ଚାକିରିଆ ବୋହୂ ଘର କଥା ଭଲ ବୁଝିପାରିବ

‘ଛୋଟ ଛୋଟ କଥା’ ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥଙ୍କ ଏକ ସାମୟିକ ସ୍ତମ୍ଭ। ଏହି କ୍ରମରେ ସେ ଆମ ଆଖି ଆଗରେ ପଡ଼ୁଥିବା ବିଭିନ୍ନ ଛୋଟ ଛୋଟ କଥାକୁ ଆପଣମାନଙ୍କ ସାମନାରେ ରଖିବାକୁ...

୧୧ରେ କିଟ୍‌ ସମାବର୍ତ୍ତନ ଉତ୍ସବ: ଉଦ୍‌ବୋଧନ ଦେବେ ଉପ-ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=_6eXRWFKBKw] ୧୧ ତାରିଖରେ କିଟ୍ ବିଶ୍ୱବିଦ୍ୟାଳୟ ପାଳନ କରିବାକୁ ଯାଉଛି ୧୩ତମ ସମାବର୍ତ୍ତନ ଉତ୍ସବ। ଏହି ଉତ୍ସବରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଛାତ୍ରଛାତ୍ରୀଙ୍କୁ ଦେବେ ଉଦ୍‌ବୋଧନ। ରାଜ୍ୟପାଳ ଡକ୍ଟର ଏସ୍‌ ସି...

ଶିକ୍ଷକ ସଂଘରେ ଫାଟ: ସଭାପତିଙ୍କ ନିଷ୍ପତ୍ତିକୁ ମାନିଲେନି ଶିକ୍ଷକ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଗ୍ରେଡ୍‌ ପେ ବଢ଼ାଇବା ଦାବିନେଇ ରାଜଧାନୀ ଭୁବନେଶ୍ବରରେ ଆନ୍ଦୋଳନ ଚଳାଇଥିବା ଶିକ୍ଷକ ସଂଘ ମଧ୍ୟରେ ଫାଟ। ସଂଘ ସଭାପତିଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରି ଏହି ଫାଟ ଉପୁଜିଛି। ଗ୍ରେଡ ପେ...

ଚାନ୍ଦିପୁରରେ ଖୋଲିଲା ୱିପନ୍‌ ପାର୍କ, ସ୍ଥାନ ପାଇଲା ୭୦ ଦଶକର ବିରଳ ଯୁଦ୍ଧାସ୍ତ୍ର

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଚାନ୍ଦିପୁରରେ ପିଏକ୍ସଇ ପ୍ରତିଷ୍ଠା ହେବାର ୧୨୩ ବର୍ଷ ପରେ ଖୋଲିଲା ୱିପନ୍‌ ପାର୍କ। ଏହାକୁ ଦେଶର ପ୍ରଥମ ୱିପନ୍‌ ପାର୍କ  ବୋଲି କୁହାଯାଉଛି। ଆଗାମୀ ପିଢ଼ିଙ୍କୁ ଏହି ପାର୍କ ଦେଶର ପ୍ରତିରକ୍ଷା...

ତେଜିଲା ଫସଲହାନି ରାଜନୀତି: ରାଜ୍ୟକୁ ଦୋଷ ଦେଲେ କେନ୍ଦ୍ର କୃଷି ମନ୍ତ୍ରୀ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଫସଲହାନି ଓ ଚକଡ଼ା ପୋକକୁ ନେଇ ତେଜୁଛି ରାଜନୀତି। ବିଗତ ଦିନରେ ଓଡ଼ିଶା ବିଜେପି ନେତା ଘନଘନ ଆଟାକ୍‌ କରି ରାଜ୍ୟ ସରକାରଙ୍କୁ ଅକଳିଆରେ ପକାଇବା ପରେ ଆଜି କେନ୍ଦ୍ର କୃଷି...

୧୨ରେ ଓଡ଼ିଶା ଆସିବେ କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ: ଫସଲହାନିର ସ୍ଥିତି ପରଖିବେ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଓଡ଼ିଶାର ଚାଷୀ ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେପି। ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇବା ଲାଗି ବିଜେପି ସଜବାଜ ହେଉଛି। କେନ୍ଦ୍ର ନେତାଙ୍କୁ ଓଡ଼ିଶା ଆଣି ବିଜେପି ପତିଆରା ଜାହିର୍‌ କରିବାକୁ ଯାଉଛି। ...

ଜିଲ୍ଲାପାଳ ଅଫିସକୁ ଗଲା ଚକଡ଼ା ଗାଇଡଲାଇନ୍‌

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ସ୍ୱତନ୍ତ୍ର ରିଲିଫ୍‌ କମିଶନର ପଠାଇଲେ ଗାଇଡଲାଇନ୍‌ ପ୍ରକୃତ ଚାଷୀଙ୍କୁ ମିଳିବ ଇନ୍‌ପୁଟ ସବ୍‌ସିଡି ସର୍‌ଜମିନ୍‌ ତଦନ୍ତରେ ଚିହ୍ନଟ ହେବେ ପ୍ରକୃତ ଚାଷୀ ଆକାଉଣ୍ଟ ଜରିଆରେ ଦିଆଯିବ ସବ୍‌ସିଡି ଟଙ୍କା ଚକଡ଼ା ପୋକ...

ଏମ୍‌ସରୁ ଆସିଲା ଭଲ ଖବର: ମାଆ କୋଳରେ ଜଗା ଖାଇଲା ଭାତ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ଦିଲ୍ଲୀ ଏମ୍‌ସରେ ସୁଧୁରୁଛି ଜଗା-କାଳିଆଙ୍କ ସ୍ୱାସ୍ଥ୍ୟ। ହେଲେ ଉଭୟଙ୍କ ଭିତରୁ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇଛି। ଆଜି ମାଆ କୋଳରେ ବସି ଜଗା ଭାତ ଖାଇଛି। ଏପଟେ କାଳିଆ...

ଜୁଡିସିଆଲ୍‌ ତଦନ୍ତ ଆଦେଶକୁ ଡ୍ରାମା କହିଲେ ଜୁଏଲ୍

(ଓଡ଼ିଶାଲାଇଭ୍‌ ବ୍ୟୁରୋ) କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରୁ ନିଜକୁ ଦୁରେଇ ରଖୁଥିବା ବିଜେପି ଏବେ ରାଜ୍ୟ ସରକାରଙ୍କ ଉପରେ ଜମେଇକି ବର୍ଷୁଛି। ବିଜେପି ଦଳିତ ସେଲ୍‌ ପ୍ରଥମେ ଏନେଇ ମୁହଁ ଖୋଲିବା ପରେ ଆଜି କେନ୍ଦ୍ରମନ୍ତ୍ରୀ...

ଖୋର୍ଦ୍ଧାବାସୀଙ୍କୁ ମିଳୁଛି ଦୟାର ଦୂଷିତ ପାଣି

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ପ୍ରଦୂଷିତ ହୋଇଛି ଦୟା ନଦୀ ପାଣି। ଏହା ସ୍ୱୀକାର କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ଘୋଷଣା ସତ୍ତ୍ୱେ ଖୋର୍ଦ୍ଧା ସହରବାସୀଙ୍କୁ ଏହି ଦୂଷିତ ପାଣି ମିଳୁଛି। ତେବେ କାହିଁକି ଖୋର୍ଦ୍ଧା ଜନ...