ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ନୟାଗଡ଼ ଜିଲ୍ଲା ମୋଟର ଯାନ ନିରୀକ୍ଷକ (ଏମଭିଆଇ) ପଞ୍ଚାନନ ବେହେରାଙ୍କ ୭ଟି ଠିକଣା ଉପରେ ଭିଜିଲାନ୍ସ ବଭାଗ ପକ୍ଷରୁ ଏକକାଳୀନ ଚଉଢ଼ କରାଯାଇଛି।...
ବୌଦ୍ଧରେ ପୁଣି ମାଓବାଦୀ ପୋଷ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର। ଗଞ୍ଜେଇ ଚାଷକୁ ପ୍ରତ୍ସାହନ ଦେଉଥିବା ପୋଲିସକୁ ଟାର୍ଗେଟ କରି ଏହି ପୋଷ୍ଟର ଲଗାଯାଇଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ...
ବହୁ ପ୍ରତୀକ୍ଷିତ ମାମଲକାନଗିରି ବିମାନବନ୍ଦର ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ବିମାନବନ୍ଦରକୁ ଉଦଘାଟନ କରିଛନ୍ତି। ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଟର୍ମିନାଲ-୨ ପରିଦର୍ଶନ କରିଥିଲେ।
ମାଲକାନଗିରି ବିମାନବନ୍ଦର ଲୋକାର୍ପିତ...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପାଇଁ ସଜେଇ ହେଉଛି ପୁରୀ: ଅତିଥି ଦେଖିବେ ମହାରାଜା ପୁରୁଷୋତ୍ତମ ଦେବ ଓ...
ଭାସ୍କର ପରିଚ୍ଛା
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଶ୍ରୀକ୍ଷେତ୍ରରେ ଏକାଠି ହେବେ ଦେଶର ପ୍ରମୁଖ ଦେବପୀଠର ମୁଖ୍ୟ। ଏଥିରେ ବହୁ ଧର୍ମଗୁରୁ, ସାଧୁସନ୍ଥ, ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଗତ...
ଓଡ଼ିଶାରେ ବଢ଼ୁଛି ବାୟୁ ପ୍ରଦୂଷଣ, ରାଜ୍ୟର ୬ ସହରରେ ସାଂଘାତିକ ସ୍ଥିତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟର ବଡ଼ ବଡ଼ ସହରରେ ବାୟୁ ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ...
ଜୟପୁରରେ ଭାଲୁ ଆତଙ୍କ, ସନ୍ଧ୍ୟା ହେଲେ ପଡ଼ିଯାଉଛି ଲୋକଙ୍କ ତାଟି କବାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): କୋରାପୁଟ ଜିଲ୍ଲା ଜୟପୁରରେ ଦେଖିବାକୁ ମିଳିଛି ଭାଲୁ ଆତଙ୍କ। ଗତ ତିନିରୁ ଚାରିଦିନ ହେଲା ୪ଟି ଭାଲୁ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହୋଇଛନ୍ତି। ଭାଲୁମାନେ ଜନବସତି ଆଡ଼କୁ ଆସୁଥିବାରୁ...
ଲାଞ୍ଜିଆ ସଉରା ଜନଜାତିଙ୍କ ‘ଇଡ଼ିତାଲ୍’ ଚିତ୍ରକଳାକୁ ଜିଆଇ ଟ୍ୟାଗ, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତ୍ଵ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଆଦିବାସୀ ହସ୍ତକଳା ତଥା ହସ୍ତଶିଳ୍ପଗୁଡ଼ିକର ଏକ ସ୍ଵତନ୍ତ୍ର ପରିଚୟ ରହିଆସିଛି। ଏହି କ୍ରମରେ ଏବେ ରାୟଗଡ଼ା ଜିଲ୍ଲାର ଲାଞ୍ଜିଆ ସଉରା ଜନଜାତିଙ୍କ ଚିତ୍ରକଳା ‘ଇଡ଼ିତାଲ୍’କୁ ଜିଆଇ ଟ୍ୟାଗ ବା ଭୌଗୋଳିକ...
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝି। ବିଜେଡିର ପ୍ରାଥମିକ ସଦସ୍ୟ ପଦବୀରୁ ସେ ଇସ୍ତଫା ଦେଇଛନ୍ତି। ସୋମବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର...
ମନେ ରହିବେ ଅଭିନ୍ନ ସାର୍
ଅସିତ୍ ମହାନ୍ତି
ପ୍ରଫେସର ଅଭିନ୍ନ ଚନ୍ଦ୍ର ସାହୁଙ୍କ ବିୟୋଗରେ ଓଡ଼ିଶାଲାଇଭ୍ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି।
ଅଭିନ୍ନ ସାର୍ ଚାଲିଗଲେ। କିନ୍ତୁ ଅଭିନ୍ନ ସାର୍ ମୋର ମନେ ରହିବେ ସବୁଦିନ।
ମୁଁ ରେଭେନ୍ସାରେ ଓଡ଼ିଆରେ ଏମ୍.ଏ. ପଢ଼ିବା...
ରାଜ୍ୟପାଳ ରଘୁବର ଦାସଙ୍କ ନୟାଗଡ଼ ଗସ୍ତ, ଲୋକଙ୍କୁ ଭେଟିବା ସହ ବିଭିନ୍ନ ଯୋଜନାର କଲେ ସମୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ସୋମବାର ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଲୋକମାନଙ୍କ ସହ କଥା ହେବା ସହ ବିଭିନ୍ନ ଯୋଜନା ବାବଦରେ ପଚାରି ବୁଝିଛନ୍ତି। ଏହାସହ...





















