ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପିରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ସୋମବାର ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ବିଜେପି ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେ ତାଙ୍କୁ ଦଳରେ ସାମିଲ କରାଇଥିଲେ।...
ଓଡ଼ିଶା ଦିବସ ଅବସରରେ ଶୁଣନ୍ତୁ ମଧୁବାବୁଙ୍କ ‘ମାତା ମାତା ରବ’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=B2dCb8FAHIs
ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିପ୍ରାଣର ପରିଚୟ। ପରାଧୀନ ଭାରତରେ ଉତ୍କଳ ମାତାର ବନ୍ଦନା କରି ଓଡ଼ିଆମାନଙ୍କୁ ଉତ୍କଳୀୟ ଭାବନାରେ ଉଦ୍ବୁଦ୍ଧ ହେବାକୁ ସେ କେତୋଟି କବିତା ଲେଖିଥିଲେ।
ଆଜି ଉତ୍କଳ ଦିବସ...
ଓଡ଼ିଶା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ୮୯ତମ ଓଡ଼ିଶା ଦିବସ। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଆଜି ରାଜ୍ୟବାସୀ ବେଶ୍ ଧୁମଧାମରେ ପାଳନ କରୁଛନ୍ତି। ଓଡ଼ିଶା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ଆଜି ଓଡ଼ିଶା ଦିବସ, ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଗର୍ବର ଦିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଓଡ଼ିଶା ଦିବସ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତ୍ତିରେ ଗଠନ ହୋଇଥିଲା ଓଡ଼ିଶା ରାଜ୍ୟ। ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବର ଦିନ। ଯେଉଁମାନଙ୍କର ଅଦମ୍ୟ...
ଓଡ଼ିଶାର ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି: କଟକରୁ ଲଢ଼ିବେ ଭର୍ତ୍ତୃହରି ମହତାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ବାକି ଥିବା ୩ଟି ଲୋକସଭା ଆସନ ପାଇଁ ଶନିବାର ଦିନ ପ୍ରାର୍ଥୀ ଘୋଷଣା କରିଛି ବିଜେପି। କଟକ ଲୋକସଭା ଆସନ ଲାଗି ଭର୍ତ୍ତୃହରି ମହତାବଙ୍କୁ ବିଜେପି ପ୍ରାର୍ଥୀ କରିଛି। ସେହିପରି...
ଏପ୍ରିଲ ୨ରୁ ଓଡ଼ିଶାରେ ସକାଳୁଆ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେଠୁ ଅସହ୍ୟ ହେଲାଣି ଖରା। ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ହେଉଥିବା ଦେଖି ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଆସନ୍ତା ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ହେବ।
ରାଜ୍ୟରେ ପ୍ରଥମରୁ...
ଆଜି ଓଡ଼ିଶାରେ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା, ତତଲା ସହର ପାଲଟିଲା ମାଲକାନଗିରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେଠୁ କଲବଲ କଲାଣି ତାତି, ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଶନିବାର ଦିନ ରାଜ୍ୟରେ ୪୧ ଡିଗ୍ରୀ ଛୁଇଁଛି ତାପମାତ୍ରା। ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା...
ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ଭୋଟ ଦେବା ଜରୁରୀ – ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋଟ ଦେବା ଲାଗି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ପାଇଁ ଏଡିଆର ଏବଂ ଓଡ଼ିଶା ଇଲେକସନ ୱାଚ୍ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର।
ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୁବନେଶ୍ଵରରେ ରାଜ୍ୟସ୍ତରୀୟ ଆଲୋଚନା...
ଲୋକସଭା ନିର୍ବାଚନ ପାଇଁ ଗଠନ ହେଲା ବିଜେପିର ନିର୍ବାଚନୀ ଇସ୍ତାହାର କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବା ଲାଗି ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଛି ବିଜେପି। ଏହି କମିଟିରେ ମୋଟ ୨୭ ଜଣ ସଦସ୍ୟ ରହିଛନ୍ତି। ଏହି ୨୭...
କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ଶନିବାର ଦିନ ସେ ନିଜ ଇସ୍ତଫା ପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ...





















