ନବରଙ୍ଗପୁର-ଜୟପୁର ରେଳପଥ ପାଇଁ ୪୫ଦିନ ମଧ୍ୟରେ ସରିବ ଜମି ଅଧିଗ୍ରହଣ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର-ଜୟପୁର ଲିଙ୍କ ପୂର୍ବତଟର ନୂତନ ରେଳପଥ ପାଇଁ ଜମି ଅଧିଗ୍ରହଣ ଅଗ୍ରଗତି ବାବଦରେ ଗୁରୁବାର ନବରଙ୍ଗପୁରରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ମିଶନଶକ୍ତି ସମ୍ମିଳନୀ କକ୍ଷରେ...

ନବରଙ୍ଗପୁର ଜିଲ୍ଲାରେ କଡ଼ାକଡ଼ି ହେବ ସଡ଼କ ସୁରକ୍ଷା ଆଇନ

ଓଡ଼ିଶାଲାଇଭ୍ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାରେ କଡ଼ାକଡ଼ି ଭାବେ ପାଳନ ହେବ ସଡ଼କ ସୁରକ୍ଷା ଆଇନ। ତା’ସହ ଜିଲ୍ଲାରେ ଖରାପ ହୋଇ ପଡ଼ିଥିବା ରାସ୍ତାର ମଧ୍ୟ ଶୀଘ୍ର ମରାମତି ହେବ। ଗୁରୁବାର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା...

ନବରଙ୍ଗପୁରର ବୈଜୟନ୍ତୀ ସାହୁ – ମୃତ୍ୟୁ ପୂର୍ବରୁ ଜଗନ୍ନାଥ ମନ୍ଦିର ନାଁରେ ଲେଖିଦେଲେ ସବୁ ସମ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ  ନବରଙ୍ଗପୁରର ଜଣେ ମହିଳା ମୃତ୍ୟୁ ପୂର୍ବରୁ ତାଙ୍କର ସମସ୍ତ ସମ୍ପତ୍ତି ମନ୍ଦିରକୁ ଦାନ କରିଦେଇଛନ୍ତି।  (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ମୃତ୍ୟୁ ପୂର୍ବରୁ ଲୋକେ ନିଜ ପୁଅ, ଝିଅଙ୍କ ନାଁରେ ସମ୍ପତ୍ତି କରିଦେବା...

ମନ୍ଥର ଗତିରେ ହେଉଛି ପୋଲ ନିର୍ମାଣ କାର୍ଯ୍ୟ – ଦେଶୀ ଡଙ୍ଗାରେ ବିପଦସଙ୍କୁଳ ଜୀବନ ଯାତ୍ରା କରୁଛନ୍ତି ନବରଙ୍ଗପୁରବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୈରାଙ୍ଗ ପାତ୍ର): ଗାଁକୁ ଯିବା ପାଇଁ ନଦୀ ହିଁ ଏକମାତ୍ର ସାହାରା। ଗାଁରୁ ସହର ଯିବାକୁ ମୁଖ୍ୟ ମାଧ୍ୟମ ଦଦରା ଡଙ୍ଗା। ତେବେ ଗୋଟେ କି ଦୁଇଟି ନୁହେଁ ଶତାଧିତ...

ନବରଙ୍ଗପୁରରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେଲା ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେଲା ବନ୍ଦ। ମଙ୍ଗଳବାର କେନ୍ଦ୍ର ସରକାରଙ୍କ କୃଷି ଆଇନ ଉଚ୍ଛେଦ ଦାବିରେ ଚାଷୀ ସଙ୍ଗଠନମାନେ ଦେଇଥିବା ଭାରତ ବନ୍ଦର ପ୍ରଭାବ ନବରଙ୍ଗପୁର...

ନଳକୂପକୁ ଛୁଇଁଲେ ମାରୁଛି କରେଣ୍ଟ – ପାଣି ପାଇଁ ଡହଳବିକଳ ୬୦ ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନଳକୂପକୁ ଛୁଇଁଲେ ମାରୁଛି କରେଣ୍ଟ। ଯେଉଁ କାରଣରୁ ଗତ ୧୫ ଦିନ ହେଲା ୬୦ଟି ପରିବାର ପାଣି ପାଇଁ ଡହଳବିକଳ ହେଉଛନ୍ତି। ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଭତ୍ରା...

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ମହୋତ୍ସବ – ମାଛ ବଜାରର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରରେ ବୁଧବାର ଜିଲ୍ଲାସ୍ତରୀୟ ମତ୍ସ୍ୟ ମହୋତ୍ସବ ପାଳିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ମତ୍ସ୍ୟ ଖାଦ୍ୟର ପ୍ରଦର୍ଶନ ନିମନ୍ତେ ଏହି...

ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ମଣ୍ଡି, କିଣାହେବ ୭୦ ହଜାର ମେଟ୍ରିକ୍ ଟନ୍ ଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର):ନବରଙ୍ଗପୁର ଜିଲ୍ଲାରେ ଉଦଘାଟିତ ହେଲା ଖରିଫ ଧାନ ମଣ୍ଡି। ମଙ୍ଗଳବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ...

ଆଇନଜୀବୀ ଝାଡେଶ୍ଵର ଖାଡାଙ୍ଗା ହେଲେ ନବରଙ୍ଗପୁର ଓକିଲ ସଂଘର ସଭାପତି

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଝାଡେଶ୍ଵର ଖାଡାଙ୍ଗା। ସେ ୨୦୨୦-୨୧ ମସିହା ପାଇଁ ଓକିଲ ସଂଘର ସଭାପତି ଭାବେ...

ଦୁର୍ନୀତିରେ ବୁଡ଼ିରହିଛି ନବରଙ୍ଗପୁର ପୌରାପାଳିକା: ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ପୌରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ପୌର ପ୍ରଶାସନ ଏବଂ କିଛି ନେତା ଉଭୟ ମିଶିକରି ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ପୌର କାର୍ଯ୍ୟାଳୟ...