ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶରେ ବିଶେଷ ସହାୟକ ‘ବିଶ୍ୱ ଦକ୍ଷତା କେନ୍ଦ୍ର’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=SQFlkTFPfkU ୭ଟି ଅତ୍ୟାଧୁନିକ ବିଷୟରେ ୧ ବର୍ଷିଆ ତାଲିମ ପାଠ୍ୟକ୍ରମ ‘ଫିନିସିଙ୍ଗ୍ ସ୍କୁଲ’ ଢାଞ୍ଚାରେ ଶିଳ୍ପ ଉପଯୋଗୀ ତାଲିମ ଅନ୍ତର୍ଜାତୀୟ ମାନର ଲାବୋରେଟୋରି ସାଙ୍ଗକୁ ବିଶ୍ୱସ୍ତରୀୟ ତାଲିମ ବିଭିନ୍ନ ବିଷୟରେ ଦକ୍ଷତା ବିକାଶ ତାଲିମ ନେଇ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସିଙ୍ଗାପୁର ଆଇଟିଇଇଏସର ସିଇଓ ବ୍ରୁସ୍‌ ପୋହ: ଓଡ଼ିଶାରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଆସିଥିବା...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସର (ଆଇଟିଇଇଏସ୍‌) ସିଇଓ ବ୍ରୁସ୍‌ ପୋହ ଏବଂ ଏକ ପ୍ରତିନିଧି ଦଳ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନରେ ଆସିଛନ୍ତି। ସେଠାରେ ସୋମବାର ଦିନ ଆୟୋଜିତ ଏକ...

ଭୁବନେଶ୍ୱରଠାରେ ଆୟୋଜିତ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ ସପ୍ତାହ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫୧ ଜଣଙ୍କୁ ପ୍ରଦାନ କରାଗଲା...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ ବିଏମସି କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି କୃତ୍ରିମ ଅଙ୍ଗ ବିତରଣ ସପ୍ତାହ। ବିଜୁ ମହାବୀର...

ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶା ସମେତ ଦେଶର ୨ ହଜାରରୁ ଊର୍ଦ୍ଧ୍ଵ ରେଳ ପ୍ରକଳ୍ପର ଉଦଘାଟନ ଓ...

ଓଡ଼ିଶାଲାଇଭ୍ ବ୍ୟୁରୋ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ସୋମବାର ଦିନ ୪୧ ହଜାର କୋଟି ଟଙ୍କା ମୂଲ୍ୟର ୨ ହଜାରରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି କେନ୍ଦ୍ର...

ବଲିଉଡର ଭେଟେରାନ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡର ଭେଟେରାନ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କର ପରଲୋକ ହୋଇଛି। ସୋମବାର ଦିନ ୭୨ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ପଙ୍କଜ ଉଧାସ ଅସୁସ୍ଥ...

କେନ୍ଦ୍ରାପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ଗଛରେ ବୋଲେରୋ ପିଟି ହୋଇ ୩ ଜଣ ଯାତ୍ରା କଳାକାରଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କର ଜୀବନ ଚାଲିଯାଇଛି। ଏଭଳି ଅଭାନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁର ନିକଟରେ। ଯାତ୍ରା କଳାକାରଙ୍କୁ ଧରି ଯାଉଥିବା...

‘ମେଘନା’ କେବେ ନାୟିକା କେବେ ଖଳନାୟିକା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=_4h4FHv2l90 ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ମେଘନା ମିଶ୍ର କେବେ ପାଲଟିଛନ୍ତି ନାୟିକା ତ କେବେ ଖଳନାୟିକା। ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ମେଘନା ମିଶ୍ର। ‘କୁଳ ନନ୍ଦନ’, ‘ନାରୀ ଅଖିରେ...

ସଙ୍ଗୀତ ବିନା ଅଧୁରା ‘ଅନ୍ତରା’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=e-D9lID9g5s ନିଜ ସୁମଧୁର କଣ୍ଠରେ ସଙ୍ଗୀତକୁ ସଜେଇ ଶ୍ରୋତାଙ୍କୁ ବାନ୍ଧି ରଖିଥିବା ଓଡ଼ିଶାର ଜଣେ ଆଗଧାଡ଼ିର ଗାୟିକା ହେଲେ ଅନ୍ତରା ଚକ୍ରବର୍ତ୍ତୀ। ଓଡ଼ିଶାଲାଇଭ୍‌ ସହ ସମ୍ପୂର୍ଣ୍ଣ ସାକ୍ଷାତକାରରେ ସାମିଲ ହୋଇ ନିଜ ସଙ୍ଗୀତ-ଜୀବନ-କାହାଣୀ...

ବେଆଇନ ଅଫିମ ଚାଷ ନଷ୍ଟ କଲା ମୟୂରଭଞ୍ଜ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଧଳାବଣି ଗ୍ରାମ ପଞ୍ଚାୟତର ଠୁକୁରୁଗୁଡ଼ା ଓ ପୋଡ଼ାଗଡ଼ ଗ୍ରାମ ପଞ୍ଚାୟତର ବୁନ୍ଦେଇପୋଷି ଜଙ୍ଗଲ ମଧ୍ୟରେ...

ବୌଦ୍ଧରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ମହାରାଷ୍ଟ୍ରକୁ ଚାଲାଣ ହେଉଥିବା ଗଞ୍ଜେଇ ଭର୍ତ୍ତି ଟ୍ରକକୁ ବୌଦ୍ଧ ବ୍ରିଜ ଛକରୁ ଜବତ କରିଛି ବୌଦ୍ଧ ପୋଲିସ। ବେଆଇନ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ପୋଲିସ ୨...