ କର୍ମଚାରୀମାନଙ୍କୁ ଗତ ୪ ମାସର ବକେୟା ଦରମା ମିଳିନାହିଁ। ତେଣୁ ଖୁବଶୀଘ୍ର ଏହାକୁ ପ୍ରଦାନ...

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ବୈଠକ – ଅଧା ରହିଥିବା କାର୍ଯ୍ୟ ଶୀଘ୍ର ସାରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସୋମବାର ସ୍ଥାନୀୟ ମିଶନ ଶକ୍ତି କକ୍ଷରେ ଆୟୋଜିତ ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ...

ନବରଙ୍ଗପୁରରେ ଖୋଲିଲା ମନ୍ଦିର – ଦଶ ମାସ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ଭଗବାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଦୀର୍ଘ ୧୦ ମାସର ପ୍ରତୀକ୍ଷା ପରେ ସୋମବାରଠାରୁ ନବରଙ୍ଗପୁରର ବିଭିନ୍ନ ମନ୍ଦିର ଖୋଲିଛି। ଫଳରେ ଭକ୍ତମାନେ କୋଭିଡ୍ କଟକଣା ମଧ୍ୟରେ ଭଗବାନଙ୍କୁ ଦର୍ଶନ କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ...

ନବରଙ୍ଗପୁରରେ ଟିକାକରଣ ପାଇଁ ଆରମ୍ଭ ହେଲା ଡ୍ରାଏ ରନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ କରୋନା ଟିକାକରଣ ପାଇଁ ଡ୍ରାଏ ରନ୍‌ ଆରମ୍ଭ ହୋଇଛି। ଶନିବାର ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓ ମୁଖ୍ୟ ଚିକିତ୍ସାଧିକାରୀ ଶୋଭାରଣୀ...