ବୌଦ୍ଧରେ କିସ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଏଣିକି ମାଗଣାରେ ଇଂରାଜୀ ମାଧ୍ୟମରେ ପାଠ ପଢ଼ିବାର ସୁଯୋଗ ପାଇବେ ବୌଦ୍ଧ ଜିଲ୍ଲାର ଗରିବ ଶ୍ରେଣୀର ଛାତ୍ରଛାତ୍ରୀ। ବୌଦ୍ଧ ଜିଲ୍ଲା ଲୁଣିବାହାଲଠାରେ କଳିଙ୍ଗ ଇନ୍ଷ୍ଟିଚ୍ୟୁଟ ଅଫ ସୋସିଆଲ...
ଶ୍ରୀକ୍ଷେତ୍ର ପୁରୀରୁ କୋଣାର୍କକୁ ଗଡ଼ିବ ଟ୍ରେନ – ରେଳମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
“ଶ୍ରୀକ୍ଷେତ୍ର ପୁରୀରୁ ଅର୍କକ୍ଷେତ୍ର କୋଣାର୍କକୁ ଗଡ଼ିବ ଟ୍ରେନ। ଏଥିଲାଗି ନୂଆ ରେଳ ଲାଇନ୍ ନିର୍ମାଣ ହେବ। ନୂଆ ଟ୍ରକରେ ଚାଲିବ ଭିଷ୍ଟାଡୋମ୍ ଟ୍ରେନ୍। ଫଳରେ ଟ୍ରେନ ଭିତରୁ ପର୍ଯ୍ୟଟକମାନେ ବାହାରର ସମସ୍ତ...
ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ଓଡ଼ିଶାର ୩ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ଓଡ଼ିଶାର ୩ ଜଣ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ଏ ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର...
ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ମଙ୍ଗଳବାର ଦିନଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସକଳ ୯ଟାରୁ ପରୀକ୍ଷା ଆରମ୍ଭ...
ଭବିଷ୍ୟତ ଲାଗି ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ହେବ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଦୁଇଦିନିଆ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ'
(ଭୁବନେଶ୍ୱର): ରାଜ୍ୟ ସରକାରଙ୍କ 'ନୂଆ ଓଡ଼ିଶା' କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆୟୋଜିତ ହୋଇଛି ଦୁଇଦିନିଆ 'ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି...
ବଦଳିଲା ଆଞ୍ଚଳିକ ପାସପୋର୍ଟ ଅଫିସ ଠିକଣା: ରସୁଲଗଡ଼ସ୍ଥିତ ଓଡ଼ିଶା ବିଜନେସ ସେଣ୍ଟରରେ ଚାଲିବ କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିଲା ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାସପୋର୍ଟ ଅଫିସର ଠିକଣା। ଏଣିକି ରସୁଲଗଡ଼ ସ୍ଥିତ ଓଡ଼ିଶା ବିଜନେସ ସେଣ୍ଟରରେ କାମ ଚାଲିବ। ନୂତନ ଠିକଣା ହେଉଛି ଗ୍ରାଉଣ୍ଡ ଫ୍ଲୋର, ଓଡ଼ିଶା ବିଜନେସ ସେଣ୍ଟର ପ୍ଲଟ...
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ। ସୋମବାର ଦିନ ଏ ନେଇ ନବୀନ ଚନ୍ଦ୍ର ନାରାୟଣ ଦାସ ସୂଚନା ଦେବା ସହ ନିଜ...
ଭୁବନେଶ୍ୱରରେ ଦୁଇଦିନିଆ ‘ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ରାଜ୍ୟ ସରକାରଙ୍କ 'ନୂଆ ଓଡ଼ିଶା' କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି ଦୁଇଦିନିଆ 'ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ'। ଏଥିରେ ବିଭିନ୍ନ ଶିଳ୍ପ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱ, ଦକ୍ଷତା...
ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଖେଇ ଆସୁଛି ସାଧାରଣ ନିର୍ବାଚନ ସମୟ। ନିର୍ବାଚନ ବିଗୁଲ ବାଜିବା ଆଗରୁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି ସବୁ ରାଜନୈତିକ ଦଳ। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ମାର୍ଚ୍ଚ ପହିଲାରେ...
ଓଡ଼ିଶାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି, ମଙ୍ଗଳବାରଠାରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ଚଳିତ ବର୍ଷ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର...





















