ଶକ୍ତି ପ୍ରଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କଲେ ବିଭିନ୍ନ ଦଳର ହେଭିଓ୍ଵେଟ ନେତା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ନେତାଙ୍କ ଶକ୍ତି ପ୍ରଦର୍ଶନ ନାଚିଲେ ସମ୍ବିତ, ସ୍କୁଟରରେ ଗଲେ ରଣେନ୍ଦ୍ର ପ୍ରତାପ ରାଉରକେଲାରେ ଦିଲ୍ଲୀପଙ୍କ ବିଶାଳ ଶୋଭାଯାତ୍ରା ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ବିରାଟ ଶୋଭାଯାତ୍ରାରେ ଆସି ଶକ୍ତି ପ୍ରଦର୍ଶନ...

ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ୩ ଜଣ କର୍ମଚାରୀ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଜୋନାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟ ପରିସରରେ ଅଗ୍ନିକାଣ୍ଡ ଘଟି ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା...

ଓଡ଼ିଶାରେ ନିଆଁ ବର୍ଷା: ଆଜି ଉତ୍ତପ୍ତ ସହର ପାଲଟିଲା କେନ୍ଦୁଝର

ଓଡ଼ିଶାଲାଇଭ୍ ବ୍ୟୁରୋ ଟକ ଟକ ଖରାରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ରୌଦ୍ରତାପରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ। ଆହୁରି ୪ ଦିନ ତାତିରୁ ମୁକ୍ତି ମିଳିବ ନାହିଁ ବୋଲି ଚେତାବନୀ ଜାରି କରିଛି...

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି ପ୍ରକାଶିତ: ଓଡ଼ିଶାର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ଆଜିଠୁ...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ସାମିଲ ରହିଛି। ମେ’ ୨୫ ତାରିଖରେ ଏହିସବୁ...

ଏଥର ଆଠଗଡ଼ରେ ରଣେନ୍ଦ୍ରଙ୍କୁ କିଏ ଦେବ ଟକ୍କର, ବିଜେପି ନା କଂଗ୍ରେସ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଠଗଡ଼ରେ ପୁଣି ଚାଲିବକି ରାଜାଙ୍କ ରାଜ୍, ନା ବାଜି ମାରିନେବେ ବିଜେପି-କଂଗ୍ରେସ? ଆଠଗଡ଼ରେ ତିନି ପ୍ରମୁଖ ରାଜନୈତିକ ଦଳର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଚିତ୍ର ସ୍ପଷ୍ଟ ହୋଇସାରିଛି। ଭେଟେରାନ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ...

କାହାର ହେବ ଦିଗପହଣ୍ଡି: ସୂର୍ଯ୍ୟଙ୍କ ଗଡ଼ରେ ପଦ୍ମ ଫୁଟାଇ ପାରିବେ କି ସିଦ୍ଧାନ୍ତ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେବଳ ଗଞ୍ଜାମ ନୁହେଁ ସମଗ୍ର ଓଡ଼ିଶାର ଏକ ଗୁରୁତ୍ଵପୂର୍ଣ୍ଣ ଆସନ ହେଉଛି ଦିଗପହଣ୍ଡି। ଅନେକ ବର୍ଷରୁ ଏହା ବିଜେଡିର ଗଡ଼ ରହି ଆସିଛି। ଓଡ଼ିଶା ରାଜନୀତିର ଟାଣୁଆ ନେତା ସୂର୍ଯ୍ୟନାରାୟଣ...

ଓଡ଼ିଶାର ୨ ଲୋକସଭା ଓ ୮ ବିଧାନସଭା ଆସନରେ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା। ରାଜ୍ୟର ୨ଟି ଲୋକସଭା ଓ ୮ଟି ବିଧାନସଭା ଆସନ ଲାଗି ରବିବାର ପ୍ରାର୍ଥୀ ଘୋଷଣା କରିଛି...

ଚଳିତ ନିର୍ବାଚନରେ ଓଡ଼ିଶାବାସୀ ରାଜ୍ୟରେ ବିଜେପି ସରକାର ଗଠନ କରିବେ – ଜେପି ନଡ୍ଡା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରବିବାର ସେ ବ୍ରହ୍ମପୁରର ଆମ୍ବପୁଆଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା ଓ...

ମଧୁବାବୁଙ୍କ ଜୟନ୍ତୀ ଅବସରରେ ଶୁଣନ୍ତୁ ତାଙ୍କ କାଳଜୟୀ କବିତା ‘ଆହେ ବିଶ୍ଵପତି’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=BJOGVYU8-XI&t=9s ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡ଼ିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦ୍‌ବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ। ଆଜି ଉତ୍କଳ ଗୌରବ ମଧୁସୂଦନ...

ମଧୁବାବୁଙ୍କ ଜୟନ୍ତୀ ଅବସରରେ ଶୁଣନ୍ତୁ ତାଙ୍କ କାଳଜୟୀ କବିତା ‘ମା’ ମା’ ବୋଲି କେତେ ମୁଁ ଖୋଜିଲି’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Jq66SMtS8qk  ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ଜୀବନ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର ଏକ ପ୍ରୟାସ। ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ...