ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ରାଜନୈତିକ ଲଢ଼େଇ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଢେଙ୍କାନାଳ ଲୋକସଭା ଆସନ ପାଇଁ ରାଜନୈତିକ ଲଢ଼େଇ ଲଢ଼ିବେ ଅଭିଜ୍ଞ ରୁଦ୍ରନାରାୟଣ ପାଣି, ଡକ୍ଟର ଅବିନାଶ ସାମଲ ଓ ସସ୍ମିତା ବେହେରା।
ଢେଙ୍କାନାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି...
ଭୃଗୁ ବନାମ ପ୍ରଦୀପ: କିଏ ହାତେଇବ ବ୍ରହ୍ମପୁର ଲୋକସଭା ଆସନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=Udf6TsmC2_U&t=8s
ବ୍ରହ୍ମପୁର ଲୋକସଭା ଆସନ ହାତେଇବାକୁ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ। କିଏ ମାରିବ ବ୍ରହ୍ମପୁର ବାଜି, ବିଜେପି, ବିଜେଡି ନା କଂଗ୍ରେସ, ତା’ ଉପରେ...
ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ମଙ୍ଗଳବାର ବଡ଼ ଶୋଭାଯାତ୍ରାରେ ଆସି ସେ ସମ୍ବଲପୁର ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ...
କୋରାପୁଟ ଲୋକସଭା ଆସନରେ ଏଥର ସପ୍ତଗିରି-କୌଶଲ୍ୟା କଡ଼ା ଟକ୍କର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=bj6xvwmdZh0&t=172s
କୋରାପୁଟ ଲୋକସଭା ଆସନରେ ଏଥର ଜମିବ ଲଢ଼େଇ, କଂଗ୍ରେସ, ବିଜେଡି ନା ବିଜେପି ଉପରେ ଭରସା କରିବେ ଭୋଟର?
ଦକ୍ଷିଣ ଓଡ଼ିଶାର ଏକ ଚର୍ଚ୍ଚିତ ଆସନ ହେଉଛି କେରାପୁଟ ଲୋକସଭା କ୍ଷେତ୍ର।...
ଓଡ଼ିଶାରେ ନିଆଁ ବର୍ଷା: ଆଜି ୪୬ ଡିଗ୍ରୀ ଛୁଇଁଲା ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଡହ ଡହ ଖରାରେ ଜଳୁଛି ସାରା ଓଡ଼ିଶା। ମଙ୍ଗଳବାର ଦିନ ରାଜ୍ୟର ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି। ଆସନ୍ତା ମେ’ ୩ ତାରିଖ ଯାଏଁ ତାତିରେ ବ୍ରେକ ଲାଗିବ ନାହିଁ ବୋଲି...
ନୟାଗଡ଼: ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିରରେ ନବଦିନାତ୍ମକ ଶ୍ରୀରାମ ଜନ୍ମ ମହୋତ୍ସବ ଉଦଯାପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ପ୍ରସିଦ୍ଧ ଶ୍ରୀରଘୁନାଥ ଜୀଉଙ୍କ ମନ୍ଦିରରେ ନବଦିନାତ୍ମକ ଶ୍ରୀରାମ ଜନ୍ମ ମହୋତ୍ସବ ଉଦଯାପିତ ହୋଇଛି। ସୋମାବାର ପାରମ୍ପରିକ ରୀତିନୀତି ଓ ପୂଜା ପାର୍ବଣ...
ହିଞ୍ଜିଳି ବିଧାନସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ହିଞ୍ଜିଳି ବିଧାନସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଦିନ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନବୀନ ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ପ୍ରାର୍ଥିପତ୍ର ଦାଖଲ...
ପାଟକୁରାରେ ସମ୍ମାନ-ଅପମାନର ରାଜନୀତି: ଏଥର ଗଡ଼ ବଞ୍ଚାଇବା ବିଜେଡି ପାଇଁ ଚ୍ୟାଲେଞ୍ଜ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନରେ ସରଗରମ ହୋଇଛି ରାଜନୈତିକ ପାଣିପାଗ। ଏଥର ମଧ୍ୟ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ଵିମୁଖୀ ଲଢ଼େଇ ନେଇ ଚର୍ଚ୍ଚା ହେଉଛି। ଏହା...
ଆଜି ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ହିଞ୍ଜିଳି ବିଧାନସଭା ଆସନରୁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ୧୨ଟା ୩୦ ସମୟରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବେ। ଏହାପୂର୍ବରୁ...
ନବରଙ୍ଗପୁର ଲୋକସଭା ଆସନ ପାଇଁ ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ବଳଭଦ୍ର-ପ୍ରଦୀପ-ଭୁଜବଳ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନବରଙ୍ଗପୁର ଲୋକସଭା ଆସନ ପାଇଁ ଏଥର ମଇଦାନରେ ପୁଣି ହେବାକୁ ଯାଉଛି ୩ ମାଝିଙ୍କ ମଧ୍ୟରେ କଡ଼ା ଟକ୍କର। ଏଠାରେ ରାଜ୍ୟର ପ୍ରମୁଖ ଦଳ ସେମାନଙ୍କ ହେଭିୱେଟ୍ ନେତାଙ୍କୁ ପ୍ରାର୍ଥୀ...





















