ଆଜି ଅକ୍ଟୋବର ୨୯ – ୨୦ ବର୍ଷ ତଳେ ଅଧା ଓଡ଼ିଶାକୁ ଛାରଖାର କରି ଦେଇଥିଲା ମହାବାତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୯୯ ମସିହା ଅକ୍ଟୋବର ୨୯। ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ମହାବାତ୍ୟା। ଏହି ମହାବାତ୍ୟା ଜଗତସିଂହପୁର ଜିଲ୍ଲାରେ ଅଧିକାଂଶ ପରିବାରକୁ ଉଜାଡ଼ି ଦେଇଥିଲା। କେଉଁଠି ମା’ କୋଳରୁ ପୁଅକୁ ଛଡ଼ାଇ ନେଇଥିଲା...

ଆଇନଜୀବୀଙ୍କୁ ବାର୍ କାଉନସିଲ୍ ଅଫ ଇଣ୍ଡିଆର ଚେତାବନୀ – ଆନ୍ଦୋଳନରୁ ଓହର, ନହେଲେ କାର୍ଯ୍ୟାନୁଷ୍ଠାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଏବେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ଚେତାବନୀ ଦେଇଛି। ଆନ୍ଦୋଳନ ତୁରନ୍ତ ପ୍ରତ୍ୟାହାର ନକଲେ ଶୃଙ୍ଖଳାଗତ...

ଦୀପାବଳିରେ ଲିଭିଗଲା ଜୀବନ ଦୀପ – ଭୁବନେଶ୍ୱରରେ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀପାବଳି ରାତିରେ ଫିଲ୍ମ ଷ୍ଟାଇଲେ ଜଣେ ଯୁବକକୁ ହାଣିଲେ ଦୁର୍ବୃତ୍ତ। ଆଲୋକର ପର୍ବ ଦୀପାବଳିରେ ସାରା ରାଜ୍ୟ ହୋଇ ଉଠିଥିଲା ଉତ୍ସବମୁଖର। ଦୀପ ଜାଳି ବାଣ ଫୁଟାଇ ଲୋକେ ଉତ୍ସବ ପାଳୁଥିବା ବେଳେ...

କୋଣାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: କୋଣାର୍କରେ ଯୁବତୀଙ୍କୁ ଅସଦାଚରଣ। ଯୁବତୀ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ରାସ୍ତାରେ ପିଟିପିଟି ଲହୁଲୁହାଣ କରି ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା...

ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କଲା ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ଧରୁନି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଏହି ଘଟଣାରେ...

ଡାକ୍ତରଙ୍କ ପାଇଁ ପୁରସ୍କାର – ଭଲ କାମ କଲେ ମିଳିବ ୧୦ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଭଲ କାମ କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ୧୦ ଲକ୍ଷ ଏବଂ ସ୍ୱାସ୍ଥ୍ୟ...

କେନ୍ଦ୍ରାପଡ଼ା: ଚାଷୀଙ୍କ ଅଭିନବ ପ୍ରତିବାଦ – ବ୍ଲକ ଅଫିସରେ ଜନଶୁଣାଣି ଚାଲିଥିବା ବେଳେ ପୂରାଇଲେ ଷଣ୍ଢ

ଓଡ଼ିଶାଲାଇଭଵ ବ୍ୟୁରୋ ତାତିଲେ ଚାଷୀ। କଲେ ଅଭିନବ ପ୍ରତିବାଦ। ବାରମ୍ଵାର ଅଭିଯୋଗ ପରେ ପ୍ରଶାସନ ନଶୁଣିବାରୁ ଆଜି ବ୍ଲକ ଅଫିସ ପରିସରରେ ଶହ ଶହ ଷଣ୍ଢ ପୂରାଇଛନ୍ତି ଚାଷୀ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା...

ଦୁର୍ନୀତି ନିବାରଣ ପାଇଁ ଶପଥ ନେଲେ ପୋଲିସ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ନୀତି ହଟାଇବା ପାଇଁ ଶପଥ ନେଲେ ରାଜ୍ୟ ପୋଲିସ ମୁଖ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଆର୍‌ ପି କୋଚେ ଉପସ୍ଥିତ ରହି ମୁଖ୍ୟାଳୟର ଅଧିକାରୀ...

ରୀତା ସାହୁ ହେବେ ମନ୍ତ୍ରୀ!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମନ୍ତ୍ରୀ ହେବେ ରୀତା ସାହୁ। ଏମିତି ଏକ ଖବର ପାୱାର କରିଡରରେ କିଛିଦିନ ହେଲା ଚର୍ଚ୍ଚା ହେଉଛି। ରୀତା ରେକର୍ଡ ଭୋଟ୍‌ରେ ବିଜୟୀ ହୋଇଥିବାରୁ ତାଙ୍କୁ ମନ୍ତ୍ରୀ ପଦ ଦେଇ...

ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ ନକଲେ ଭୋଗିବେ ଏହି ଅସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଯଦି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସର ସମୟ ସୀମା ଶେଷ ହେବାକୁ ଯାଉଛି। ଏବଂ ଆପଣ ଏହାକୁ ରିନ୍ୟୁ ବା ନବୀକରଣ କରିନାହାନ୍ତି। ତେବେ ଜଲଦି ଏହାକୁ ରିନ୍ୟୁ କରାଇ ନିଅନ୍ତୁ। ନଚେତ୍...