ଗ୍ୟାସ୍‌ ବନାମ ପାଣି : ଜଳ ଯୋଗାଣ ପ୍ରକଳ୍ପକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ, ବିଜେଡି ଦେଲା ଜବାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଇପ୍ ପଲିଟିକ୍ସକୁ ନେଇ ଆଜି ରାଜ୍ୟ ରାଜନୀତି ଉଠିଛି ପଡ଼ିଛି। ରାଜ୍ୟ ସରକାରଙ୍କ  ପାଇପ୍‌ ଯୋଗେ ଜଳ ଯୋଗାଣ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗଟେ କରିଥିବା ବେଳେ ବିଜେଡି...

ପାଇପ୍‌ ଯୋଗେ ଘରେ ପହଞ୍ଚିବ ପାଣି: ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୧୦୧ଟି ସହରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଏହି ଶିଳାନ୍ୟାସ କରିଛନ୍ତି। ୭୮୩ କୋଟି ଟଙ୍କାରେ ୫୫୫ଟି ଜଳ ଯୋଗାଣ...

ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=oWV3EVW-vAY] ପାଇପ୍ ଲାଇନ୍ ଯୋଗେ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱରର ନାଲ୍‌କୋ ନଗରରେ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ ଏହି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ...

ଘନୀଭୂତ ହେଉଛି ଲଘୁଚାପ: ଧୋଇଯିବ କି ଦୀପାବଳି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେ ଘନୀଭୂତ ହେଉଛି ଲଘୁଚାପ। ବୁଧବାର ରାତି ସୁଦ୍ଧା ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଘଣ୍ଟାକୁ ୪୫ରୁ ୫୫ କି ମି ବେଗରେ ପବନ...

ବାଣ ତିଆରି ବେଳେ ବିସ୍ଫୋରଣ: ଚାଲିଗଲା ୬ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀପାବଳି ପାଇଁ ସାରା ଦେଶ ରଙ୍ଗିନ୍ ଆଲୋକମାଳାରେ ସଜେଇ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରେ ଘଟିଛି ଅଘଟଣ। ବୁଧବାର ଅପରାହ୍ନରେ ବାଣ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ ଘଟିବାରୁ ୬ ଜଣ...

ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଜନୈକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ପୋଲିସ ବୁଧବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଯଦୁପୁର ଗ୍ରାମର କାଳନ୍ଦି ବେହେରା...

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ଜଣକର ଲାଇ ଡିଟେକ୍ସନ୍ ଟେଷ୍ଟ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ସପ୍ତାହେ ବିତିଥିଲେ ମଧ୍ୟ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି। ଏପର୍ଯ୍ୟନ୍ତ ପ୍ରକୃତ ଅଭିଯୁକ୍ତ କିଏ ତାହା ଜଣାପଡ଼ିନି। ପୀଡ଼ିତାଙ୍କ ଗାଁର ଅଟକ ରହିଥିବା ୪ ଜଣ ଯୁବକଙ୍କ...

ଅଙ୍ଗନବାଡ଼ି ପଲିଟିକ୍ସ: ନବୀନ ନିବାସ ଗଲେ ଗୋଟିଏ ଗୋଷ୍ଠୀ, ଅନ୍ୟ ଗୋଷ୍ଠୀର ଧାରଣା ଜାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଙ୍ଗନବାଡ଼ି ସଂଘରେ ପଲିଟିକ୍ସ। ବିଜେଡି ଓ ବିଜେପିର କାଦୁଅଫିଙ୍ଗା ରାଜନୀତି ଯୋଗୁଁ ସଂଘର ଏକତା ଭାଙ୍ଗି ଯାଇଛି। ଦରମା ବୃଦ୍ଧିକୁ ନେଇ ବିଜେଡି ସମର୍ଥିତ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ...

ତେଜିଲା ଅଙ୍ଗନବାଡ଼ି ରାଜନୀତି: ବିଜେଡି ଘେରିଲା କେନ୍ଦ୍ରକୁ, ବିଜେଡିକୁ ବାଣ ମାରିଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ଦରମା ବୃଦ୍ଧି ପରେ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ବିଜେଡି କେନ୍ଦ୍ରର ବିଜେପି ସରକାରକୁ ଟାର୍ଗଟେ କରିଥିବା ବେଳେ ବିଜେପି ବିଜେଡିକୁ ବାଣ ମାରିଛି। ବିଜେପି,...

ଭୁବନେଶ୍ୱରରେ ଆରମ୍ଭ ହେବ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ପାଇପ୍‌ ଲାଇନ୍‌ ଯୋଗେ ହେବ ଗ୍ୟାସ୍‌ ଯୋଗାଣ। ଅକ୍ଟୋବର ୨୦ ତାରିଖରେ ଏହାର ଶୁଭାରମ୍ଭ ହେବ। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ...