ରାୟଗଡ଼ାରେ ନିଶା ଦେଇ ବୃଦ୍ଧାଙ୍କଠାରୁ ଲୁଟି ନେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଲୁଟ୍ କରିବାର ନୂଆ ତରିକା ଆପଣେଇଛନ୍ତି ଲୁଟେରା। ନିଶା ଦ୍ରବ୍ୟ ଦେଇ ଜଣେ ବୃଦ୍ଧାଙ୍କଠାରୁ ତିନୋଟି ମୁଦି ଓ ନଗଦ ୧୫ ହଜାର ଟଙ୍କା ଲୁଟି...

ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ରାୟ ଶୁଣାଇ ପାରନ୍ତି ସୁପ୍ରିମକୋର୍ଟ। ଆମିକସ୍‌ କ୍ୟୁରିଙ୍କ ଷ୍ଟାଟସ୍‌ ରିପୋର୍ଟ ଆଧାରରେ ୧୨ଟି ପ୍ରସ୍ତାବ ଉପରେ ତର୍ଜମା କରି କୋର୍ଟ ରାୟ ଦେଇପାରନ୍ତି। ଶ୍ରୀମନ୍ଦିର ଭୂସମ୍ପତ୍ତି ସୁରକ୍ଷା,...

ଜାନୁଆରିରେ କଳିଙ୍ଗ ଷ୍ଟାଡିୟମରେ ହେବ ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଳିଙ୍ଗ ଷ୍ଟାଡିୟମରେ ପୁଣି ଓହ୍ଲାଇବ ଭାରତୀୟ ପୁରୁଷ ହକି ଦଳ। ଆସନ୍ତା ଜାନୁଆରି ମାସରେ ହେବାକୁ ଥିବା ଏଫ୍ଆଇଏଚ୍ ପ୍ରୋ-ହକି ଲିଗର ଆଠଟି ଲିଗ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ। ୨୦୧୪ରେ...

ଆଜିଠୁ ହାଇକୋର୍ଟରେ କାର୍ଯ୍ୟରେ ଯୋଗ ଦେଲେ ଆଇନଜୀବୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘଦିନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ଆଜିଠୁ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ। ହାଇକୋର୍ଟ ବାର୍‌ ଏବଂ କଟକର ଅନ୍ୟ ବାର୍‌ ଓକିଲଙ୍କୁ କାର୍ଯ୍ୟରେ...

ବାଲିଯାତ୍ରାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ରିକ୍ସା-ସାଇକେଲ ଶୋଭାଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲିଯାତ୍ରାକୁ ଆକର୍ଷଣୀୟ ଓ ପ୍ରଦୂଷଣ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ଏନେଇ ରବିବାର ସକାଳେ ଏକ ବିଶାଳ ସାଇକେଲ ଏବଂ ରିକ୍ସା ଶୋଭାଯାତ୍ରାର ଆୟୋଜନ...

ଦାନା ବାନ୍ଧୁଛି ଲଘୁଚାପ – ୯ରୁ ରାଜ୍ୟରେ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା। ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଥିବା ପାଣିପାଗ ବିଭାଗ ଆକଳନ କରିଛି। ଉତ୍ତର ଆଣ୍ଡାମାନ ସାଗର  ଓ ଆଖାପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା...

ରାୟଗଡ଼ାରେ ‘ସମାଜ’ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜ୍ୟୋତିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜ୍ୟୋତିଯାତ୍ରାକୁ ରାୟଗଡ଼ା ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ରବିବାର ସହର ପରିକ୍ରମା ବେଳେ ରାଜରାସ୍ତାରେ ହଜାର ହଜାର ଲୋକଙ୍କ ସମାଗମ...

କେନାଲରେ ପଡ଼ିଲା ସ୍କୁଲ ଭ୍ୟାନ – ୧୦ ଛାତ୍ରଛାତ୍ରୀ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଅଳଗୁଆଁ  ଗାଁ ନିକଟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି।  ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡ଼ି ଭାରସାମ୍ୟ ହରାଇ...

ଜିଲ୍ଲା ଗସ୍ତରେ ଥିବା ବରିଷ୍ଠ ଆଇଏଏସଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶାବଳି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ପାଇଁ ଯାଉଥିବା ବରିଷ୍ଠ ପ୍ରଶାସକମାନଙ୍କ ପାଇଁ ଏକ ନିର୍ଦ୍ଦେଶାବଳି ଜାରି କରାଯାଇଛି। ଉନ୍ନୟନ କମିସନର ସୁରେଶ ମହାପାତ୍ର ଏହି ଗାଇଡ୍‌ଲାଇନ ଜାରି...

ଭଦ୍ରକ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଭଦ୍ରକ ଜିଲ୍ଲା କୋର୍ଟରେ ଚାକିରି ସୁଯୋଗ। ବିଭିନ୍ନ ପଦ ପାଇଁ କରିପାରିବେ ଆବେଦନ। ଭଦ୍ରକ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଜୁନିଅର କ୍ଲର୍କ କପିଷ୍ଟ,...