ବିମାନ କମ୍ପାନିଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ – ସିଙ୍ଗାପୁର, ହଂକଂ, ଆବୁଧାବିକୁ ବିମାନ ଉଡ଼ାଣ ନେଇ ପ୍ରସ୍ତାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରି ୨୭ରୁ ଝାରସୁଗୁଡ଼ାରୁ କୋଲକତା ଉଡ଼ିବ ବିମାନ ଜାନୁଆରି ୩୧ରୁ ଭୁବନେଶ୍ଵରରୁ ବାରାଣାସୀ ଫେବ୍ରୁଆରି ୨୯ରୁ ବାରାଣାସୀରୁ ଭୁବନେଶ୍ଵର ଜୁଲାଇରେ ଝାରସୁଗୁଡ଼ାରୁ ମୁମ୍ଵାଇ ଜୁଲାଇ ପହିଲାରେ ପ୍ରୟାଗରାଜରୁ ଭୁବନେଶ୍ଵରକୁ ଉଡ଼ିବ...

ରାୟଗଡ଼ାରେ ମାଓବାଦୀଙ୍କ ଲଙ୍କାକାଣ୍ଡ – ଶ୍ରମିକଙ୍କୁ ନିସ୍ତୁକ ମାଡ଼, ଜେସିବି ପୋଡ଼ିଲେ ଲାଲବାହିନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କିଛି ଦିନର ନିରବତା ପରେ ରାୟଗଡ଼ାରେ ପୁଣି ଲାଲବାହିନୀ ବର୍ବରକାଣ୍ଡ ଘଟାଇଛି। ଠିକା କ୍ୟାମ୍ପରେ ଲଙ୍କାକାଣ୍ଡ ଘଟାଇ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର କରିଛି ଲାଲବାହିନୀ। ମଙ୍ଗଳବାର...
Odisha Tourism

ପର୍ଯ୍ୟଟନ ବିକାଶ ପାଇଁ ବଦଳିଲା ଓଡ଼ିଶାର ବ୍ରାଣ୍ଡ – ଏବେ Odishaah!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ  ନୂଆ ଉଦ୍ୟମ ଆରମ୍ଭ ହୋଇଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ବ୍ରାଣ୍ଡ ପରିବର୍ତ୍ତନ କରାଯିବ। ନୂଆ ବ୍ରାଣ୍ଡ ହେବ 'Odishaah! ଏହାର ଉଦ୍ଦେଶ୍ୟ ହେଉଛି...

ଜାତୀୟ ଭୋଟର ଦିବସ ପାଇଁ ଜୟପୁରରେ ପ୍ରସ୍ତୁତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୨୫ ତାରିଖ ଦିନ ପାଳିତ ହେବ ଜାତୀୟ ଭୋଟର ଦିବସ। ଏନେଇ ଲୋକଙ୍କୁ ସଚେତନ କରାଇବାକୁ ଜୟପୁରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୫ ତାରିଖରେ ଜୟପୁର ରଜାନହରଠାରୁ ବିକ୍ରମଦେବ କଲେଜ ଯାଏଁ...

ଡିଭାଇଡର ଟପି ସ୍କର୍ପିଓକୁ ପିଟିଲା କାର୍‌, ୫ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ବୁଧବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡିଭାଇଡର୍‌ ଟପି ସ୍କର୍ପିଓକୁ ଧକ୍କା ଦେଲା କାର୍‌। ଫଳରେ ରାସ୍ତାରେ କାମ କରୁଥିବା ୫ ଜଣ...

‘କନ୍ୟା ସନ୍ତାନ ଦିବସ’ ପାଇଁ ଜୟପୁରରେ ବୁଲିଲା ସଚେତନତା ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରତିବର୍ଷ ଜାନୁଆରି ୨୪ରେ ପାଳନ ହୁଏ ଜାତୀୟ କନ୍ୟା ସନ୍ତାନ ଦିବସ। ଏବେଠୁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଗଲାଣି। ଜୟପୁର ଜଗଧାତ୍ରୀପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ...

ଜାନୁଆରି ୨୭ରୁ ଝାରସୁଗୁଡ଼ାରୁ କୋଲକତାକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରି ୨୭ରୁ ଝାରସୁଗୁଡ଼ାରୁ କୋଲକତାକୁ ଓ ଜାନୁଆରି ୩୧ରୁ ଝାରସୁଗୁଡ଼ାରୁ ବାରଣାସୀକୁ ଉଡ଼ିବ ବିମାନ। ଜାନୁଆରି ୨୭ରୁ ଝାରସୁଗୁଡ଼ାରୁ କୋଲକତାକୁ ସିଧାସଳଖ ଉଡ଼ିବ ବିମାନ। ଆଲିଆନ୍ସ ଏୟାର ପକ୍ଷରୁ ଆରମ୍ଭ ହେବାକୁ ଥିବା...

ସତ ହେଲା ସ୍ୱପ୍ନ – ଆକାଶରେ ଉଡ଼ିଲେ ଓଡ଼ିଶାର ୪୩ ଦିବ୍ୟାଙ୍ଗ ପିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସତ ହେଲା ଦିବ୍ୟାଙ୍ଗ ପିଲାଙ୍କ ସ୍ୱପ୍ନ। ରାଜ୍ୟ ସରକାରଙ୍କ ସହଯୋଗରେ ବୁଧବାର ଆକାଶରେ ଉଡ଼ିଛନ୍ତି ରାଜ୍ୟର ୪୩ ଜଣ ଦିବ୍ୟାଙ୍ଗ ପିଲା। ଦିବ୍ୟାଙ୍କ ପିଲାଙ୍କ ସ୍ୱପ୍ନ ପୂରା କରିଛି 'ସ୍ୱାଭିମାନ' ନାମକ...

ଝାରପଡ଼ା ଜେଲ୍‌ରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ ଆଜି ପୁଣି ଥରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଝାରପଡ଼ା ଜେଲରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଶୌଚାଳୟ କବାଟ ବନ୍ଦ କରି ବେକରେ ଏକ ତାର...

ରାଜଧାନୀରେ ବାଂଲାଦେଶୀ ସେକ୍ସ ରାକେଟ୍‌ ଘଟଣା – ଆଉ ଜଣେ ସହଯୋଗୀ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀରେ ବାଂଲାଦେଶୀ ସେକ୍ସ ରାକେଟ୍‌ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ଙ୍କ ହାତରେ ଆଜି ଧରାପଡ଼ିଛି ଆଉ ଜଣେ ମାଷ୍ଟରମାଇଣ୍ଡ। ଯୁବକଙ୍କ ନାଁ ହେଉଛି ପ୍ରଶାନ୍ତ ପରିଡ଼ା। ମଙ୍ଗଳବାର ରାକେଟ୍‌ର ଦୁଇ କିଙ୍ଗପିନ୍‌ଙ୍କୁ ପୋଲିସ...