ବାର୍ଡ ଫ୍ଲୁ ଭୟ – ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାର୍ଡ ଫ୍ଲୁ ସତର୍କତା ପାଇଁ ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର। ଆସନ୍ତାକାଲିଠାରୁ ପକ୍ଷୀ ବିହାର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଆଦେଶ ଯାଏଁ ପକ୍ଷୀ ବିହାର ବନ୍ଦ ନିର୍ଦ୍ଦେଶ।...

ଏକାମ୍ର ଯୋଜନା ପ୍ୟାକେଜ – ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ରାଶି ଘୋଷଣା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରେକର୍ଡ ହେବ ଅଧିଗୃହିତ ଜମି ଜମି ଦାନ କରିଥିବା ଲୋକଙ୍କ ନାଁରେ ଫଳକ ଲାଗିବ ଜମି ବଦଳରେ ଦିଆଯିବ ଜମି ବିସ୍ଥାପିତଙ୍କୁ ମିଳିବ ଘରଭଡ଼ା...

ଭୁବନେଶ୍ଵରରେ ବାର୍ଡ ଫ୍ଲୁ – ମଙ୍ଗଳବାରଠାରୁ ଆରମ୍ଭ ହେବ କୁକୁଡ଼ା ମରା ଅଭିଯାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ପାଇଁ ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ଏବେ ଭୁବନେଶ୍ଵରରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଯାଇଛି। ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏନେଇ ଓୟୁଏଟି ପକ୍ଷରୁ...

ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୋକାନ ଭିତରେ ପଶି ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ। ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ...

ଦିଲ୍ଲୀ ପ୍ରଚାର ମଇଦାନରେ ଓଡ଼ିଶା ବିଜେପି ନେତା – ଲୋକଙ୍କୁ ଭେଟିଲେ, ଭୋଟ ମାଗିଲେ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଏବେ ସମସ୍ତଙ୍କ ନଜରରେ ରହିଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଦିଲ୍ଲୀ ଦଖଲ କରିବା ପାଇଁ ସବୁ ଦଳ ପକ୍ଷରୁ ଚାଲିଛି ହାଇଭୋଲ୍‌ଟେଜ ପ୍ରଚାର। ବିଜେପି, ଆମ୍‌ ଆଦ୍‌ମୀ ପାର୍ଟି ଏବଂ...

କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନରେ ନିଯୁକ୍ତି, ଜାନୁଆରି ୩୧ ଆବେଦନର ଶେଷ ତାରିଖ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ପ୍ରତିଷ୍ଠାନରେ ୩ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିବାର ଶେଷ ତାରିଖ ଜାନୁଆରି ୩୧ ତାରିଖ। ସମସ୍ତ ନିଯୁକ୍ତି...

ଭୁବନେଶ୍ଵରରୁ ୧୨୪ ଗ୍ରାମ ବ୍ରାଉନ ସୁଗାର ଜବତ, ଡିପ୍ଲୋମା ଛାତ୍ରଙ୍କ ସମେତ ୩ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀରୁ ଜବତ ହେଲା ୧୨୪ ଗ୍ରାମର ବ୍ରାଉନ ସୁଗାର। ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହୋବ ବୋଲି ଅନୁମାନ କରାଯାଉଛି। ଏହି ବ୍ରାଉନ ସୁଗାର କାରବାଗରରେ ଜଣେ ଡିପ୍ଲୋମା...

ଅପରେସନ ଗଜରାଜ – ଯାଜପୁରରେ ନରହନ୍ତା ଦନ୍ତାକୁ ଖୋଜୁଛି ଡ୍ରୋନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯାଜପୁରରେ ନରହନ୍ତା ଦନ୍ତାକୁ କାବୁ କରିବାକୁ ଆରମ୍ଭ ହେଲା ଅପରେସନ। ଡ୍ରୋନ କ୍ୟାମେରାରରେ ହାତୀ ଉପରେ ନଜର ରଖିଛି ବନବିଭାଗ। ଏନେଇ ସ୍ଵତନ୍ତ୍ର ଟିମ୍‌ ଓ ପୋଲିସ ମଧ୍ୟ ସଜାଗ ରହିଛନ୍ତି।...

କୋଲକାତାରୁ ଝାରସୁଗୁଡ଼ାକୁ ଆରମ୍ଭ ହେଲା ବିମାନ ଚଳାଚଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଝାରସୁଗୁଡ଼ାରେ ପହଞ୍ଚିଲା ଆଲାଏନ୍ସ ଏୟାରର ପ୍ରଥମ ବିମାନ। ସୋମବାର ୧୨ଟା ୪୫ରେ କୋଲକାତାରୁ ୧୬ ଜଣ ଯାତ୍ରୀଙ୍କୁ ନେଇ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲା। ପୁଣି ୧ଟା ୧୫ରେ ୨୫...

ଲୋକସଭା ସେକ୍ରେଟାରିଏଟ୍‌ରେ ସିକ୍ୟୁରିଟି ଆସିଷ୍ଟାଣ୍ଟ ଗ୍ରେଡ୍‌-୨ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ସେକ୍ରେଟାରିଏଟ୍‌ରେ ୧୭ଟି ସିକ୍ୟୁରିଟି ଆସିଷ୍ଟାଣ୍ଟ ଗ୍ରେଡ୍‌-୨ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ପ୍ରାର୍ଥୀ ଜାନୁଆରି ୩୦ ତାରିଖ ସୁଦ୍ଧା ଲୋକସଭା ସେକ୍ରେଟାରିଏଟ୍‌ରେ ପହଞ୍ଚିବେ। ଏହି...